ମହିଳାଙ୍କ ସାଂଘାତିକ ଅଭିଯୋଗ ‘ମୋ ସ୍ୱାମୀ ଦିନରେ ପୁଅ ରାତିରେ ଝିଅ…ମତେ ନ୍ୟାୟ ଦିଅ’ ପୁରା ଘଟଣା ଶୁଣିଲେ ମୁଣ୍ଡରେ ହାତ ଦେବେ

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ଵାମୀ ଜଣକ ସ୍ତ୍ରୀ ଙ୍କୁ ଠକି ଦେଇଥିବା କଥା ସାମ୍ନା କୁ ଆସିଅଛି । ସ୍ତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ଵାମୀ ହେଉଛନ୍ତି ଝିଅ । ତେବେ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆସନ୍ତୁ ଜାଣିନେବା । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ମିଛ ଇଞ୍ଜିନିୟରର ପରିଚୟ ଦେଇ ତାଙ୍କୁ ଠକିଦେଇଛି ତାଙ୍କ ସ୍ଵାମୀ । ସ୍ଵାମୀ ଜଣେ ସବଲିଙ୍ଗି ଏବଂ ଦେହଜୀବୀ ଜାଣିବା ପରେ ବର୍ତ୍ତମାନ ସ୍ଵର ଥାନାରେ ଅଭିଯୋଗ କରିଛନ୍ତି ପତ୍ନୀ ।

ଅନେକ ସୁନେଲି ସ୍ଵପ୍ନର ଆଶା ନେଇ ସ୍ଵାମୀର ହାତ ଧରିଥିଲା ସ୍ତ୍ରୀ, ଘର ସଂସାର କରି ନିଜ ଶେଷ ଜୀବନ ସ୍ଵାମୀ ସହିତ ବିତାଇବା ବୋଲି ସ୍ଵପ୍ନ ଦେଖିଥିଲା । ମାତ୍ର ସ୍ଵପ୍ନ ସବୁ ଅଧାରୁ ଭାଙ୍ଗି ଗଲା । ସେ ଯେତେବେଳେ ଜାଣିବାକୁ ପାଇଲେ ସ୍ଵାମୀ ଙ୍କର ଅସଲ ପରିଚୟ, ବିବାହ ସମୟରେ ପ୍ରସ୍ତାବରେ କୁହାଯାଇଥିଲା ଯେ ପୁଅ ସୁରଟରେ ଏକ ଉଚ୍ଚ ବେତନ ପାଉଥିବା ଇଞ୍ଜିନିୟର । ମାତ୍ର କିଛି ମାସ ପରେ ସ୍ତ୍ରୀ ଜାଣିବାକୁ ପାଇଲା ଯେ ତାର ସ୍ଵାମୀ ଗୋଟିଏ ସମଲିଙ୍ଗି ।

ସେ ସେ-କସ ରାକେଟ ସହିତ ସମ୍ପୃକ୍ତ ଅଛନ୍ତି । ଦିନରେ ପୁରୁଷ ମାତ୍ର ରାତିରେ ଯୁବତୀ । ଏହି ସମ୍ବନ୍ଧରେ ଜାଣିସାରିବା ପରେ ସ୍ତ୍ରୀ ଜଣଙ୍କର ହୋସ ଉଡିଗଲା । ଆଉ ଏହାପରେ ନିଜ ସ୍ଵାମୀ ଙ୍କୁ ପରିବର୍ତ୍ତନ ହେବା ନିମନ୍ତେ ବହୁତ ସମୟ ଦେଲେ ତଥା ସ୍ଵାମୀ ଙ୍କ ସହିତ ସୁରାଟରେ ଯାଇ ରହିଲେ କିନ୍ତୁ କିଛି ମଧ୍ୟ ଫରକ ପଡିଲା ନାହିଁ ସ୍ଵାମୀ ଉପରେ ।

ଏ ନେଇ ମହିଳା ଜଣଙ୍କ କହିଛନ୍ତି ଯେ ସେ ଚିଟିଙ୍ଗ କରି ବିବାହ କରିଥିଲେ ମାତ୍ର ଶାଶୁଘରେ ଶାଶୁ, ଶଶୁର ଏବଂ ନଣନ୍ଦ ସମସ୍ତେ ମିଶି ତାଙ୍କୁ ଟରଚର କରନ୍ତି । ଏହି କଥା ଜାଣି ସେ ସମୁଦାୟ ୩ ବର୍ଷ ତାଙ୍କୁ ସୁଯୋଗ ଦେଲେ ନିଜକୁ ବଦଳାଇବା ନିମନ୍ତେ କିନ୍ତୁ ବର୍ତ୍ତମାନ ଶେଷରେ ସେ ଆଇନର ଆଶ୍ରୟ ନେଇଛନ୍ତି । ମୋବାଇଲରେ ସ୍ଵାମୀ ଜଣକ ଭିଜୁଆଲ ରଖିବା ସହିତ ଫଟୋ ମଧ୍ୟ ପଠାନ୍ତି ଅନ୍ୟ ଲୋକ ମାନଙ୍କ ପାଖକୁ ବୋଲି ସ୍ତ୍ରୀ ଜଣଙ୍କ କହିଛନ୍ତି । ତେବେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ଵର ଅଞ୍ଚଳରେ ।

ବାଲେଶ୍ଵର ଜିଲ୍ଲା ଖଇର ଥାନା ଅଞ୍ଚଳରୁ ଜଣେ ଯୁବତୀ ଏହିଭଳି କିଛି ଅଭିଯୋଗ ଆଣିଛନ୍ତି ଆଉ ଯେତେବେଳେ ପରିବାରରେ ଅଭାବ ପଡିଲା ସ୍ତ୍ରୀ ସେତେବେଳେ ଏକ ପ୍ରାଇଭେଟ ଚାକିରି କରିଲେ ଏବଂ ଏହାକୁ ନେଇ ସ୍ଵାମୀ ଜଣଙ୍କ କହିଲା ଯେ ତୁ ସମୁଦାଯ କେତେ ଟଙ୍କା ପାଉଛୁ ଦେହ ବ୍ୟାପାର କରିଲେ ଅନେକ ଧନ ଉପାର୍ଜନ ହେବ ଏବଂ ଖୁସିରେ ରହିବେ । କିନ୍ତୁ ସ୍ତ୍ରୀ ଜଣକ ରାଜି ନ ହୋଇ କୌଶଳ କ୍ରମେ ସୁରାଟ ରୁ ଆସି ବର୍ତ୍ତମାନ ସ୍ଵର ଥାନାରେ ଅଭିଯୋଗ କରିଛନ୍ତି ତାଙ୍କୁ ନ୍ୟାୟ ଦରକାର । ତେବେ ବନ୍ଧୁଗଣ ଏହି ବିଶେଷ ବିବାରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *