ଶୁଣନ୍ତୁ ମୃତ୍ୟୁ ପୂର୍ବରୁ Tapu Mishra ଙ୍କ ବଛା ବଛା ହିଟ ଗୀତ, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ଖୁବ ଭାଇରାଲ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଦେଶର ଅବସ୍ଥା ବହୁତ ଶୋଚନୀୟ ହୋଇଛି । ଦେଶରେ କରୋନା ମହାମାରୀର କୋପ ଦିନକୁ ଦିନ ବଢିବାରେ ଲାଗିଛି । ଗତବର୍ଷ ପରି ଏହି ବର୍ଷ ମଧ୍ୟ ଦେଶର କିଛି ବିଶିଷ୍ଟ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ପୁଣି ଏକ ଦୁଃଖର ଖବର ନେଇ ଆସିଛୁ । କରୋନା ମହାମାରୀରେ ଆକ୍ରାନ୍ତ ହୋଇ ପୁଣି ଏକ ଓଡିଆ କଳାକାର ନିଜ ପ୍ରାଣ ହରାଇ ଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ବିଶିଷ୍ଟ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ଜଣକଙ୍କ ବିଷୟରେ ।

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ପୁଣି ଏକ ବଡ ଦୁଃଖର ଖବର ଆସିଛି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣି ଥରେ ଶୋକର ଛାୟା ଖେଳିଯାଇଛି । ବନ୍ଧୁଗଣ ଗତକାଲି ଓଡିଆ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟିକା ତପୁ ମିଶ୍ରଙ୍କ ନିଧନ ହୋଇଛି । ଗତ କିଛି ଦିନ ହେବ ସେ ଓ ତାଙ୍କ ପରିବାର କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିଲେ । କରୋନାରେ ପ୍ରଥମେ ତାଙ୍କ ବାପା ପ୍ରାଣ ହରାଇଥିଲେ ଓ ଏହାପରେ ତପୁଙ୍କ ଅବସ୍ଥା ଗୁରୁତ୍ଵର ହୋଇଯାଇଥିଲା ।

 

ବନ୍ଧୁଗଣ ତପୁଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯିବାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । କିଛି ଦିନ ଚିକିତ୍ସା ହେବା ପରେ ତାଙ୍କ ଶରୀର ସୁଧୁରି ଆସୁଥିଲା ହେଲେ ବନ୍ଧୁଗଣ ଗତ ଦୁଇ ଦିନ ପୂର୍ବରୁ ତାଙ୍କ ଅବସ୍ତା ପୂର୍ବ ପରି ପୁଣି ଗୁରୁତ୍ଵର ହୋଇଗଲା ଓ ତାଙ୍କ ଶରୀରରେ ଆକ୍ସିଜେନ ସ୍ତର କମିଯାଇଥିଲା । ହସ୍ପିଟାଲ କର୍ତ୍ତୁରପକ୍ଷ ମାନେ ତପୁଙ୍କୁ ଏକମୋ ଚିକିତ୍ସାର ଆବଶ୍ୟକତା ଅଛି ବୋଲି କହିଥିଲେ ।

ହେଲେ ବନ୍ଧୁଗଣ ଏହି ଚିକିତ୍ସା ପାଇଁ ମଧ୍ୟ କିଛିଟା ଫର୍ମାଲିଟି ଭରିବାକୁ ପଡିଥାଏ । କାରଣ ଏହି ଚିକିତ୍ସା ପାଇଁ ଅନ୍ୟ କୌଣସି ରାଜ୍ୟକୁ ଯିବାକୁ ହେବ । ତପୁଙ୍କ ଅବସ୍ତା ଅଧିକ ଗୁରୁତ୍ଵର ହୋଇଯିବାରୁ ସେ ଗତ କାଲୀ ରାତ୍ରି ୧୦ ଟାରୁ ୧୧ ମଧ୍ୟରେ ପ୍ରାଣ ହରାଇଥିଲେ ।

ଏହି ଖବର ସମସ୍ତଙ୍କ ଆଖିରେ ଲୁହ ଭରିଦେଇଥିଲା । କାରଣ ତପୁ ଥିଲେ ଓଡିଶାର ଏକ ପ୍ରସିଦ୍ଧ ଗାଟିକା ସେ ଅନେକ ଭଜନ ଓ ଫିଲ୍ମ ପାଇଁ ଗୀତ ଗାଇଛନ୍ତି । ସେ ନିଜ ସ୍ଵର ଓ କଣ୍ଠ ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ହେଲେ ଗତକାଲି ତାଙ୍କ ଦେହାନ୍ତ ହେବା ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣି ଥରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *