ଯଦି ଆପଣ ଘରେ ଲଗାଇଛନ୍ତି ମନି ପ୍ଳାଣ୍ଟ, ତ ଏହି 1 ଭୁଲ କେବେ ବି କରିବେନି, ପୁରା ପରିବାର ବର୍ବାଦ ହେଇଯିବ- Vastu Shastra

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ କେତକ ଗଛ ଏପରି ଅଛି ଯାହାକୁ ବହୁତ ଶୁଭ ମାନା ଯାଇଛି । ଏହି ସବୁ ଗଛ ଗୁଡିକୁ ଘରେ ଲଗାଇବା ଦ୍ଵାରା ପରିବାରରେ ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମନିପ୍ଲାଣ୍ଟ ଗଛ ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ଗଛକୁ ପ୍ରାୟତଃ ଅଧିକାଂଶ ଲୋକ ନିଜ ଘରେ ଓ ଅଫିସରେ ଲଗାଇଥାନ୍ତି । ଏହି ଗଛ ଲଗାଇବା ଦ୍ଵାରା ଆର୍ଥିକ ସ୍ଥିତି ମଝବୁତ ହୋଇଥାଏ ଓ ଘରେ ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ ।

ହେଲେ ବନ୍ଧୁଗଣ ଜଣା ଅଜଣାତରେ ଲୋକମାନଙ୍କ ଦ୍ଵାରା ଏପରି କିଛି ଭୁଲ ହୋଇଥାଏ ଯାହାଦ୍ୱାରା ଫାଇଦା ହେବା ବଦଳରେ କ୍ଷତି ହୋଇଯାଇଅଥାଏ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ରରେ ଏହି ମନିପ୍ଲାଣ୍ଟ ଗଛ ସହ କିଛି ନୀତି ନିୟମ ବିଷୟରେ ଉଲ୍ଲେଖ କରାଯାଇଛି । ମନିପ୍ଲାଣ୍ଟ ଗଛକୁ କେଉଁ ମାଟିରେ ଲଗାଇବା ଉଚିତ ଓ କେଉଁ ଦିଗରେ ତାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମନିପ୍ଲାଣ୍ଟ ଗଛ ସହ ଜଡିତ କିଛି ନିୟମ ବିଷୟରେ କହିବାକୁ ଯାଉଛୁ ଯାହାକୁ ମାନି ମନିପ୍ଲାଣ୍ଟ ଗଛ ଲଗାଇବା ଉଚିତ ନଚେତ ଆପଣଙ୍କର ଲାଭ ହେବ ବଦଳରେ ଆପଣଙ୍କର କ୍ଷତି ହେବା ସୁନିଶ୍ଚିତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

 

୧. ବନ୍ଧୁଗଣ ମନିପ୍ଲାଣ୍ଟ ଗଛକୁ ସବୁବେଳେ ନିଜର ଘରର ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଉଚିତ । ଏହି ଦିଗରେ ଲଗାଇବା ଦ୍ଵାରା ଆପଣଙ୍କୁ ପ୍ରଚୁର ଧଲାଲାଭ ହେବା ସହିତ ଆପଣଙ୍କ ଘରେ ସକାରାତ୍ମକ ଊର୍ଜାରେ ପ୍ରଭାବ ଅଧିକ ହେବ । ଏହି ଦିଗରେ ମନିପ୍ଲାଣ୍ଟ ଗଛ ଲଗାଇଲା ଆପଣଙ୍କ ଶୁକ୍ର ଗ୍ରହ ମଝବୁତ ହେବ ଯାହାଫଳରେ ଆପଣଙ୍କୁ କେବଳ ସୁଖ ସମୃଦ୍ଧି ମିଳିବ ।

 

୨. ବନ୍ଧୁଗଣ ମନିପ୍ଲାଣ୍ଟ ଗଛକୁ ସବୁବେଳେ ସଫା କରିବା ଓ ଶୁଖିଯାଇଥିବା ପତ୍ରକୁ ହଟାଇବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ଘରେ ଥିବା ମନିପ୍ଲାଣ୍ଟ ଗଛର ପତ୍ର ସୁଖୀ ଯାଇଛି ତା ହେଲେ ତାକୁ ତୁରନ୍ତ ହଟାଇ ଦିଅନ୍ତୁ । ବାସ୍ତୁଶାସ୍ତ୍ର ଅନୁସାରେ ମନିପ୍ଲାଣ୍ଟ ଗଛ ସବୁଜ ଓ ତାଜା ହୋଇ ରହିବା ଶୁଭ ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର ଆଗମନ ହେବା ସହିତ ଆପଣଙ୍କ ଘରେ ଧନର ବୃଦ୍ଧି ହୋଇଥାଏ ।

୩. ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ମନିପ୍ଲାଣ୍ଟର ଗଛକୁ କେବେହେଲେ ମାଟି ତଳେ ବଡ ହେବାକୁ ଦିଅନ୍ତୁ ନାହିଁ । ଏହି ଗଛ ଯେତେ ଉପରକୁ ଯିବ ଆପଣଙ୍କ ପାଇଁ ସେତିକି ଅଧିକ ଲାଭ ଆଣିବ । ଏହା ବ୍ଯତୀତ ଯଦି ଆପଣ ମନିପ୍ଲାଣ୍ଟକୁ କୌଣସି ବୋତଲ କିମ୍ବା ଜାରରେ ରଖିଛନ୍ତି ତା ହେଲେ ସବୁବେଳେ ପାଣିକୁ ବଦଳାଇବା ଉଚିତ ।

୪. ବନ୍ଧୁଗଣ ମନିପ୍ଲାଣ୍ଟକୁ ଆପଣ ଏକ ମାଟି ପୂର୍ଣ୍ଣ ପାତ୍ର ଥିବା ସ୍ଥାନରେ ଲଗାନ୍ତୁ । ହେଲେ ଧ୍ୟାନ ରଖିବେ ଯେମିତି ସେହି ମାଟିରେ କୌଣସି ଗୋଡି ନଥିବ । ଆପଣ ଚାହିଁଲେ ଏହି ଗଛ ପାଇଁ ଗୋବର ଖାତରେ ପ୍ରୟୋଗ ମଧ୍ୟ କରିପାରିବେ । ଗୋବର ଖାତର ପ୍ରୟୋଗ କରିବା ଦ୍ଵାରା ଏହି ଗଛ ବହୁତ ଶୀଘ୍ର ବଡ ହୋଇଥାଏ । ଯାହା ଆପଣଙ୍କ ଓ ଆପଣଙ୍କ ଘର ପାଇଁ ବହୁତ ଅଧିକ ଶୁଭ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Get BlueChew Today. Read BlueChew Review. viagra malaysia Subscribe to Bluechew now.

Leave a Reply

Your email address will not be published. Required fields are marked *