ଦକ୍ଷିଣ ସୁନ୍ଦରୀଙ୍କ ପ୍ରେମରେ କ୍ରିକେଟର Subhman Gill…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦକ୍ଷିଣ ସୁନ୍ଦରୀଙ୍କ ପ୍ରେମରେ ପଡିଲେ କ୍ରିକେଟର ଶୁଭମନ ଗିଲ୍ ! ତେବେ ସୂଚନା ମୁତାବିକ କ୍ରିକେଟର ଓ ସିନେ ତାରକାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିବା କିଛି ନୂଆ କଥା ନୁହେଁ । ଏଭଳି ବହୁତ କ୍ରିକେଟର ମାନେ ଅଛନ୍ତି । ଯେଉଁ ସୁନ୍ଦରୀ ସିନେ ତାରକାଙ୍କ ପ୍ରେମରେ ପାଗଳ ହୋଇ ତାଙ୍କ ପାଇଁ ପ୍ରେମୀ ଦିୱାନା ମଧ୍ୟ ସାଜିଛନ୍ତି । ତେବେ ସେହିପରି ଭାରତୀୟ କ୍ରିକେଟର ଶୁଭମନ ଗିଲ୍ ଙ୍କୁ ନେଇ ବଲିଉଡ ଆକଟ୍ରେସ ସାରା ଅଲ୍ଲୀଖାନଙ୍କୁ ନେଇ ମଝିରେ ଚର୍ଚା ଉଠିଥିଲା ।

ଯେ ଉଭୟ ଉଭୟଙ୍କୁ ପସନ୍ଦ କରନ୍ତି ଓ ଡେଟ୍ ମଧ୍ୟ କରନ୍ତି ବୋଲି ଖୁବ ଚର୍ଚାର ପରିସରକୁ ଆସିଥିଲା । ତେବେ ଏ ନେଇ ଶୁଭମନ ଗିଲ୍ କିମ୍ବା ସାରାଙ୍କ ମୁହଁରୁ ଯଦିଓ ଏହା ପ୍ରେମ ସମ୍ପର୍କ କି ନୁହେଁ । ତାହା ଜାଣିବାକୁ ମିଳିନଥିଲା । ହେଲେ ସାରା ଓ ଶୁଭମନ ଗିଲ୍ ଙ୍କୁ ଏକାଠି କିଛି ଥର ଦେଖି ଉଭୟଙ୍କ ମଧ୍ୟରେ ଲଭ ରିଲେସନ ଚାଲିଛି ବୋଲି ଚର୍ଚା ଖୁବ ଧରିଥିଲେ ।

ହେଲେ ବର୍ତ୍ତମାନର ବିଶେଷ ସୂଚନା ଅନୁଯାଇ ବଲିଉଡ ହିରୋଇନ ସାରା ନୁହେଁ ବଂର ଦକ୍ଷିଣ ସୁନ୍ଦରୀ ରଶ୍ମିକାଙ୍କ ପ୍ରେମରେ ପଡିଛନ୍ତି କ୍ରିକେଟ ତାରକା ଶୁଭମନ ଗିଲ୍ ! ଯାହାକୁ ନେଇ ସୋସିଆଲ ମିଡିଆ ଖୁବ ଚର୍ଚା ହୋଇ ଏହି ଖବର ଭାଇରାଲ ହେବାରେ ଲାଗିପଡିଛି । ତେବେ ସାଉଥ ଆକଟ୍ରେସ ସୁନ୍ଦରୀ ରଶ୍ମିକା ମାଣ୍ଡନାଙ୍କ ସୁନ୍ଦରତା ଓ ତାଙ୍କ ସୁନ୍ଦର ଚାହାଣୀ ପାଇଁ କିଏ ଅବା ପାଗଳ ହୋଇନଥାଏ । ତେବେ କ୍ରିକେଟର ଶୁଭମନ ଗିଲ୍ ମଧ୍ୟ ଅଭିନେତ୍ରୀ ରଶ୍ମିକାଙ୍କ ସୁନ୍ଦର ଚାହାଣୀ ଅନ୍ଦାଜରୁ ବର୍ତ୍ତୀ ପାରିନାହାନ୍ତି ।

ତେବେ ଶୁଭମନ ଗିଲ୍ ଙ୍କ ଏକ ସାକ୍ଷାତକାରରେ ଶୁଭମନ ଗିଲ୍ ଙ୍କ ମୁହଁରୁ ଏପରି କିଛି ଶୁଣିବାକୁ ମିଳିଥିଲା । ଏହା କି ଯେ ମୋତେ ଦକ୍ଷିଣ ସୁନ୍ଦରୀ ରଶ୍ମିକା ମାନ୍ଦନା ବହୁତ ହିଁ ଭଲ ଲାଗିଥାନ୍ତି । ତେଣୁ ଯଦି ଫିଲମି କ୍ରଶ ବୋଲି ମୋର କାହାକୁ କହିବେ । ସେ ହେଉଛନ୍ତି ସୁନ୍ଦରୀ ରଶ୍ମିକା ମନ୍ଦାନା ।

ତେବେ ଶୁଭମନ ଗିଲ୍ ଓ ସାଉଥ ଆକଟ୍ରେସ ରଶ୍ମିକା ମାନ୍ଦନାଙ୍କ ଯୋଡିକୁ ନେଇ ଏବେ ସବୁ ଆଡେ ଚର୍ଚା ହେବାରେ ଲାଗିଛି ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *