ସାମ୍ନା କୁ ଆସିଲା ଘରୋଇ କୋଭିଡ ହସ୍ପିଟଲର କଳା କାରନାମା, ମାଗଣା କହି ତାଡି ନେଲେ ଆଖି ଆଉ କିଡନୀ, ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ତଥା ଅନ୍ୟାନ୍ୟ ଦେଶ ଗୁଡିକ ରେ କରୋନା ଭୁତାଣୁ ତା-ଣ୍ଡ-ବ ରଚି ଥିବା ବେଳେ ଓଡିଶା ର ଏକ ଘରୋଇ ହସ୍ପିଟାଲ ରେ ଏକ ଆଶ୍ଚର୍ଯ୍ୟକର ଘ-ଟ-ଣା ଦେଖିବାକୁ ମିଳିଛି ।

ଓଡ଼ିଶାର ଏକ ଘରୋଇ କୋଭିଡ ହସ୍ପିଟାଲ ନାମ ରେ ଏକ ସାଂ-ଘା-ତି-କ ଅ-ଭି-ଯୋ-ଗ ଆସିଛି । ମାଗଣା ଚିକିତ୍ସା କହି ରୋଗୀ ର ଆଖି ଓ କିଡ୍ନୀ କା-ଢି ନେଇଛନ୍ତି ବୋଲି ରୋଗୀ ଙ୍କ ସମ୍ପର୍କୀୟ ଅ-ଭି-ଯୋ-ଗ କରିଛନ୍ତି । ଏହା ସହିତ ରୋଗୀ ଜଣଙ୍କ କୋଭିଡ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କ ମୃ-ତ ଦେହ ବାହାରୁ ମିଳିଥିଲା ।

ରୋଗୀ ଙ୍କ ସମ୍ପର୍କୀୟ କହିଛନ୍ତି ମାଗଣା ଚିକିତ୍ସା ନାମରେ ରୋଗୀ କୁ ଏଠାରେ ଭର୍ତ୍ତି କରିଥିଲେ କିନ୍ତୁ ତାଙ୍କୁ କୋଭିଡ ହସ୍ପିଟାଲ ବଦଳ ରେ ବାହାରେ ରଖିଥିଲେ ଓ ଶେଷରେ ତାଙ୍କର କିଡ୍ନୀ ଓ ଆଖି ତା-ଡି ନେଇ ଯାଇଥିଲେ । ଡାକ୍ତର ମାନେ ରୋଗୀ ଙ୍କ ସମ୍ପର୍କୀୟ ଙ୍କୁ ୨୩ ତାରିଖ ଦିନ କହିଥିଲେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛି । କିନ୍ତୁ ସାର୍ଟିଫିକେଟ ରେ ୨୨ ତାରିଖ ଦିନ ରୋଗୀ ର ମୃ-ତ୍ୟୁ ହୋଇଥିବା ସୂଚନା ଦିଆ ଯାଇଛି ।

ଏ ସମ୍ପର୍କରେ ସେମାନେ ନିକଟସ୍ଥ ଥା-ନା ରେ ଅ-ଭି-ଯୋ-ଗ ମଧ୍ୟ କରିଛନ୍ତି କିନ୍ତୁ ପୁ-ଲି-ସ ଏ ପର୍ଯ୍ୟନ୍ତ ଏହି ସମ୍ପର୍କରେ କୌଣସି ପ-ଦ-କ୍ଷେ-ପ ନେଇ ନାହିଁ । ଗତ ଏପ୍ରିଲ ମାସ ୧୯ ତାରିଖ ରେ ପୁରୀ ର ଏମ.ତ୍ରିନାଥ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହା ପରେ ତାଙ୍କ ପରିବାର ଲୋକ ମାନେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ।

କୋଭିଡ ହସ୍ପିଟାଲ ରୁ ମ-ଶା-ଣି ପର୍ଯ୍ୟନ୍ତ ସବୁଠାରେ ଖୋଜିଲେ ମଧ୍ୟ ବାପା ଙ୍କ ସନ୍ଧାନ ପାଇ ନ ଥିଲେ ପୁଅ । କିଛି ଦିନ ପରେ ଏକ ସମ୍ବାଦ ପତ୍ର ରେ ଦେଖିବାକୁ ମିଳିଥିଲା ଯେ ଡୁମଡୁମା ଠାରେ ତାଙ୍କ ବାପା ଙ୍କ ମୃ-ତ ଦେହ ପଡିଛି ।

ଏହାକୁ ଦେଖିବା ପରେ ତାଙ୍କ ପରିବାର ଲୋକେ ଥା-ନା କୁ ଯାଇଥିଲେ । ମେ ୧୯ ତାରିଖ ଦିନ ଏମ.ତ୍ରିନାଥ ଙ୍କ ର ମୃ-ତ୍ୟୁ ହେବା କଥା ଜାଣି ତାଙ୍କ ପରିବାର ଲୋକେ ଭୁବନେଶ୍ୱର କୋଭିଡ ହସ୍ପିଟାଲ କୁ ଶ-ବ ଆଣିବା ପାଇଁ ଯାଇଥିଲେ କିନ୍ତୁ ସେଠାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଶ-ବ ମିଳିବ ବୋଲି କହିଥିଲେ ।

ସେଠାକୁ ଯିବା ପରେ ଜଣାପଡିଥିଲା ଯେ କ୍ୟାପିଟାଲ ହସ୍ପିଟାଲ କିମ୍ବା ବି.ଏମ.ସି ପାଖରେ ଏମ.ତ୍ରିନାଥ ନାମକ କୌଣସି ବ୍ୟକ୍ତି ଙ୍କ ନାମ ନାହିଁ । ଏହା ପରେ ତାଙ୍କ ପରିବାର ଲୋକେ ଭରତ ପୁର ଥା-ନା ରେ ବକ ଲିଖିତ ଅ-ଭି-ଯୋ-ଗ ଦେଇଥିଲେ । କିନ୍ତୁ ବର୍ତ୍ତମାନ ଦେଢ଼ ମାସ ପୁରିଗଲାଣି କିନ୍ତୁ କୌଣସି ପ-ଦ-କ୍ଷେ-ପ ନିଆଯାଇନାହିଁ । ତେବେ ଏଥିରେ ଆପଣ ମାନଙ୍କ ମତ କଣ ? ସେହି ହସ୍ପିଟଲ ବିରୁଦ୍ଧରେ କାର୍ଯାନୁଷ୍ଠାନ ନେବା ଉଚିତ କି ନୁହେଁ । ଫ୍ରେଣ୍ଡ୍ସ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ଶେୟାର କରନ୍ତୁ ଯେପରି ଏହି ପରିବାର କୁ ନ୍ୟାୟ ମିଳି ପାରିବ । ଯେମିତି ଭବିଷ୍ୟତରେ ଆଉ କାହା ସହିତ ଏମିତି କରିବା ପୂର୍ବରୁ ଶହେ ଥର ଭାବିବେ ।

Leave a Reply

Your email address will not be published. Required fields are marked *