ନର୍ଥ କୋରିଆ (North Korea) ର ଏହି ଗୁପ୍ତ କଥା ଜାଣିଲେ ଆପଣଙ୍କର ହୋସ୍ ଉଡ଼ିଯିବ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନର୍ଥ କୋରିଆ ଦେଶ ର ନାମ ଶୁଣିଲା ମାତ୍ରେ ନିଜ ମନ ଭିତରେ ଗୋଟିଏ ଛବି ଆସିଥାଏ ତେବେ ସେହି ଛବି ଟି ହେଉଛି ନର୍ଥ କୋରିଆ ର ସୁପ୍ରିମ ଲିଡ଼ର କିମ୍ ଜଙ୍ଗ ଉନ ଙ୍କ ଫୋଟୋ ଆସୁଥିବ । ତେବେ ନର୍ଥ କୋରିଆ ରେ ଯଦି ସୁପ୍ରିମ ଲିଡର ଙ୍କ ନିୟମ ଲୋକମାନେ ନ ମାନନ୍ତି ତେବେ ସେ ବହୁତ ଭ-ୟା-ନ-କ ଦ-ଣ୍ଡ ଦେଇଥାନ୍ତି କିମ୍ବା ସିଧା ମୃ-ତ୍ୟୁ ଦ-ଣ୍ଡ ମିଳିଥାଏ ।

ଆମେରିକାର ଜଣେ କଲେଜ ଛାତ୍ର ନର୍ଥ କୋରିଆ ରେ ଏକ ହୋଟେଲ ରୁ ପ-ଲ-ଟିକା-ଲ ପୋ-ଷ୍ଟ-ର କୁ ଚୋ-ରି କରି ନେଇଥିଲା କେବଳ ନିଜ ସାଙ୍ଗ ମାନଙ୍କ ଆଗରେ ଦେଖେଇବା ପାଇଁ ତେବେ କିମ ଜଂଗ ଉନ ତାକୁ ଏପରି ଦ-ଣ୍ଡ ଦେଇଥିଲେ ଯାହାକୁ ଶୁଣିବା ପରେ ଲୋକମାନେ ନର୍ଥ କୋରିଆ କୁ ଯିବା ପାଇଁ ଆଉ ଇଚ୍ଛା ପ୍ରକାଶ କରିବେ ନାହିଁ । ତେବେ ଆସନ୍ତୁ ଏହି ନର୍ଥ କୋରିଆ ର ଗୁପ୍ତ କଥା ବିଷୟ ରେ କିଛି ଆଲୋଚନା କରି ନେବା ।

ତେବେ କିମ ଜଂଗ ଉନ ଙ୍କ ଜନ୍ମ ହେଉଛି ୮ଜାନୁଆରୀ ୧୯୮୪ ମସିହା ରେ ନର୍ଥ କୋରିଆ ର ରାଜଧାନୀ ପୋୟଗାଙ୍ଗ ସହର ରେ ଜନ୍ମଗ୍ରହଣ କରିଥିଲେ । ତେବେ ସେଦିନ ନା ଝଡ଼ ନା ବର୍ଷା କିଛି ବି ହୋଇ ନଥିଲା କିନ୍ତୁ ତଥାପି ନର୍ଥ କୋରିଆ ର ଲୋକମାନେ ଜାଣି ପାରିଲେ କି ଏହି ବାଳକ ଟି ଏକ ନି-ର୍ଦ-ୟୀ ବାଳକ ଟି ସେ ଭବିଷ୍ୟତ ରେ ନର୍ଥ କୋରିଆର ଲୋକ ମାନଙ୍କ ଜୀଵନ କୁ ନ-ର୍କ କରିଦେବ । ନର୍ଥ କୋରିଆ ରେ କିଏ ଛୋଟ ଭୁଲ କରୁ କିମ୍ବା ବଡ଼ ତାର ଦ-ଣ୍ଡ କେବଳ ମୃ-ତ୍ୟୁ ହିଁ ହୋଇଥାଏ ।

ଏଠାରେ ଆପଣ ନ୍ୟୁଜ ପେପର କୁ ପଢି ସାରିବା ପରେ ତାକୁ ଫୋପାଡ଼ି କିମ୍ବା କୌଣସି ଅଳିଆ ଆବର୍ଜନା ରେ ପକେଇ ପାରିବେ ନାହିଁ କାରଣ ଏହି ପେପର ରେ କିମ ଜଂଗ ଉନ ଙ୍କ ଫୋଟୋ ଲାଗିଥାଏ । ଆଉ ଯଦି ଆପଣ ଭୁଲ ବଶତଃ ନ୍ୟୁଜ ପେପର କୁ ଅଳିଆ ଗଦା ରେ ପ-କା-ଇ ଦେବେ ତେବେ ଆପଣ ଙ୍କୁ ସିଧା ଗୁ-ଳି ମା-ରି ଦିଆ ଯିବ । ଏହା ବ୍ୟତୀତ ଏଠାରେ ଆହୁରି ଅନେକ କ-ଡା ନିୟମ ଅଛି ଯେମିତି କି ଆପଣ ସି-ଗା-ରେ-ଟ ଟା-ଣି-ବା ପରେ ସେହି ସି-ଗା-ରେ-ଟ କୁ ତଳେ ଫୋ-ପା-ଡି ପାରିବେ ନାହିଁ ଯଦି ଫୋ-ପା-ଡ଼ି-ଲେ ତେବେ ଆପଣ ଦ-ଣ୍ଡ ପାଇଁ ପ୍ରସ୍ତୁତ ରହିବେ ।

ତେବେ ଏହା ଛଡା ବାହାର ଦେଶର ଲୋକମାନେ ନର୍ଥ କୋରିଆ କୁ ବୁଲିଯିବା ପାଇଁ କାହିଁକି ଡ଼-ରୁ-ଛ-ନ୍ତି ଜାଣିଛନ୍ତି କାରଣ ୧୧ ଜୁଲାଇ ୨୦୦୮ ରେ ଜଣେ ୫୩ ବର୍ଷ ର ମହିଳା ନର୍ଥ କୋରିଆ କୁ ବୁଲିବାକୁ ଯାଇଥିଲା କିନ୍ତୁ ସେ ଭୁଲ ରେ ନର୍ଥ କୋରିଆ ର ମାଉଣ୍ଟ କୁମେଙ୍ଗ ଏରିଆ ରେ ଥିବା ଆର୍ମି ରେସ୍ଟିଗେଟ ଯୋନ କୁ ପଳାଇଥିଲା ଏହା ଦେଖି ସେଠାକାର ସୋନ୍ୟ ମାନେ ସିଧା ସେହି ମହିଳାଙ୍କୁ ଗୁ-ଳି କ-ରି ମା-ରି ଦେଇଥିଲେ । ତେବେ ଏହି ଘଟଣା ପରଠାରୁ କେହି ଅନ୍ୟ ଦେଶ ର ଲୋକମାନେ ନର୍ଥ କୋରିଆ ଯିବାପାଇଁ ଇଚ୍ଛା କରନ୍ତି ନାହିଁ ଏହାଛଡା ଆଉ ଏକ ଘ-ଟ-ଣା ମଧ୍ୟ ଘଟି ଥିଲା ।

ତେବେ ଆମେରିକାର ଜଣେ ଅଟୋବେମ୍ବିୟର ନାମକ ୨୧ ବର୍ଷୀୟ ଯୁବକ ନର୍ଥ କୋରିଆ କୁ ବୁଲିବାକୁ ଯାଇଥିଲା । ସେଠି ତାର ଏକ ଛୋଟ ଭୁଲ ପାଇଁ ତାକୁ ମଧ୍ୟ ଖୁବ କ-ଠୋ-ର ଦ-ଣ୍ଡ ଦିଆଯାଇଥିଲା । ତେବେ ସେହି ଯୁବକ ଟି ନିଜ ସାଙ୍ଗ ମାନଙ୍କ ଆଗରେ ସାହାସିକତା ଦେଖାଇବା ପାଇଁ ସେଠାର ରାଜଧାନୀ ପୋୟଗାଙ୍ଗ ର ଏକ ହୋଟେଲ ରୁ ଏକ ପ-ଲ-ଟି-କା-ଲ ପୋ-ଷ୍ଟ-ର କୁ ଚୋ-ରି କରିଦେଇଥିଲା ତାପରେ ତାକୁ ଏୟାରପୋର୍ଟ ରେ ହିଁ ଗି-ର-ଫ କରାଯାଇ ଥିଲା ତେବେ ସେ କୋ-ର୍ଟ ରେ ନିଜର ଦୋ-ଷ କୁ ସ୍ୱୀ-କା-ର କରି ନେଇଥିଲା ଏବଂ ତାକୁ ନର୍ଥ କୋରିଆ ରେ ୧୫ ବର୍ଷ ର କା-ରା-ବା-ସ ଦ-ଣ୍ଡ ମିଳିଲା ଏହା ୨୦୧୬ ମସିହା ରେ ହୋଇଥିଲା ।

ତେବେ ସେହି ଜେ-ଲ ଭିତରେ ହିଁ ସେ ଆ-ତ୍ମ-ହ-ତ-ୟା କରିବାକୁ ଚେଷ୍ଟା କରିଥିଲା ତେବେ ଏହା ପରେ ନର୍ଥ କୋରିଆ ର ସରକାର ତାକୁ ୧୨ ଜୁନ ୨୦୧୭ ରେ ନିଜ ଦେଶ କୁ ପଠାଇ ଥିଲେ । ତେବେ ସେହି ଯୁବକ ଜଣକ ଯେତେବେଳେ ନିଜ ଦେଶ କୁ ଆସିଲା ସେତେବେଳେ ସେ କୋ-ମା ରେ ଥିଲା ଏବଂ ଡାକ୍ତର ଙ୍କ ଅନୁସାରେ ତା ଉପରେ ମା-ନ-ସି-କ ଏବଂ ଶା-ରୀ-ରି-କ ନି-ର୍ଯ୍ୟା-ତ-ନା ଦିଆଯାଇଛି । ତେବେ ଏହାର ପାଞ୍ଚ ଦିନପରେ ସେ ମଧ୍ୟ ମୃ-ତ୍ୟୁ ବରଣ କରିଥିଲା । ତେବେ ଯୁବକ ଜଣକ କୁ କେଉଁ ପ୍ରକାରର ଦ-ଣ୍ଡ ଭୋ-ଗି-ବା-କୁ ମିଳିଥିଲା ତାହା ବର୍ତ୍ତମାନ ମଧ୍ୟ ଏକ ରହସ୍ୟ ରହିଛି ।

ତେବେ ଏହା ପରେ ଆମେରିକା ର ସରକାର ସେଠାକାର ଲୋକ ମାନଙ୍କୁ ନର୍ଥ କୋରିଆ ଯିବା ପାଇଁ ବାରଣ କରି ଦେଇଥିଲେ । କିଛି ଲୋକ ଏପରି ଅଛନ୍ତି ଯିଏ ନିଜ ଦେଶ ଭାରତ କୁ ଖରାପ କୁହନ୍ତି କିନ୍ତୁ ଏହା ସବୁ ଦେଖିବାପରେ ସମସ୍ତେ ନିଶ୍ଚିତ ନିଜ ଦେଶ ରେ ଜନ୍ମଗ୍ରହଣ କରିଥିବା ପାଇଁ ଖୁସ ହେଉଥିବେ । ତେବେ ଏହା ଉପରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *