Sidharth ଙ୍କ ସଂଘର୍ଷର କାହାଣୀ, ନିଜ ପାଇଁ ନୁହେଁ ବରଂ ମା’ଙ୍କ ପାଇଁ କରୁଥିଲେ ଅଭିନୟ, ତାଙ୍କ ସାଙ୍ଘର୍ଷ ର କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଗତ କାଲିର ଖବର ବିଷୟରେ ନିଶ୍ଚୟ ଜାଣିଥିବେ । ଗତ କାଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଆମ ମାନଙ୍କୁ ଛାଡି ସବୁ ଦିନ ପାଇଲ ଚାଲିଯାଇଥିଲେ । ସିଦ୍ଧାର୍ଥ ଥିଲେ ଏକ ଏପରି ଅଭିନେତା ଯିଏ ବହୁତ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିଲେ । ତାଙ୍କ ଷ୍ଟାଇଲ ଓ ତାଙ୍କ ଅଭିନୟକୁ ସମସ୍ତ ଲୋକ ବହୁତ ପସନ୍ଦ କରୁଥିଲେ । ହେଲେ ବର୍ତ୍ତମାନ ସିଦ୍ଧାର୍ଥ ଆଉ ଆମ ମାନଙ୍କ ସହ ନାହାନ୍ତି । ବନ୍ଧୁଗଣ ସିଦ୍ଧାର୍ଥ ଗତ କାଲି ହା-ର୍ଟ ଆ-ଟା-କ-ରେ ପ୍ରାଣ ହରାଇଥିଲେ ।

ତାଙ୍କ ମୃତ୍ୟୁର ଖବର ଆସିବା ପରେ ସଂପୂର୍ଣ୍ଣ ଦେଶରେ ଶୋକର ଛାୟା ଖେଳିଯାଇଥିଲା  । ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥ ପ୍ରାଣ ହରାଇଥିଲେ ଏହା ବିଷୟରେ ଜାଣି ସମସ୍ତ ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ହେଉଛନ୍ତି । ବନ୍ଧୁଗଣ ସିଦ୍ଧାର୍ଥଙ୍କ ଜୀବନ ସହ ଜଡିତ ଏମିତି ବହୁତ କିଛି ରହସ୍ୟମୟ କଥା ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସିଦ୍ଧାର୍ଥଙ୍କ ଜୀବନ ସହ ଜଡିତ କିଛି ଏପରି କଥା ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କ ପରଲୋକ ଘ-ଟି-ଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଲୋକମାନେ । ସିଦ୍ଧାର୍ଥ ନିଜ ଅଭିନୟ କାରିୟରର ଆରମ୍ଭ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରୁ କରିଥିଲେ । ସେ ସିରିଏଲ ଗୁଡିକରେ ବହୁତ ସୁନ୍ଦର ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ହିନ୍ଦୀ ସିରିଏଲ ସହ ସେ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଥିଲେ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସିଦ୍ଧାର୍ଥ ଟିଭି ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଅଭିନେତା ହୋଇଥିଲେ ମଧ୍ୟ ସେ ଆଗରୁ ଅଭିନୟ ଓ ମଡେଲିଙ୍ଗରେ ଇଛା ପ୍ରକାଶ କରୁ ନଥିଲେ । ସେ ବିଜନେସ କରିବାକୁ ଚାହୁଁ ଥିଲେ । ହେଲେ ତାଙ୍କ ଲୁକସରେ ସମସ୍ତ ଲୋକ ଆକର୍ଷିତ ହେଉଥିଲେ । ସିଦ୍ଧାର୍ଥ ଅଭିନୟ ଦୁନିଆରେ ପାଦ ଦିଅନ୍ତୁ ବୋଲି ତାଙ୍କ ମା ଚାହୁଁ ଥିଲେ ।

୨୦୦୪ ମସିହାରେ ମାଙ୍କ କହିବା ଅନୁସାରେ ସିଦ୍ଧାର୍ଥ ଏକ ମଡେଲିଙ୍ଗ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ସିଦ୍ଧାର୍ଥଙ୍କ ଲୁକସକୁ ଦେଖି ଜୁରୀ ମାନେ ତାଙ୍କୁ ସିଲେକ୍ଟ କରିଦେଇଥିଲେ । ସିଦ୍ଧାର୍ଥଙ୍କର ଇଛା ନଥିଲେ ମଧ୍ୟ ତାଙ୍କ ମାଙ୍କ ପାଇଁ ସେହି ପ୍ରତିଯୋଗୀତାରେ ଭାଗ ନେଇଥିଲେ ହେଲେ ସେ ସେହି ପ୍ରତିଯୋଗୀତାରେ ସିଲେକ୍ଟ ହୋଇଯିବେ ବୋଲି ଜାଣି ନଥିଲେ । ସିଦ୍ଧାର୍ଥ ସେହି ପ୍ରତିଯୋଗୀତାରେ ବିଜେତା ମଧ୍ୟ ହୋଇଥିଲେ ।

ଏହା ପରେ ସିଦ୍ଧାର୍ଥଙ୍କୁ ୨୦୦୮ ମସିହାରେ ତୁର୍କୀ ହୋଇଥିବା ଏକ ବଡ ମଡେଲିଙ୍ଗ ସୋରେ ପଠା ଯାଇଥିଲା । ସେହି ମଡେଲିଙ୍ଗ ପ୍ରତିଯୋଗୀତାକୁ ସିଦ୍ଧାର୍ଥ ଜିତି ନିଜ ଦେଶର ନାମକୁ ଆଗକୁ ନେଇଥିଲେ । ପରେ ଏକ ଫେୟାର ନେସ କ୍ରିମର ବିଜ୍ଞାପନରେ ସିଦ୍ଧାର୍ଥ କାମ କରିଥିଲେ । ଏହା ପରେ ତାଙ୍କୁ ଟିଭି ସିରିଏଲରେ କାମ କରିବା ପାଇଁ ମଉକା ମିଳିଥିଲା । ବନ୍ଧୁଗଣ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସେ ସଫଳତା ହାସଲ କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସିଦ୍ଧାର୍ଥ ଶୁକ୍ଲା କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *