ଗୁପ୍ଚୁପ ବଢିଆ ଲାଗୁଛି ଆଉ ଗୋଟେ ଦିଅ….ଦିଲ୍ଲୀରେ Modi ଙ୍କ ସହ ଗୁପ୍ଚୁପ ଖାଇଲେ ଜାପାନ ମୁଖ୍ୟମନ୍ତ୍ରୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦିଲ୍ଲୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୁପ୍ଚୁପ ଖାଇଲେ ଜାପାନ ପ୍ରଧାନ ମନ୍ତ୍ରୀ ! ତେବେ ଜାପାନର ପ୍ରଧାନ ମନ୍ତ୍ରୀ କୌଣସି ଏକ ବିଶେଷ କାର୍ଯ୍ୟ ଅବସରରେ ଭାରତ ଗ୍ରସ୍ତରେ ଆସିଛନ୍ତି । ତେବେ ଭାରତ ଗ୍ରସ୍ତରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆସିଥିବା ସମୟରେ ତାଙ୍କୁ ସସମ୍ମାନେ ଅତିଥି ସତ୍କାର କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ତେବେ ଭାରତର ଦିଲ୍ଲୀ ଠାରେ ଥିବା ବୌଦ୍ଧ ପାର୍କକୁ ଉଭୟ ଭାରତ ଓ ଜାପାନର ପ୍ରଧାନମନ୍ତ୍ରୀ ବୁଲିବାକୁ ଆସିଛନ୍ତି । ତେବେ ସେଠାରେ ଭାରତର ସଂସ୍କୃତି ଓ ପରମ୍ପରା ବିଷୟରେ ନରେନ୍ଦ୍ର ମୋଦୀ ଜାପାନର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଅଛନ୍ତି । ଏହା ସହିତ ତାଙ୍କୁ ବୌଦ୍ଧ ପାର୍କର ବିଶେଷତା ବିଷୟରେ ମଧ୍ୟ କହିଛନ୍ତି । ତେବେ କେବଳ ସେତିକି ନୁହେଁ ଭାରତର ସଂସ୍କୃତି ଓ ପରମ୍ପରା ବିଷୟରେ ଜାପାନର ପ୍ରଧାନମନ୍ତ୍ରୀଙ୍କୁ ଉଲ୍ଲେଖ କରିବା ସହ ତାଙ୍କୁ ଭାରତୀୟ କିଛି ଖାଦ୍ୟର ସ୍ଵାଦ ନେବା ପାଇଁ ମଧ୍ୟ କହିଥିଲେ ।

ତେବେ ଏହି ଅବସରରେ ଉଭୟ ମାନ୍ୟବର ପ୍ରଧାନମନ୍ତ୍ରୀ ଦ୍ୱୋୟ ମିଶି ଗୁପ୍ଚୁପ ଖାଦ୍ୟର ବେଶ ମଜା ନେଇଥିଲେ । ତେବେ ଗୁପ୍ଚୁପ ଖାଇବାକୁ କିଏ ଅବା ଭଲ ପାଇନଥାଏ । କାରଣ ଗୁପ୍ଚୁପର ସ୍ଵାଦ ହିଁ ସେହିପରି ନିଆରା ହୋଇଥାଏ । ତେବେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଗୁପ୍ଚୁପର ଫ୍ୟାନ ହୋଇଥାନ୍ତି । ତେବେ ଅଳ୍ପ ରକମରେ ପେଟ ପୁରା ଗୁପ୍ଚୁପ୍ ମଧ୍ୟ ମାର୍କେଟରେ ଖାଇବାକୁ ମିଳିଯାଇଥାଏ ।

ତେଣୁ ଭାରତର ପ୍ରଧାନ ମନ୍ତ୍ରୀ ଜାପାନର ପ୍ରଧାନ ମନ୍ତ୍ରୀଙ୍କୁ ଗୁପ୍ଚୁପ ଖାଇବା ପାଇଁ କହିଥିଲେ । ତାପରେ ଉଭୟ ମିଶି ଏକ ଗୁପ୍ଚୁପ ଦୋକାନରେ ଗୁପ୍ଚୁପ ମଧ୍ୟ ଖାଇଥିଲେ । ତେବେ ଗୁପ୍ଚୁପ ସହ ଲସି ତଥା ଭାରତୀୟ ଅନେକ ପ୍ରକାର ଖାଦ୍ୟର ମଜା ନେଇଛନ୍ତି । ତେବେ ଜାପାନର ପ୍ରଧାନ ମନ୍ତ୍ରୀଙ୍କୁ ଗୁପ୍ଚୁପର ସ୍ଵାଦ ଏତେ ଭଲ ଲାଗିଥିଲା । କି ସେ ପୁଣି ଥରେ ମଗେଇ ଗୁପ୍ଚୁପ ଖାଇଥିଲେ ।

ତେବେ ଭାରତର ଓ ଜାପାନର ୨ ପ୍ରଧାନ ମନ୍ତ୍ରୀ ମିଶି ଗୁପ୍ଚୁପ ଖାଇବାର ଦ୍ରୁଶ୍ଯ ଏବେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିବଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, ଶେୟାର କରିବା ସହ ଆପଣଙ୍କୁ ଗୁପ୍ଚୁପର ସ୍ଵାଦ କିପରି ଲାଗିଥାଏ ? ଆମକୁ ନିଜର ମତାମତ କମେଣ୍ଟ ଦ୍ଵାରା ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *