Madhuri ଙ୍କ ଠାରୁ ବି ଅଧିକ ସୁନ୍ଦର ନଜର ଆସନ୍ତି Madhuri ଙ୍କ ଭଉଣୀ, ଦେଖିଲେ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ଆପଣ ମାନେ ସମସ୍ତେ ବହୁତର ବିଭିନ୍ନ ଫିଲ୍ମ ଓ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଗୋଟେ ପରେ ଗୋଟେ ସୁପରହିଟ ଫିଲ୍ମ କରି ବଲିଉଡରେ ସଫଳତା ପାଇଛନ୍ତି ଓ ଏମିତି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡରେ ସଫଳତା ହାସିଲ କରିପାରି ନାହାନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ମାଧୁରୀଙ୍କର ବହୁତ ସୁପରହିଟ ଫିଲ୍ମ ଦେଖିଥିବେ । ମାଧୁରୀ ବଲିଉଡରେ ବହୁତ କମ ସମୟ ମଧ୍ୟରେ ପ୍ରସିଦ୍ଧି ହାସଲ କରିଛନ୍ତି । ଦର୍ଶକ ମାନେ ମାଧୁରୀଙ୍କ ସୁନ୍ଦରତା ଓ ଡ୍ୟାନ୍ସକୁ ବହୁତ ଅଧିକ ପସନ୍ଦ କରନ୍ତି । ମାଧୁରୀ ୩ ବର୍ଷ ବୟସରେ କଥକ ଡ୍ୟାନ୍ସ ଶିଖିଥିଲେ । ସେ ଏକ ପ୍ରସିଦ୍ଧ ଅଭିନେତ୍ରୀ ହେବା ସହ ଏକ ବହୁତ ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି । ବର୍ତ୍ତମାନ ସେ ବଲିଉଡରେ ବହୁତ କମ ଫିଲ୍ମରେ ନଜର ଆସୁଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମାଧୁରୀଙ୍କର ଦୁଇଟି ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଦୁଇ ଭଉଣୀଙ୍କ ବ୍ୟତୀତ ମାଧୁରୀଙ୍କର ଏକ ଭାଇ ମଧ୍ୟ ଅଛନ୍ତି । ମାଧୁରୀ ହେଉଛନ୍ତି ସବୁଠାରୁ ସାନ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ମାଧୁରୀଙ୍କ ପରିବାର ବିଷୟରେ ।

ବନ୍ଧୁଗଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀଙ୍କ ପିତାଙ୍କ ନାମ ହେଉଛି ଶଙ୍କର ଦୀକ୍ଷିତ ଓ ମାତାଙ୍କ ନାମ ହେଉଛି ସ୍ନେହଲତା ଦୀକ୍ଷିତ, ଶଙ୍କର ଦୀକ୍ଷିତ ଥିଲେ ଜଣେ ଇଞ୍ଜିନିୟର ଓ ତାଙ୍କର ଏକ ଫ୍ୟାକ୍ଟରୀ ଥିଲା । ସେପ୍ଟେମ୍ବର ୨୦୧୩ରେ ୯୧ ବର୍ଷ ବୟସରେ ଶଙ୍କରଙ୍କର ନିଧନ ହୋଇଥିଲା । ମାଧୁରୀଙ୍କର ଦୁଇଜଣ ବଡ ଭଉଣୀ ଅଛନ୍ତି । ସେମାନଙ୍କର ନାମ ହେଉଛି ରୂପା ଦୀକ୍ଷିତ ଓ ଭାରତୀ ଦୀକ୍ଷିତ । ରୂପା ଓ ଭାରତୀ ମଧ୍ୟ ବହୁତ ଭଲ ଡ୍ୟାନ୍ସର ଅଟନ୍ତି ।

ମାଧୁରୀ ଏକ ଇଣ୍ଟର୍ବ୍ୟୁରେ କହିଥିଲେ ରୂପା ଓ ଭାରତୀ ତାଙ୍କୁ ବହୁତ ସପୋର୍ଟ କରିଛନ୍ତି । ମାଧୁରୀଙ୍କର ଅଭିନେତ୍ରୀ ହେବା ପଛରେ ରୂପା ଓ ଭାରତୀଙ୍କର ବହୁତ ବଡ ଅବଦାନ ରହିଛି । ଏହି ଦୁଇଜଣ ଭଉଣୀ ବଲିଉଡରେ ନାହାନ୍ତି ହେଲେ ବର୍ତ୍ତମାନ ସେମାନେ ନିଜ ପରିବାର ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ହେଲେ ମାଧୁରୀଙ୍କ ଭଉଣୀଙ୍କ ବିଷୟରେ ଅଧିକ ତଥ୍ୟ ଉପଲବ୍ଧ ନାହିଁ । ମାଧୁରୀ ଓ ତାଙ୍କ ଭଉଣୀ ପିଲା ବେଳରେ ଶାସ୍ତ୍ରୀୟ ନୃତ୍ୟ ଶିଖିଥିଲେ । ମାଧୁରୀଙ୍କ ଭଉଣୀ ମଧ୍ୟ ଅବିକଳ ମାଧୁରୀ ପରି ନଜର ଆସନ୍ତି । ମାଧୁରୀଙ୍କ ଭଉଣୀ ମଧ୍ୟ ମାଧୁରୀଙ୍କ ପରି ବହୁତ ଅଧିକ ସୁନ୍ଦର ନଜର ଆସନ୍ତି । ବର୍ତ୍ତମାନ ମାଧୁରୀ ଟିଭି ରିଆଲିଟି ସୋ ‘ଡ୍ୟାନ୍ସ ଦିବାନେ’ରେ ଜଜ୍ ଭୂମିକାରେ ନଜର ଆସୁଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ମାଧୁରୀ କେମିତି ଲାଗନ୍ତି ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *