ପବିତ୍ର ମକର ସଂକ୍ରାନ୍ତି ଦିନ ଏହି ୪ ଟି ଜିନିଷ ନିଶ୍ଚୟ ଖାଆନ୍ତୁ, ପୁରା ବର୍ଷ ସାରା ଆପଣଙ୍କର ଘରେ ଭରି ରହିଥିବ ଧନ- Ajira Anuchinta

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଜ୍ୟୋତିଷ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହି ଅଛି।ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ଆମେ ଆମର ଆଗତ ଭବିଷ୍ୟତ ସମ୍ପର୍କରେ ଜାଣି ପାରିଥାଉ।ଜ୍ୟୋତିଷ ଶାସ୍ତ୍ର ଆମର ରାଶି ସହିତ ଜଡିତ ହୋଇ ରହିଥାଏ।ଯେତେ ବେଳେ ଜଣେ ମନୁଷ୍ୟ ଜନ୍ମ ନିଏ ସେତେବେଳେ ତାର ଜନ୍ମ ତିଥି, ନକ୍ଷେତ୍ର,ମାସ ଓ ସମୟ କୁ ନେଇ ତାର ରାଶି ସ୍ଥିର କରା ଯାଇଥାଏ।ଶାସ୍ତ୍ର ଅନୁସାରେ ଏପରି କିଛି ଭଲ ସମୟ ଆସିଥାଏ ଯେତେବେଳେ ସମସ୍ତଙ୍କର ସମ୍ପୂର୍ଣ୍ଣ ଭାଗ୍ୟ ବଦଳି ଯାଇଥାଏ।କିନ୍ତୁ ଏହି ପରି ସମୟ ଖୁବ କମ ଓ ଅଧିକ ସମୟ ବ୍ୟବଧାନ ରେ ଆସିଥାଏ।ଶାସ୍ତ୍ର ରେ ଲେଖା ଯାଇଥିବା ପ୍ରତ୍ୟେକ ଟି କଥା ସତ ବୋଲି ଭଗବାନ ଶିବ କହିଛନ୍ତି।ଏହି ବର୍ଷ ମକର ସଂକ୍ରାନ୍ତି ରେ ଅନେକ ଲୋକଙ୍କ ର ଭାଗ୍ୟ ବଦଳିବାକୁ ଯାଉଛି।

ଶାସ୍ତ୍ର ଅନୁସାରେ ଏହି ବର୍ଷ ମକର ସଂକ୍ରାନ୍ତି ରେ ପଞ୍ଚ ଗ୍ରହ ଙ୍କର ମିଳନ ଘଟୁଛି ତେଣୁ ଏହି ବର୍ଷ ଟି ଅନେକ ଲୋକଙ୍କ ପାଇଁ ବହୁତ ଭାଗ୍ୟବାନ ହୋଇ ପାରେ। ଶାସ୍ତ୍ରାନୁସାରେ ଏହି ବର୍ଷ ପାଞ୍ଚ ଗ୍ରହ ଙ୍କ ର ମିଳନ ଘଟୁଥିବାରୁ ଯଦି ଆପଣ କିଛି ଭଲ ଖାଦ୍ୟ ରାନ୍ଧି ଭଗବାନ ଙ୍କୁ ଅର୍ପଣ କରିବା ସହିତ ନିଜେ ଖାଆନ୍ତି ତେବେ ଆପଣଙ୍କର ଏହି ବର୍ଷ ଟି ବହୁତ ଭଲ ରେ କରିବାକୁ ଯାଉଛି।ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ଖାଦ୍ୟ ସମ୍ପର୍କରେ କହିବାକୁ ଯାଉଛୁ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାହା କେଉଁ ଖାଦ୍ୟ ଯାହାକୁ ମକର ସଂକ୍ରାନ୍ତି ଦିନ ଖାଇବା ଦ୍ୱାରା ଭଗବାନ ବହୁତ ଖୁସି ହୋଇଥାନ୍ତି।

ତେବେ ବନ୍ଧୁଗଣ ଏହି ବର୍ଷ ମକର ସଂକ୍ରାନ୍ତି ରେ ଯଦି ଆପଣ ଚାଉଳ ଓ ହରଡ଼ ଡାଲି ରେ ପ୍ରସ୍ତୁତ ହୋଇଥିବା ଖେଚୁଡ଼ି କୁ ପ୍ରଥମେ ଭଗବାନ ଙ୍କୁ ଅର୍ପଣ କରି ନିଜେ ଖାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହେବ। ଏପରି କରିବା ଦ୍ୱାରା ଆପଣଙ୍କ ର ଏହି ବର୍ଷ ଟି ବହୁତ ଖୁସି ଓ ଶାନ୍ତି ରେ କଟିବ। ଏହି ବର୍ଷ ଆପଣଙ୍କର କୌଣସି ପ୍ରକାର ଧନ ର ଅଭାବ ରହିବ ନାହିଁ।

ଏହି ବର୍ଷ ମକର ସଂକ୍ରାନ୍ତି ଗୁରୁବାର ଦିନ ପଡ଼ୁଥିବାରୁ ଅନେକ ଲୋକ ସନ୍ଦେହ ରେ ଅଛନ୍ତି ଯେ ଖେଚୁଡ଼ି ଖାଇବା ଉଚିତ ହେବ କି ନାହିଁ। କାରଣ ଏହି ଦିନ ଖେଚୁଡ଼ି ଖାଇବା ଦ୍ୱାରା ଘରକୁ ଦରିଦ୍ରତା ମାଡି ଆସିଥାଏ । କିନ୍ତୁ ଅନ୍ୟ ପକ୍ଷ ରେ ଦେଖୀବାକୁ ଗଲେ ଏହି ମକର ସଂକ୍ରାନ୍ତି ଦିନ ଖେଚୁଡ଼ି ଖାଇବା ଦ୍ୱାରା ସୂର୍ଯ୍ୟ ଦେବତା ଖୁସି ହୋଇଥାନ୍ତି ଓ ଆଶୀର୍ବାଦ ପ୍ରଦାନ କରିଥାନ୍ତି।

ବନ୍ଧୁଗଣ ମକର ସଂକ୍ରାନ୍ତି ଦିନ ଖେଚୁଡ଼ି ସହିତ ତିଳ ମଧ୍ୟ ଖିଆ ଯାଇଥାଏ। ଏହା ଦ୍ବାରା ଭଗବାନ ସୂର୍ଯ୍ୟ ଦେବ ବହୁତ ପ୍ରସନ୍ନ ହୋଇଥାନ୍ତି ଓ ଆମର ପୁରା ବର୍ଷ ଟି ବହୁତ ଆନନ୍ଦ ରେ କଟିଥାଏ।ଆହୁରି ମଧ୍ୟ ଏହି ମକର ସଂକ୍ରାନ୍ତି ରେ ଗୁଡ଼ ଖାଇବା ର ଏକ ପରମ୍ପରା ରହିଅଛି।ଏହି ଦିନ ଗୁଡ଼ ଖାଇବା ଦ୍ୱାରା ଆପଣ ନିଜ ଘର କୁ ମାତା ଲକ୍ଷ୍ମୀ ଓ ଅନେକ ସୁଖ ସମୃଦ୍ଧି କୁ ନିମନ୍ତ୍ରଣ କରି ଆଣିଥାନ୍ତି। ଯାହା ଦ୍ୱାରା ଆପଣଙ୍କ ଘରେ ପୁରା ବର୍ଷ ଟି ସୁଖ ଶାନ୍ତି ରେ କଟିଥାଏ ଓ ଧନ ର କୌଣସି ଅଭାବ ପରିଲକ୍ଷିତ ହୋଇ ନ ଥାଏ।

ଏହି ଦିନ ଆପଣ ଏହି ସବୁ ଜିନିଷ ଖାଇବା ବ୍ୟତୀତ ଅନ୍ୟ ମାନଙ୍କୁ ଦାନ ସ୍ୱରୂପ ରେ ଦେବା ମଧ୍ୟ ଉଚିତ।ଏହା ଦ୍ଵାରା ଭଗବାନ ସୂର୍ଯ୍ୟ ଦେବ ଓ ଶନି ଦେବ ବହୁତ ଖୁସି ହୋଇଥାନ୍ତି ଓ ଆପଣଙ୍କ ପରିବାର ଉପରେ କଲ୍ୟାଣ କରିଥାନ୍ତି। ତେଣୁ ବନ୍ଧୁଗଣ ଆପଣ ମଧ୍ୟ ମକର ସଂକ୍ରାନ୍ତି ଦିନ ଏହି ପରି ଖାଦ୍ୟ ରାନ୍ଧି କରି ଭଗବାନ ଙ୍କୁ ଅର୍ପଣ କରନ୍ତୁ ଓ ନିଜେ ମଧ୍ୟ ଖାଆନ୍ତୁ।ଏହା ସହିତ ଏହି ଖାଦ୍ୟ କୁ ଅନ୍ୟ ମାନଙ୍କୁ ମଧ୍ୟ ଦାନ କରନ୍ତୁ।ଭଗବାନ ଆପଣଙ୍କର ମଙ୍ଗଳ କରିବେ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *