କଳା ରାତ୍ରିର ପୁରା କାହାଣୀ: Shehnaaz ଙ୍କ କୋଳରେ ଆଖି ବୁଜି ଦେଇଥିଲେ Sidharth, ଦୁନିଆରୁ ଗଲା ସମୟରେ ବି ଛାଡିଗଲେ ପ୍ରେମର ପରିଚୟ

ବନ୍ଧୁଗଣ ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ମୁମ୍ବାଇର ଓସିବାରାରେ ଅ-ନ୍ତି-ମ ସ-ତ୍କା-ର ହେବାକୁ ଯାଉଛି । ମୁମ୍ବାଇର କୁପର ହସ୍ପିଟାଲରେ ପାଖା ପାଖି ୪ ଘଣ୍ଟା ପର୍ଯ୍ୟନ୍ତ ତାଙ୍କର ପୋ-ଷ୍ଟ ମ-ଟ-ମ ଚାଲିଥିଲା । ଗତ କାଲି ସିଦ୍ଧାର୍ଥ ଆମ ମାନଙ୍କୁ ଛାଡି ପର-ଲୋକକୁ ଚାଲିଯାଇଥିଲେ । ତାଙ୍କର ମୃତ୍ୟୁ ଖବର ଜାଣି ସାରା ଭାରତ ବାସୀ ଦୁଃଖ ପ୍ରକାଶ କରିଥିଲେ । ସିଦ୍ଧାର୍ଥଙ୍କର ଏହି ହଠାତ ମୃ-ତ୍ୟୁ-କୁ କେହି ଗ୍ରହଣ କରି ପାରୁ ନାହାନ୍ତି । ହା-ର୍ଟ ଆ-ଟା-କ ପାଇଁ ସିଦ୍ଧାର୍ଥ ନିଜ ପ୍ରାଣ ହରାଇଛନ୍ତି ବୋଲି କୁହାଯାଉଛି ।

ମାତ୍ର ୪୦ ବର୍ଷ ବୟସରେ ସେ ମୃ-ତ୍ୟୁ ବରଣ କରିଛନ୍ତି । ହିନ୍ଦୀ ରିଆଲିଟି ସୋ ‘ବିଗ ବସ’ର ବିଜେତା ହେବା ପରେ ତାଙ୍କ କାରିୟର ଆହୁରି ଆଗକୁ ବଢିବାରେ ଲାଗିଥିଲା । ତାଙ୍କ ପାଖରେ ବହୁତ ପ୍ରୋଜେକ୍ଟ ମଧ୍ୟ ଥିଲା । ତାଙ୍କ ଜୀବନରେ କୌଣସି ପ୍ରକାରର ଅଭାବ ନଥିଲା ସେ ବହୁତ ସୁଖମୟ ଜୀବନ ଅତିବାହିତ କରୁଥିଲେ । ସିଦ୍ଧାର୍ଥ ବହୁତ ଫିଟ ଓ ହ୍ୟାଣ୍ଡସମ ଥିଲେ । ସେ ୪୦ ବର୍ଷ ବୟସରେ କୌଣସି ପ୍ରକାର ରୋଗରେ ପୀଡିତ ନଥିଲେ ।

ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ ସୁପରସ୍ତାର ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ସିଦ୍ଧାର୍ଥଙ୍କ ପରିବାର ଲୋକଙ୍କର ମଧ୍ୟ ବହୁତ ଖରାପ ଅବସ୍ତା ଅଛି । ତାଙ୍କ ଗାର୍ଲଫ୍ରେଣ୍ଡ ସେହେନାଜ ଗିଲ ମଧ୍ୟ ବହୁତ ବଡ ସଦମାରେ ଅଛନ୍ତି । କୁହାଯାଉଛି ଯେ, ଗୁରୁବାର ରାତିରେ ସେହେନାଜ ଗିଲ ସିଦ୍ଧାର୍ଥଙ୍କ ଘରେ ଉପସ୍ଥିତ ଥିଲେ । ସେହେନାଜ ବର୍ତ୍ତମାନ ସଂପୂର୍ଣ୍ଣ ଭାବରେ ଭା-ଙ୍ଗି ପଡିଛନ୍ତି ସେ ଏହି ସତକୁ ସ୍ଵୀକାର କରୁ ନାହାନ୍ତି । ବନ୍ଧୁଗଣ ସିଦ୍ଧାର୍ଥ ଗୁରୁବାର ରାତିରେ ସେହେନାଜଙ୍କ କୋଳରେ ସୋଇଥିଲେ ଓ ଶେଷ ନିଶ୍ଵାସ ମଧ୍ୟ ସେହେନାଜଙ୍କ କୋଳରେ ତ୍ୟାଗ କରିଥିଲେ ।

ଗୁରୁବାର ଦିନ ରାତିରେ ସିଦ୍ଧାର୍ଥଙ୍କ ଛାତିରେ କ-ଷ୍ଟ ହେଉଥିଲା ଯାହାଫଳରେ ତାଙ୍କ ମା ଓ ସେହେନାଜ ସିଦ୍ଧାର୍ଥଙ୍କୁ ଲେମ୍ବୁ ପାଣି ଦେଇଥିଲେ । କିଛି ସମୟ ପରେ ସିଦ୍ଧାର୍ଥଙ୍କୁ ସେମାନେ ଆଇସକ୍ରିମ ମଧ୍ୟ ଦେଇଥିଲେ । ହେଲେ କିଛି ଫାଇଦା ହୋଇ ନଥିଲା । ସିଦ୍ଧାର୍ଥ କିଛି ସମୟ ପରେ ନିଜ କଷ୍ଟ ବିଷୟରେ କହିଥିଲେ । ସେହି ସମୟରେ ତାଙ୍କ ମା ଓ ସେହେନାଜ ସିଦ୍ଧାର୍ଥଙ୍କୁ ଆରମ କରିବା ପାଇଁ କହିଥିଲେ । ସେହି ସମୟରେ ସିଦ୍ଧାର୍ଥ ସେହେନାଜଙ୍କ କୋଳରେ ସୋଇ ପଡିଥିଲେ । ସେ ଲମ୍ବା ସମୟ ପର୍ଯ୍ୟନ୍ତ ସେହେନାଜଙ୍କ କୋଳରେ ସୋଇଥିଲେ ।

ବହୁତ ସମୟ ଧରି ସିଦ୍ଧାର୍ଥ ଗୋଟିଏ ପୋଜିସନରେ ସେହେନାଜଙ୍କ କୋଳରେ ସୋଇଥିବାରୁ ସେହେନାଜ ତାଙ୍କୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ସିଦ୍ଧାର୍ଥ ସେହେନାଜଙ୍କ କୋଳରେ ସବୁଦିନ ପାଇଁ ସୋଇ ପଡିଥିଲେ । ଯେତେବେଳେ ସିଦ୍ଧାର୍ଥ କିଛି ପ୍ରତିକ୍ରିୟା ଦେଇ ନଥିଲେ ସେତେବେଳେ ସେହେନାଜ ସିଦ୍ଧାର୍ଥଙ୍କ ପରିବାର ଲୋକଙ୍କୁ ଡକାଇ ଥିଲେ ଓ ତାଙ୍କୁ ସବୁ କଥା କହିଥିଲେ । ଏହାପରେ ତାଙ୍କୁ କୁପର ହସ୍ପିଟାଲ ନିଆଯାଇଥିଲା ଓ ସେଠାରେ ତାଙ୍କୁ ମୃ-ତ ଘୋଷିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *