ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।ଲୋକମାନେ ଏହି ସବୁ ଘଟଣା ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆମ ଦେଶରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ମହିଳା ମାନେ ଖରାପ କାମ ତଥା ଦେହ ବେପାର କରିଥାନ୍ତି ।
ଦେହ ବେପାର କରିବା ବେଳେ ଅନେକ ମହିଳା ଯୁବକ ମାନଙ୍କୁ ନିଜ ଜାଲରେ ଫସେଇ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥାନ୍ତି । ତେବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ହେଉଥିବା ଭିଡିଓରେ ଦୁଇଟି ମହିଳା ପ୍ରଥମେ ରାସ୍ତା ଉପରେ ଛିଡା ହୋଇଥିବାର ନଜର ଆସୁଛନ୍ତି । ଏହା ପରେ ମହିଳାଙ୍କ ପାଖକୁ ଜଣେ ଲୋକ ଆସୁଛି ଓ ତାଙ୍କ ସହ କଥା ବାର୍ତ୍ତା କରୁଛି ।
Addedhttps://www.youtube.com/watch?v=DvWO2SNkf2Ehttps://www.youtube.com/watch?v=DvWO2SNkf2Ehttps://www.youtube.com/watch?v=DvWO2SNkf2Ehttps://www.youtube.com/watch?v=DvWO2SNkfଲୋକଟି ପ୍ରଥମେ ଅତି ଖୁସିର ସହ ଦୁଇଟି ମହିଳାଙ୍କ ସହ କଥା ହେଉଛି ହେଲେ ସେ ଜାଣି ନଥିଲା ତା ସହ ମାତ୍ର କିଛି ସମୟ ମଧ୍ୟରେ କଣ ହେବାକୁ ଯାଉଛି । କିଛି ସମୟ କଥା ହେବା ପରେ ଦୁଇଜଣ ମହିଳା ଲୋକଟିକୁ କିଛି ଟଙ୍କା ମାଗୁଛନ୍ତି ଓ ଲୋକଟି ପ୍ରଥମେ ଟଙ୍କା ଦେବା ପାଇଁ ମନା କରୁଛି । ଏହା ପରେ ଦୁଇଜଣ ମହିଳା ତାକୁ ଜବରଦସ୍ତି ଟଙ୍କା ମାଗୁଛନ୍ତି ଯାହାଫଳରେ ଲୋକଟି ଟଙ୍କା ଦେବାକୁ ବାଧ୍ୟ ହୋଇଯାଉଛି ।

ଲୋକଟି ଟଙ୍କା ନିଜ ପକେଟରୁ କାଢୁ ଥିବା ସମୟରେ ଅନ୍ୟ ଜଣ ମହିଳା ଲୋକ ପଛକୁ ଯାଇ ତାକୁ କିଛି ନିଶା ଦ୍ରବ୍ୟ ଶୁଙ୍ଗାଇ ଦେଉଛି ଯାହାଫଳରେ ଲୋକଟି ବେହୋସ ହୋଇଯାଉଛି । ଏହା ପରେ ଦୁଇ ମହିଳା ଲୋକ ପାଖରେ ଥିବା ସମସ୍ତ ଟଙ୍କା ପଇସାକୁ ନେଇ ସେହି ସ୍ଥାନରୁ ଚମ୍ପଟ ମାରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

