ମାଆ ଙ୍କ ଠାରୁ ଯେବେ ଶୁଣିଲା “ସୁଶାନ୍ତ ମାମୁଁ ଆଉ ନାହାନ୍ତି ବୋଲି” ଭଣଜା କହିଲା ଏମିତି କଥା ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ…

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଡିପ୍ରେସନ ରେ ଆସି ଆତ୍ମହତ୍ୟା କରିବା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ତାଙ୍କ ର ଅନେକ ପ୍ରଶଂସକ ଏବଂ ଫ୍ୟାନ ମାନେ ଏହାପରେ ଚିନ୍ତାରେ ପଡିଯାଇଥିଲେ। ସୁଶାନ୍ତ ଙ୍କ ଘର ଲୋକ କହିଛନ୍ତି ତାଙ୍କ ପୁଅ ଏଭଳି କେବେ ମଧ୍ୟ କରିବା ପିଲା ନୁହେଁ। ଏହା ପଛରେ ଷଡଯନ୍ତ୍ର ଥିବା ର ପରିବାର ଲୋକ କହିଛନ୍ତି। ପରିବାର ପକ୍ଷ ରୁ ଏହା ମଧ୍ୟ କୁହ ଯାଇଛି କି ଆମର ମୁମ୍ବାଇ ପୋଲିସ ଉପରେ ବିଶ୍ୱାସ ନାହିଁ। ଆମେ କେନ୍ଦ୍ର ସରକାର ଙ୍କୁ ସି ବି ଆଇ ଦ୍ୱାରା ଯାଞ୍ଚ କରିବାର ଅନୁରୋଧ କରୁଚୁ ବୋଲି ସୁଶାନ୍ତ ଙ୍କ ଭାଇ କହିଛନ୍ତି।

ସୁଶାନ୍ତ ସିଂ ରାଜପୁତଙ୍କ ତିନି ଜଣ ଭଉଣୀ ଅଛନ୍ତି। ତାଙ୍କର ଜଣେ ଭଉଣୀ ଆମେରିକା ରେ ବାସ କରନ୍ତି। ସୁଶାନ୍ତ ଙ୍କୁ ଶେଷ ସମୟରେ ମଧ୍ୟ ସେ ଦେଖି ପାରି ନଥିଲେ। ସେ ଯେବେ ତାଙ୍କ ପୁଅ କୁ କହିଛନ୍ତି ତାଙ୍କ ମାମୁଁ ଙ୍କ ମୃତ୍ୟ କଥା 5 ବର୍ଷର ଛୋଟ ପିଲାଟିଏ ଏଭଳି କଥା କହିଥିଲା ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ପିତା, ଭଉଣୀ ଏବଂ ମାମୁଁ ଉପସ୍ଥିତ ଥିଲେ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ତାଙ୍କ ସମସ୍ତ ପ୍ରଶଂସକଙ୍କୁ ଚକିତ କରି ଦେଇଛି। ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସମସ୍ତ ସେଲିବ୍ରେଟ୍ମାନେ ନିଜ ଶୈଳୀ ରେ ଦୁଖ ପ୍ରକାଶ କରୁଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ତାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଡିପ୍ରେସନରେ ପୀଡିତ ଥିବା ଜଣାଯାଇଛି।

ସୋମବାର ମୁମ୍ବାଇର ଭିଲେ ପାର୍ଲେ ଶବଦାହରେ ତାଙ୍କୁ ଶବଦାହ କରାଯାଇଛି।ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ପିତା, ଭଉଣୀ ଏବଂ ମାମୁଁ ଉପସ୍ଥିତ ଥିଲେ। ବିଦେଶରେ ଥିବାରୁ ତାଙ୍କ ଭଉଣୀ ଶ୍ୱେତା କିର୍ତ୍ତୀ ସିଂ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନାହାଁନ୍ତି। ଏଥିପାଇଁ ସେ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁପରେ ସେ ତାଙ୍କ 5 ବର୍ଷର ପୁଅକୁ ତାଙ୍କ ମାମୁ ଙ୍କ ଦେହାନ୍ତ କଥା କହିଥିଲେ।

ଫେସବୁକରେ ପୋଷ୍ଟ କରି ଶ୍ୱେତା କିର୍ତ୍ତୀ ସିଂ ଲେଖିଛନ୍ତି, ‘ଯେତେବେଳେ ମୁଁ ମୋ ପୁଅକୁ ଏହି ଖବର କହିଥିଲି ଯେ ତାଙ୍କ ମାମୁଁ ଆଉ ନାହାଁନ୍ତି, ସେ ତିନିଥର ସମାନ କଥା କହିଥିଲେ, ସେ କହିଥିଲେ ଯେ ସେ ଆପଣଙ୍କ ହୃଦୟରେ ଜୀବିତ ଅଛନ୍ତି।’ ଫେସବୁକରେ ପ୍ରସ୍ତୁତ ଏହି ଭାବପ୍ରବଣ ପୋଷ୍ଟରେ ସେ ଆହୁରି ଲେଖିଛନ୍ତି, ‘ଯେତେବେଳେ ଜଣେ ପାଞ୍ଚ ବର୍ଷର ଶିଶୁ ଏହା କହିପାରେ, ତେବେ ଭାବନ୍ତୁ ଆମେ ସମସ୍ତେ କେତେ ଶକ୍ତିଶାଳୀ ହେବା ଉଚିତ୍।’

ଏହା ସହ ଶ୍ୱେତା କିର୍ତ୍ତୀ ସିଂ କହିଛନ୍ତି ଯେ ସେ ଯଥାଶୀଘ୍ର ଭାରତ ଆସିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଟିକେଟ ପାଇ ପାରିବେ ନାହିଁ ବୋଲି କହିଛନ୍ତି। ଏହା ପରେ ସେ ସାହାଯ୍ୟ ଲୋଡିଥିଲେ। ଏବେ ସେ 16 ତାରିଖ ଦିନ ଭାରତ ଆସିବାକୁ ଯାଉଛନ୍ତି।ସେ କହିଛନ୍ତି ଯେ ସେ ଦିଲ୍ଲୀ ଦେଇ ମୁମ୍ବାଇରେ ପହଞ୍ଚିବେ। ଏହା ସହ ସେ ସୂଚନା ଦେଇଛନ୍ତି ଯେ କରୋନା କାରଣରୁ ସେ ପାଇଁ ମଧ୍ୟ ଚିନ୍ତିତ ଅଛନ୍ତି।

ଆପଣ ସୁଶାନ୍ତଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *