ଏହା ଅଟେ ଫିଲ୍ମ ଜଗତର ୬ ଟି ସବୁଠୁ ମହଙ୍ଗା ଡିଭୋର୍ସ, ନମ୍ବର ୪ ର ଟଙ୍କା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଗତ କିଛି ମାସ ହେବ କରୋନା ଭାଇରସ ପାଇଁ ହେଇଥିବା ଲକଡାଉନରେ ସେଲିବ୍ରେଟି ମାନଙ୍କର ବହୁତ କଥା, କାହାଣୀ ଓ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୋଇଛି । ସେଥିରୁ ବଲିଉଡରେ ହୋଇଥିବା କେତେକ ସେଲିବ୍ରିଟି ମାନଙ୍କ ଡିଭୋର୍ସ ବିଷୟରେ ମଧ୍ୟ ଭାଇରାଲ ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ ବଲିଉଡ କପଲ ମାନଙ୍କର ହୋଇଥିଲା ମହଙ୍ଗା ଡିଭୋର୍ସ ।

ସେଫ ଅଲି ଖାନ- ଅମୃତା ସିଂହ

ସେଫ ଓ ଅମୃତାଙ୍କ ସମ୍ପର୍କ ୧୩ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଡିଭୋର୍ସ ପରେ ଏକ ଇଣ୍ଟରଭ୍ୟୁରେ ସେଫ କହିଥିଲେ ଯେ, ଡିଭୋର୍ସ ପାଇଁ ୫ କୋଟି ଟଙ୍କା ଦେବାର ନିଷ୍ପତ୍ତି ହୋଇଥିଲା । ସେଥିରୁ ୨.୫ କୋଟି ଟଙ୍କା ସେଫ ଦେଇସାରିଛନ୍ତି । ସେଫ କହିଥିଲେ ଯେ, ଇବ୍ରାହିମ ଓ ସାରାଙ୍କ ପାଇଁ ସେଫ ପ୍ରତି ମାସରେ ୧ ଲକ୍ଷ ଟଙ୍କା ଦିଅନ୍ତି ।

ମଲାଇକା ଅରୋରା- ଅରବାଜ ଖାନ


ଏହି ଦୁଇଟି କପଲ ବଲିଉଡରେ ବହୁତ ଜଣା ଶୁଣା ହୋଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରେ ହୋଇଥିବା ଡିଭୋର୍ସ ବହୁତ ମହଙ୍ଗା ପଡିଥିଲା । ଡିଭୋର୍ସ ଦ୍ଵାରା ମଲାଇକା ୧୦ କୋଟି ଟଙ୍କା ଦାବି କରିଥିଲେ, ହେଲେ ଅରବାଜ ଖାନ ୧୦ କୋଟି ଜାଗାରେ ତାଙ୍କୁ ୧୫ କୋଟି ଟଙ୍କା ଦେଇଥିଲେ ।

କରିଶ୍ମା କପୁର- ସଞ୍ଜୟ କପୁର

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିଶ୍ମା କପୁର ସଞ୍ଜୟ କପୁରଙ୍କ ସହ ବିବାହ କରି ୧୧ ବର୍ଷ ସମ୍ପର୍କରେ ରହିଥିଲେ, ଏହା ପରେ ୨୦୧୬ରେ ସେ ସଞ୍ଜୟଙ୍କ ଠାରୁ ଡିଭୋର୍ସ ନେଇଥିଲେ । ଡିଭୋର୍ସ ଦ୍ଵାରା ଦୁଇଜଣଙ୍କ ମଧ୍ୟରେ ୧୪ କୋଟି ଟଙ୍କାର ଆଗ୍ରିମେଣ୍ଟ ସାଇନ ହୋଇଥିଲା । ଯାହାଫଳରେ ସଞ୍ଜୟ କପୁର ପ୍ରତିମାସରେ କରିଶ୍ମାଙ୍କୁ ୧୦ ଲକ୍ଷ ଟଙ୍କା ଦେଉଛନ୍ତି ।

ଶୁଜେନ- ହ୍ରୀତିକ


ହ୍ରୀତିକ ଓ ଶୁଜେନଙ୍କ ମଧ୍ୟରେ ହୋଇଥିବା ଡିଭୋର୍ସ ବଲିଉଡର ସବୁଠାରୁ ମହଙ୍ଗା ଡିଭୋର୍ସ ମଧ୍ୟରୁ ଗୋଟିଏ । ୨୦୦୦ ମସିହାରେ ଏହି ଦୁଇଜଣଙ୍କ ବିବାହ ହୋଇଥିଲା ହେଲେ ୧୩ ବର୍ଷ ପରେ ପରସ୍ପର ଝଗଡା ପାଇଁ ଏମାନଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଖବର ଅନୁସାରେ ଜଣା ପଡିଛି ଶୁଜେନ ହ୍ରୀତିକଙ୍କୁ ୪୦୦ କୋଟି ଟଙ୍କା ଦାବି କରିଥିଲେ, ହେଲେ ହ୍ରୀତିକ ତାଙ୍କୁ ୩୮୦ କୋଟି ଟଙ୍କା ଦେଇସାରିଛନ୍ତି ।

ଆଦିତ୍ୟ ଚୋପଡା- ପାୟଲ ଖନ୍ନା


ଲୋକପ୍ରିୟ ଫିଲ୍ମ ପ୍ରଡ୍ୟୁସର ଆଦିତ୍ୟ ଚୋପଡାଙ୍କ ବିବାହ ୨୦୦୧ ମସିହାରେ ପାୟଲ ଖନ୍ନାଙ୍କ ସହ ହୋଇଥିଲା । ହେଲେ ସେମାନଙ୍କ ସମ୍ପର୍କ ୨୦୦୯ରେ ଭାଙ୍ଗିଯାଇଥିଲା । ଡିଭୋର୍ସ ଦ୍ଵାରା ଆଦିତ୍ୟଙ୍କୁ ୫୦ କୋଟି ଟଙ୍କା ପାୟଲଙ୍କୁ ଦେବାକୁ ପଡିଥିଲା ।

ସଞ୍ଜୟ ଦତ୍ତ- ରିୟା ପିଲ୍ଲଈ


ସଞ୍ଜୟଙ୍କ ଦ୍ଵିତୀୟ ବିବାହ ୧୯୯୮ ମସିହାରେ ରିୟା ପିଲ୍ଲଈଙ୍କ ସହ ହୋଇଥିଲା । ଏହାପରେ ୨୦୦୫ ମସିହାରେ ଏହି ଦୁଇଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଖବର ଅନୁସାରେ ଜଣା ପଡିଛି ଯେ, ସଞ୍ଜୟ ରିୟାଙ୍କୁ ୪ କୋଟି ଟଙ୍କା, ଏକ ମହଙ୍ଗା କାର ଓ ଏକ ଲକ୍ଜରି ଆପାର୍ଟମେଣ୍ଟ ଦେଇଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *