ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।
ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଏହି ସବୁ ପ୍ରଶ୍ନ ର ଉତ୍ତର ଅନେକ ସମୟରେ ଅନେକ ଲୋକ ଜାଣି ମଧ୍ୟ ଉତ୍ତର ଦେଇ ପାରନ୍ତି ନାହିଁ । ଏହାକୁ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜାଣି ପାରିଲେ ନିଶ୍ଚୟ ଉପକୃତ ହେବେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।
1- ସୂର୍ଯ୍ୟ ଙ୍କ ସହିତ କର୍ଣ୍ଣଙ୍କର କି ସମ୍ପର୍କ ଥିଲା ?
ଉତ୍ତର- ପିତା ପୁତ୍ର ।
2- କର୍ଣ୍ଣ ଙ୍କୁ କବଜ କୁଣ୍ଡଳ କାହା କୃପାରୁ ମିଳିଥିଲା ?
ଉତ୍ତର- ସୂର୍ଯ୍ୟ ଦେବତା ।
3- କବଜ କୁଣ୍ଡଳ କେଉଁଥି ରୁ ଉତପନ ହୋଇଥିଲା ?
ଉତ୍ତର- ଅମୃତ ରୁ ।
4- କର୍ଣ୍ଣ ଙ୍କ ନିକଟକୁ କବଜ କୁଣ୍ଡଳ ଦାନ ସୂତ୍ର ରେ ମାଗିବାକୁ ବ୍ରାହ୍ମଣ ବେଶରେ କିଏ ପହଞ୍ଚି ଥିଲେ ?
ଉତ୍ତର- ଇନ୍ଦ୍ର ।
5- ଇନ୍ଦ୍ର କବଜ କୁଣ୍ଡଳ ମାଗି ନେବେ ବୋଲି କର୍ଣ୍ଣ ଙ୍କୁ ଆଗରୁ କିଏ ସୂଚନା ଦେଇଥିଲେ ?
ଉତ୍ତର- ସୂର୍ଯ୍ୟ ଦେବ ।
6- ଧୃତରାଷ୍ଟ୍ର ଙ୍କ ପୁତ୍ରୀ କିଏ ଥିଲେ ?
ଉତ୍ତର- ଦୁଃଶିଳା ।
7- ଦୁଃଶିଳା ଙ୍କ ସ୍ଵାମୀ କିଏ ଥିଲେ ?
ଉତ୍ତର- ଜୟଦ୍ରଥ ।
8- ଯୁଧିଷ୍ଠିର ଙ୍କ ଶଙ୍ଖ ର ନାମ କଣ ?
ଉତ୍ତର- ଅନନ୍ତ ବିଜୟ ।
9- ଭୀଷ୍ମ ଙ୍କ ଗୁରୁ କିଏ ?
ଉତ୍ତର- ବଶିଷ୍ଠ ।
10- ଭୀଷ୍ମ ଙ୍କୁ ଇଚ୍ଛା ମୃତ୍ୟୁର ବର କିଏ ଦେଇଥିଲେ ?
ଉତ୍ତର- ଶାନ୍ତୁନୁ ।
11- ଅର୍ଜୁନ ଙ୍କୁ ପାଶୁପତ ଅସ୍ତ୍ର କିଏ ପ୍ରଦାନ କରିଥିଲେ ?
ଉତ୍ତର- ଶିବ ।
12- ଭୀଷ୍ମ ଙ୍କ ମୃତ୍ୟୁ ର କାରଣ କିଏ ?
ଉତ୍ତର- ଶ୍ରୀଖଣ୍ଡୀ ।
13- ଶକୁନି କୁ କିଏ ମାରିଥିଲେ ?
ଉତ୍ତର- ସହଦେବ ।
14- ଶିବ ଧନୁ କିଏ ନିର୍ମାଣ କରିଥିଲେ ?
ଉତ୍ତର- ବିଶ୍ଵକର୍ମା ।
15- ଅର୍ଜୁନ ଙ୍କ ଶଙ୍ଖ ର ନାମ କଣ ?
ଉତ୍ତର- ଦେବଦତ୍ତ ।
16- ଭୀମଙ୍କର ଶଙ୍ଖ ର ନାମ କଣ ?
ଉତ୍ତର- ପାଣ୍ଡୁକ ।
17- ଧୃତରାଷ୍ଟ୍ର ଙ୍କ ମାତାଙ୍କ ନାମ କଣ ?
ଉତ୍ତର- ଅମ୍ବିକା ।
18- ଶ୍ରୀକୃଷ୍ଣ ଙ୍କ ବଂଶୀର ନାମ କଣ ?
ଉତ୍ତର- ମୋହନ ବଂଶୀ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ ।