ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ କରୋନା ମହାମାରୀର କୋପ ଏତେ ବଢି ଯାଇଛି ଯେ ସମସ୍ତ ଲୋକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି କରୋନା କାଳରେ ମଧ୍ୟ ଦେଶରେ ଏପରି ସବୁ ଘଟଣା ଓ ଖବର ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି ।
ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ତାଙ୍କ ନିଜ ସ୍ଵାମୀ ଓ ଶଶୁର ପାଖ ପାଖି ୧ ବର୍ଷ ପର୍ଯ୍ୟନ୍ତ ଗୋଟେ ଘର ମଧ୍ୟରେ ବନ୍ଦ କରି ଯ-ନ୍ତ୍ର-ଣା ଦେଉଥିଲେ । ଆପଣ ମାନେ ଏହି ଘଟଣା ବିଷୟରେ ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ ହେଲେ ଏହା ସତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ମିଡିଆ ରିପୋର୍ଟସ ଅନୁସାରେ ରାଉଲକେଲା ଚିରପାଣି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏହି ଅଞ୍ଚଳର ଏକ ମହିଳାକୁ ତାର ନିଜ ସ୍ଵାମୀ ଓ ଶଶୁର ଭୟଙ୍କର ଯ-ନ୍ତ୍ର-ଣା ଦେଉଥିଲେ । ଗୋଟେ ଘର ମଧ୍ୟରେ ବନ୍ଦ ରଖୁଥିଲେ ମହିଳାଙ୍କୁ । ସେଇଠି ଖାଉଥିଲେ ଓ ସେଇଠି ଶୌଚ ମଧ୍ୟ ହେଉଥିଲେ । ମହିଳା ଜଣକ ବର୍ତ୍ତମାନ ଯ-ନ୍ତ୍ର-ଣାରେ ଛଟପଟ ହେଉଛନ୍ତି ।
ରିପୋର୍ଟସ ମୁତାବକ ପାଖା ପାଖି ୧ ବର୍ଷ ହେବ ସେହି ମହିଳାଙ୍କୁ ଗୋଟିଏ ଘର ମଧ୍ୟରେ ବନ୍ଦ କରି ରଖୁଥିଲେ ସ୍ଵାମୀ ଓ ଶଶୁର । ସ୍ଵାମୀ, ଶଶୁର ମା-ନ-ସି-କ ଓ ଶା-ରୀ-ରି-କ ଯ-ନ୍ତ୍ର-ଣା ଦେଉଥିଲେ । ଯେତେବେଳେ ସେଠାକାର ଲୋକଙ୍କୁ ଏହା ବିଷୟରେ ଜଣା ପଡିଲା ସେତେବେଳେ ସେ ମିଡିଆକୁ ଫୋନ କରି ଡ଼ାକିଥିଲେ । ଏହା ପରେ ଆମ ମିଡିଆ ଭାଇ ଜଣକ ରାଉଲକେଲା ଏସ୍ପିଙ୍କୁ ଫୋନ କରି ଏହାର ସୂଚନା ଦେଇଥିଲେ ।
ଏହା ପରେ ସେମାନେ ଏକ ରେକସ୍ୟୁ ଟିମ ରେଡି କରି ସେହି ଅଞ୍ଚଳକୁ ଯାଇଥିଲେ ଓ ମହିଳା ଜଣକଙ୍କୁ ଉଧାର କରିଥିଲେ । ମହିଳା ଜଣକଙ୍କୁ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସେ ଯେଉଁ ଘରେ ରହୁଥିଲେ ସେହି ଘର ମଧ୍ୟରେ ଏକ ସାଧାରଣ ମଣିଷ ଅଧିକାଂଶ ସମଉୟ ରହିପାରିବ ନାହିଁ । ମହିଳା ଜଣକଙ୍କୁ ବର୍ତ୍ତମାନ ଉଧାର କରାଯାଇଛି । ନା ଠିକ ସେ କଥା କହି ପାରୁଛନ୍ତି ନା ଠିକ ସେ ଉଠି ପାରୁଛନ୍ତି ।
ବନ୍ଧୁଗଣ ସୂଚନା ଅନୁଯାଇ ମହିଳା ଜଣକ ସନ୍ତୋଷ ଲାହେରିଙ୍କ ସହ ପ୍ରେମ ବିବାହ କରିଥିଲେ ତାଙ୍କର ଦୁଇଟି ଶିଶୁ ମଧ୍ୟ ଅଛନ୍ତି । ହେଲେ ଦୁଇ ବର୍ଷ ତଳେ ସ୍ଵାମୀ ସନ୍ତୋଷ ଲେହେରି ଅନ୍ୟ ଏକ ମହିଳାଙ୍କ ସହ ଲଭ ଅଫେୟାର ରଖିଥିଲେ ଏହାକୁ ମହିଳା ଜଣକ ବିରୋଧ କରିଥିଲେ ।
ବିରୋଧ କରିବା କାରଣରୁ ସ୍ଵାମୀ ଓ ଶଶୁର ତାଙ୍କୁ ଶା-ରୀ-ରି-କ ମା-ନ-ସି-କ ଯ-ନ୍ତ୍ର-ଣା ଦେଉଥିଲେ । ସ୍ଵାମୀ ଓ ଶଶୁର ମହିଳାଙ୍କୁ ଜୀବନରୁ ମା-ରି-ଦେ-ବା ପାଇଁ ମଧ୍ୟ ଧମକ ଦେଇଥିଲେ । ହେଲେ ବର୍ତ୍ତମାନ ମହିଳା ଜଣକଙ୍କୁ ଉଧାର କରାଯାଇଛି । ଏହା ସହ ତାଙ୍କ ସ୍ଵାମୀ ଓ ଶଶୁରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।