ଭାରତୀୟ କ୍ରିକେଟର ମହମ୍ମଦ ଶମୀଙ୍କ ପତ୍ନୀ ହସିନ ଜହାଁ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରୁହନ୍ତି । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ଭିଡିଓରେ ସେ ଏକ ଫିଲ୍ମି ଗୀତରେ ନାଚୁଥିବାର ନଜର ଆସୁଛନ୍ତି । ଏହା ସହିତ ସେ ପୂର୍ବ ରାଷ୍ଟ୍ରପତି ଡକ୍ଟର APJ ଅବଦୁଲକାଲାମଙ୍କର ଏକ ପଂକ୍ତି ବି ଶେୟାର କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ହସିନ ଜହାଁ ଙ୍କ ଭିଡିଓକୁ ଲୋକମାନେ କରିଲେ ପସନ୍ଦ
ହସିନ ଜହାଁ ତାଙ୍କର ସେହି ଭିଡିଓକୁ ଇଂଷ୍ଟାଗ୍ରାମରେ ସେୟାର କରିଥିଲେ । ଭିଡିଓ ସେୟାର କରିବା ସହିତ ସେ କ୍ୟାପ୍ସନରେ ଲେଖିଥିଲେ- ‘ବିଫଳତାକୁ ଦୂର କରିବା ପାଇଁ ବିଶ୍ଵାସ ଓ କଷ୍ଟ ହେଉଛି ମଣିଷର ସବୁଠାରୁ ବଡ ଅସ୍ତ୍ର, ଏହା ଆପଣଙ୍କୁ ଏକ ସଫଳ ମଣିଷ ବନେଇବ ।’
ହସିନ ଜହାଁ ଯେଉଁ ଗୀତକୁ ତାଙ୍କ ଭିଡିଓରେ ନେଇଥିଲେ, ସେହି ଗୀତଟି ହେଉଛି ସୋଲ୍ଜର ଫିଲ୍ମର । ସେହି ଫିଲ୍ମରେ ବବି ଦେଓଲ ଓ ପ୍ରୀତି ଜିନ୍ଟା କାମ କରିଥିଲେ । ସୋଲ୍ଜର ଫିଲ୍ମର ଗୀତରେ ସେ ସୋସିଆଲ ମିଡିଆରେ ଏକ ଅଲଗା ଅନ୍ଦାଜରେ ଭିଡିଓ କରି ସେୟାର କରିଛନ୍ତି । ଲୋକମାନେ ମଧ୍ୟ ତାଙ୍କର ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି ।
“ଚେଷ୍ଟା କେବେ ବି ବିଫଳ ହୁଏନାହିଁ”
ଭିଡିଓ ସେୟାର କରିବା ପୂର୍ବରୁ ହସିନ ଯହାଁ ଏକ ଫଟୋକୁ ସେୟାର କରିଥିଲେ ଓ ସେହି ଫଟୋ ସେୟାର କରି ଲେଖିଥିଲେ, “End is not tha end, if fact E.N.D. means Effort Never Dies” । ଏହାର ଅର୍ଥ ହେଉଛି, “ଅନ୍ତ ର ଅର୍ଥ ଅନ୍ତ ହୋଇନଥାଏ” । E.N.D.ର ମାନେ ହେଉଛି ଏଫର୍ଟ ନେଭର ଡାଏ- ଅର୍ଥାତ ପ୍ରୟାସ କେବେ ବେକାର ଯାଏ ନାହିଁ ।
ଲୋକମାନେ ତାଙ୍କର ଏହି ସବୁ କଥାକୁ ବହୁତ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ହସିନ ଜହାଁଙ୍କର ବହୁତ ଫ୍ୟାନ୍ସ ଅଛନ୍ତି, ଏହା ସହିତ ସୋସିଆଲ ମିଡିଆରେ ହସିନ ଜହାଁଙ୍କ ଭିଡିଓ ଓ ଫଟୋକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି ।
ହସିନ ଜହାଁଙ୍କ ଭିଡିଓ ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।