ଫିଲ୍ମ Bahubali ର କାଳକେୟ ଙ୍କ ସ୍ତ୍ରୀ ଏତେ ସୁନ୍ଦର କି ଥରେ ଦେଖିଲେ ନଜର ବି ହଟେଇ ପାରିବେନି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭାରତର ଫେମସ ବ୍ଲକ ବାଷ୍ଟର ଫିଲ୍ମ ‘ବାହୁବଳି’ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଥିଲେ । ଏହି ଫିଲ୍ମର ମୁଖ୍ୟ ଅଭିନେତା ଥିଲେ ଭାରତର ଦିଗଜ ଅଭିନେତା ପ୍ରଭାସ ଓ ଖଳନାୟକ ଥିଲେ ଅଭିନେତା କାଳକେୟ । ଦର୍ଶକ ମାନଙ୍କୁ ଏହି ଫିଲ୍ମଟି ବହୁତ ପସନ୍ଦ ଆସିଥିଲା । ଏହି ଫିଲ୍ମଟି ବହୁତ ଟଙ୍କା ଅର୍ଜନ କରି ବହୁତ ଫେମସ ହୋଇ ଯାଇଥିଲା । ଏହି ଫିଲ୍ମର ଦୁଇଟି ଭାଗ ରହିଛି, ପ୍ରଥମ ଭାଗର ଭିଲିଆନ ହେଉଛନ୍ତି କାଳକେୟ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଖଳନାୟକ କାଳକେୟଙ୍କ ବିଷୟରେ କିଛି କହିବାକୁ ଯାଉଛୁ । ଆମେ ଆପଣ ମାନଙ୍କୁ ଏହି କଳାକାରଙ୍କ ବିଷୟରେ ଯାହା ସବୁ କହିବୁ ତାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାରଙ୍କ ବିଷୟରେ ।

କାଳକେୟର ଭୂମିକା ପଦର୍ଶନ କରିଥିବା ଅଭିନେତାଙ୍କ ଅସଲ ନାମ ହେଉଛି ପ୍ରଭାକର । ବନ୍ଧୁଗଣ ଏହି ଅଭିନେତା ଜଣକ ବହୁତ ଭୟଙ୍କର ଭୂମିକା ଏହି ଫିଲ୍ମରେ ପଦର୍ଶନ କରିଥିଲେ । ଦର୍ଶକ ମାନେ ମଧ୍ୟ ପ୍ରଭାକରଙ୍କ ଅଭିନୟକୁ ବହୁତ ଅଧିକ ପସନ୍ଦ କରିଥିଲେ । ବନ୍ଧୁଗଣ ପ୍ରଭାକରଙ୍କ ଜୀବନ ବହୁତ କଷ୍ଟ ଓ ସଂଘର୍ଷରେ ଅତିବାହିତ ହୋଇଛି । ଫିଲ୍ମରେ ପ୍ରଭାକର ଯେତିକି ଭୟଙ୍କର ଭୂମିକା ପଦର୍ଶନ କରିଛନ୍ତି ଅସଲ ଜୀବନରେ ସେ ସେହିପରି ନୁହନ୍ତି ।

ଅସଲ ଜୀବନରେ ସେ ହେଉଛନ୍ତି ଜଣେ ବହୁତ ଭଲ ମଣିଷ । ପ୍ରଭାକର ଏକ ଛୋଟ ଗାଁ କୋଡନକଲର ବାସିନ୍ଧା ଅଟନ୍ତି । ପିଲା ବେଳରୁ ସେ ଏକ କ୍ରିକେଟର ହେବା ପାଇଁ ଚାହୁଁଥିଲେ । ପ୍ରଭାକର ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ଏହା କହିଥିଲେ । ସେ ଦିନେ ଏକ ବିବାହରେ ଯୋଗ ଦେବା ପାଇଁ ହାଇଦ୍ରାବାଦ ଯାଇଥିଲେ । ସେହି ସ୍ଥାନରେ ଜଣେ ସମ୍ପର୍କୀୟ ତାଙ୍କୁ ରେଲୱେରେ ଚାକିରି ଦେବେ ବୋଲି କହିଥିଲେ । ଏହା ପରେ ପ୍ରଭାକର ୬ ବର୍ଷ ପର୍ଯ୍ୟନ୍ତ ସେହି ଚାକିରିର ଅପେକ୍ଷାରେ ରହିଥିଲେ ।

ହେଲେ ତାଙ୍କର ଚାକିରି ହୋଇ ନଥିଲା । ସେହି ସମୟରେ ଫିଲ୍ମ ମେକର ରାଜା ମୌଲିଙ୍କୁ ଫିଲ୍ମ ‘ମଗଧୀରା’ ପାଇଁ କିଛି ଲୋକଙ୍କର ଆବଶ୍ୟକତା ଥିଲା । ସେତେବେଳେ ସେ ରାଜା ମୌଲିଙ୍କ ପାଖକୁ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ । ପ୍ରଭାକରଙ୍କୁ ଅଭିନୟ ବିଷୟରେ କୌଣସି କଥା ଜଣା ନଥିଲା ତେଣୁ ସେ ପ୍ରଥମେ ଅଭିନୟ ଶିଖିଥିଲେ । ଅଭିନୟ ଶିଖିବା ପରେ ପ୍ରଭାକରଙ୍କୁ ଫିଲ୍ମରେ ଅଭିନୟ କରିବାର ମଉକା ମିଳିଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ସେ ୪୦ ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ତାଙ୍କ ଅଭିନୟ ଓ ଷ୍ଟାଇଲକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରିଛନ୍ତି । ପ୍ରଭାକରଙ୍କ ପତ୍ନୀ ମଧ୍ୟ ବହୁତ ଅଧିକ ସୁନ୍ଦର ନଜର ଆସନ୍ତି । ପ୍ରଭାକରଙ୍କ ପତ୍ନୀଙ୍କ ନାମ ହେଉଛି ରାଜଲକ୍ଷ୍ମୀ । ରାଜଲକ୍ଷ୍ମୀ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ରାଜଲକ୍ଷ୍ମୀଙ୍କ ପ୍ରଭାକରଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି, ଏହି ଦୁଇଜଣକର ଦୁଇଟି ପିଲା ମଧ୍ୟ ଅଛନ୍ତି, ବର୍ତ୍ତମାନ ପ୍ରଭାକର ସାରା ଭାରତରେ ନିଜର ଏକ ନୂଆ ପରିଚୟ କରି ବହୁତ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *