ମହିଳାଙ୍କ ର କେଉଁ ଅଙ୍ଗ ରାତି ହେବା ମାତ୍ରେ ବଡ ହୋଇ ଯାଏ ?

ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଜେନେରାଲ ନଲେଜର କିଛି ମଜାଦାର ପ୍ରଶ୍ନ ଓ ତାହାର ଉତ୍ତର ଆପଣଙ୍କୁ କହିବୁ । ଏହି ପ୍ରଶ୍ନ ର ଉତ୍ତର ତ ବହୁତ ସହଜ ହୋଇଥାଏ କିନ୍ତୁ ଏହାର ଉତ୍ତର ଦେବା ବହୁତ କଷ୍ଟ । କାରଣ ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ଆପଣ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଦେଇ ନିଜ ବୁଦ୍ଧିକୁ ପରିକ୍ଷା କରି ପାରିବେ । ଏହାର ଉତ୍ତର ଦେଖିବା ପୂର୍ବରୁ ଯଦି ଆପଣଙ୍କୁ ଏହା ମଧ୍ୟରୁ କୌଣସିର ଉତ୍ତର ପୂର୍ବରୁ ଜଣା ଅଛି ତେବେ ଆପଣ ଆମକୁ କମେଣ୍ଟ କରି ଜଣାଇ ପାରିବେ । ତେବେ ଚାଲନ୍ତୁ ଜାଣିବା କିଛି ମଜାଳିଆ ପ୍ରଶ୍ନ ଓ ତାହାର ଉତ୍ତର ।

ପ୍ରଶ୍ନ : ତାହ କଣ ଅଟେ ଯିଏ କି ଗୋଟେ ମାସ ପରେ ଆସିଥାଏ ଏବଂ କେବଳ ୨୪ ଘଣ୍ଟା ଆପଣଙ୍କ ସହ ରହି ଚାଲି ଯାଇଥାଏ ?

ଉତ୍ତର : ତାରିଖ, କାରଣ କୌଣସି ବି ତାରିଖ ମାସକୁ ଥରେ ଆସେ ଓ ୨୪ ଘଣ୍ଟା ପରେ ଚାଲିଯାଏ ।

ପ୍ରଶ୍ନ: ଦୁଇଟି ଯାଁଳା ଛୁଆ ଆଦର୍ଶ ଓ ଅନୁପମ ମଇ ରେ ଜନ୍ମ ହୋଇଥିଲେ, କିନ୍ତୁ ତାଙ୍କର ଜନ୍ମଦିନ ଜୁନ ରେ ପାଳନ କରାଯାଏ। ଏହା କେମିତି ସମ୍ଭବ?

ଉତ୍ତର: କାହିଁକି ନା ମଇ, ଗୋଟେ ସ୍ଥାନ ର ନାଁ।

ପ୍ରଶ୍ନ : IAS ର ଇଣ୍ଟରଭିୟୁ ରେ ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି କୈଂଡିଡେଟ ପାଇଁ ଗୋଟେ କପ କଫି ମଗାଇଲେ, କଫି ର କପ କୈଂଡିଡେଟର ସମ୍ମୁଖରେ ରଖି ପଚାରିଲେ – what is before YOU ?

ଉତ୍ତର : କୈଂଡିଡେଟ TEA ରେ ନିଜର ଉତ୍ତର ଦେଲା । ଇଣ୍ଟରଭିୟୁ ରେ ପଚରାଯାଇଥିଲା ଯେ ‘U’ (alphabet) ପୂର୍ବରୁ କଣ ଆସେ ? ମାନେ U ପୂର୍ବରୁ T ଆସିଥାଏ ।

ପ୍ରଶ୍ନ- ମୋବାଇଲ ଦ୍ଵାରା ଡିଲୀଟ କରାଯାଇଥିବା ଫଟୋ କେଉଁଠିକୁ ଯାଇ ଥାଏ ?

ଉତ୍ତର- ମୋବାଇଲରୁ ଡିଲୀଟ କରାଯାଇଥିବା ଫଟୋ ଫାଇଲ ମ୍ୟାନେଜରର ଡାଟାରେ ସେଭ ହୋଇଥାଏ । ଯାହାକୁ ପୁଣି ଥରେ ପାଇବା ପାଇଁ ଆପଣଙ୍କୁ ଆପଣଙ୍କ ଫୋନରେ ରିକବରୀ ଏପ୍ପଲିକେଶନ ଡାଉନଲୋଡ କରିବାକୁ ହେବ । ଏହି ଏପ୍ପ ଆପଣଙ୍କ SD Cardରେ ସେଭ ଥିବା ଡିଲୀଟ ଫାଇଲ କିମ୍ବା ଫଟୋକୁ ପୁଣି ଥରେ ଗ୍ୟାଲେରୀରେ ସେଭ କରିଦେବ ।

ପ୍ରଶ୍ନ – ମନୁଷ୍ୟ ମସ୍ତିଷ୍କର ଓଜନ କେତେ ଅଟେ ?

ଉତ୍ତର – ୧୩୫୦ ଗ୍ରାମ

ପ୍ରଶ୍ନ – ଭାରତରେ ପ୍ରଥମେ ଆଇଏଏସ ପରୀକ୍ଷା କେବେ ହୋଇଥିଲା ?

ଉତ୍ତର – ୧୯୫୦ ମସିହାରେ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ବନ୍ଦ କରି ରଖିପାରିବା ନାହିଁ ?

ଉତ୍ତର – ନିଜର ଛାଇ

ପ୍ରଶ୍ନ- ଥଣ୍ଡା କିମ୍ବା ଗରମ ପାଣିରେ ଗାଧୋଇବା ଦ୍ଵାରା କଣ କ୍ଷତି ହୋଇଥାଏ ?

ଉତ୍ତର- ଶୀତ ଦିନରେ ଗରମ ପାଣି ଦ୍ଵାରା ଗାଧୋଇବା ଦ୍ଵାରା ଶରୀରକୁ ଗରମ ଲାଗିଥାଏ ଓ ଗରମ ଦିନରେ ଥଣ୍ଡା ପାଣି ଦ୍ଵାରା ଗାଧୋଇବା ଦାରା ସତେଜ ଅନୁଭବ ହୋଇଥାଏ । ବିନା କାରଣରେ ଗରମ ପାଣି ଦ୍ଵାରା ଗାଧୋଇବା ଉଚିତ ନୁହେଁ ଓ ଅଧିକ ପାଣି ଦ୍ଵାରା କେସକୁ କ୍ଷତି ହୋଇଥାଏ । ଯେତେବେଳେ କି ଥଣ୍ଡା ପାଣିରେ କ୍ଳାନ୍ତ, ଡିପ୍ରେସନ, ମୁଣ୍ଡ ବ୍ୟଥା ଦୂର ହୋଇଥାଏ ।

ପ୍ରଶ୍ନ- ମହିଳାଙ୍କ ର କେଉଁ ଅଙ୍ଗ ରାତି ହେବା ମାତ୍ରେ ବଡ ହୋଇ ଯାଏ ?

ଉତ୍ତର: ଆଖି ଡୋଳା

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *