ମହମ୍ମଦ ଶମୀଙ୍କ ପତ୍ନୀ ହସିନ ଜହାଁଙ୍କର ନୂଆ ଭିଡିଓ ଭାଇରାଲ, ଭିଡିଓରେ ନଜର ଆସିଲା ଏମିତି ଅନ୍ଦାଜ କି ଆପଣ ମଧ୍ୟ ଦିବାନା ହେଇଯିବେ, ଦେଖନ୍ତୁ ଭିଡିଓ

ଭାରତୀୟ କ୍ରିକେଟର ମହମ୍ମଦ ଶମୀଙ୍କ ପତ୍ନୀ ହସିନ ଜହାଁ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରୁହନ୍ତି । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ଭିଡିଓରେ ସେ ଏକ ଫିଲ୍ମି ଗୀତରେ ନାଚୁଥିବାର ନଜର ଆସୁଛନ୍ତି । ଏହା ସହିତ ସେ ପୂର୍ବ ରାଷ୍ଟ୍ରପତି ଡକ୍ଟର APJ ଅବଦୁଲକାଲାମଙ୍କର ଏକ ପଂକ୍ତି ବି ଶେୟାର କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ହସିନ ଜହାଁ ଙ୍କ ଭିଡିଓକୁ ଲୋକମାନେ କରିଲେ ପସନ୍ଦ


ହସିନ ଜହାଁ ତାଙ୍କର ସେହି ଭିଡିଓକୁ ଇଂଷ୍ଟାଗ୍ରାମରେ ସେୟାର କରିଥିଲେ । ଭିଡିଓ ସେୟାର କରିବା ସହିତ ସେ କ୍ୟାପ୍ସନରେ ଲେଖିଥିଲେ- ‘ବିଫଳତାକୁ ଦୂର କରିବା ପାଇଁ ବିଶ୍ଵାସ ଓ କଷ୍ଟ ହେଉଛି ମଣିଷର ସବୁଠାରୁ ବଡ ଅସ୍ତ୍ର, ଏହା ଆପଣଙ୍କୁ ଏକ ସଫଳ ମଣିଷ ବନେଇବ ।’

ହସିନ ଜହାଁ ଯେଉଁ ଗୀତକୁ ତାଙ୍କ ଭିଡିଓରେ ନେଇଥିଲେ, ସେହି ଗୀତଟି ହେଉଛି ସୋଲ୍ଜର ଫିଲ୍ମର । ସେହି ଫିଲ୍ମରେ ବବି ଦେଓଲ ଓ ପ୍ରୀତି ଜିନ୍ଟା କାମ କରିଥିଲେ । ସୋଲ୍ଜର ଫିଲ୍ମର ଗୀତରେ ସେ ସୋସିଆଲ ମିଡିଆରେ ଏକ ଅଲଗା ଅନ୍ଦାଜରେ ଭିଡିଓ କରି ସେୟାର କରିଛନ୍ତି । ଲୋକମାନେ ମଧ୍ୟ ତାଙ୍କର ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି ।

“ଚେଷ୍ଟା କେବେ ବି ବିଫଳ ହୁଏନାହିଁ”

ଭିଡିଓ ସେୟାର କରିବା ପୂର୍ବରୁ ହସିନ ଯହାଁ ଏକ ଫଟୋକୁ ସେୟାର କରିଥିଲେ ଓ ସେହି ଫଟୋ ସେୟାର କରି ଲେଖିଥିଲେ, “End is not tha end, if fact E.N.D. means Effort Never Dies” । ଏହାର ଅର୍ଥ ହେଉଛି, “ଅନ୍ତ ର ଅର୍ଥ ଅନ୍ତ ହୋଇନଥାଏ” । E.N.D.ର ମାନେ ହେଉଛି ଏଫର୍ଟ ନେଭର ଡାଏ- ଅର୍ଥାତ ପ୍ରୟାସ କେବେ ବେକାର ଯାଏ ନାହିଁ ।

ଲୋକମାନେ ତାଙ୍କର ଏହି ସବୁ କଥାକୁ ବହୁତ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ହସିନ ଜହାଁଙ୍କର ବହୁତ ଫ୍ୟାନ୍ସ ଅଛନ୍ତି, ଏହା ସହିତ ସୋସିଆଲ ମିଡିଆରେ ହସିନ ଜହାଁଙ୍କ ଭିଡିଓ ଓ ଫଟୋକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି ।

ହସିନ ଜହାଁଙ୍କ ଭିଡିଓ ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *