ପ୍ରକୃତିର ଖେଳ, Sidharth Shukla ଙ୍କ ସମେତ Balika Badhu ର ଏହି 3 ବଡ Actor ଦୁନିଆକୁ କହିସାରିଛନ୍ତି ଅଲବିଦା…

ନମସ୍କାର ବନ୍ଧୁଗଣ ସିଦ୍ଧାର୍ଥ ଶୁକ୍ଳା ଙ୍କ ଅଚାନକ ମୃତ୍ୟୁ ସମସ୍ତ ଙ୍କୁ ଆବାକ କରିଦେଇଛି ସମସ୍ତେ ଦୁଃଖ ରେ ଅଛନ୍ତି । ତେବେ ସିଦ୍ଧାର୍ଥ ୪୦ ବର୍ଷ ବୟସରେ ଏହି ଦୁନିଆ କୁ ଛାଡି ଚାଲିଗଲେ । ତେବେ ଏହି ଖବର ବିଶ୍ୱାସ କରିବା ସମ୍ଭବପର ନୁହେଁ । ତେବେ ସିଦ୍ଧାର୍ଥ ଙ୍କ ଫ୍ୟାନ, ପରିବାର, ସାଙ୍ଗ ସମସ୍ତେ ଶୋକ ରେ ଅଛନ୍ତି ସବୁଠାରୁ ଅଧିକ ଭାଙ୍ଗି ପଡିଛନ୍ତି ଶେହନାଜ ଗିଲ । ସିଦ୍ଧାର୍ଥ ଟିଭି ର ଜଣେ ନାମୀ ଦାମୀ କଳାକାର ।

ସେ ଦିଲ ସେ ଦିଲ ତକ, ବାକିକା ବଧୂ, ବିଗବସ୍ ୧୩, ଏବଂ ଖତର କେ ଖିଲାଡି ରେ ସେ ବିଜେତା ହୋଇଥିଲେ ଏବଂ ବିଗ ବସ୧୩ ରେ ମଧ୍ୟ ସେ ବିଜେତା ହୋଇଥିଲେ । ତେବେ ସିଦ୍ଧାର୍ଥ ସବୁଠାରୁ ଅଧିକ ଚର୍ଚ୍ଚିତ ହେଲେ ଏହି ବିଗ ବସ ପରେ କିନ୍ତୁ ଏହା ପୂର୍ବରୁ ସେ ବାଳିକା ବଧୂ ରେ ଲୋକପ୍ରିୟତା ହାସଲ କରିଥିଲେ । ତେବେ ଦୁଃଖ ର ବିଷୟ ଏହା କି ସିଦ୍ଧାର୍ଥ ଶୁକ୍ଳା ଙ୍କ ପୂର୍ବରୁ ଆଉ ଦୁଇ ଜଣ ମୁଖ୍ୟ କଳାକାର ଙ୍କ ମୃତ୍ୟୁ ହୋଇ ସାରିଛି । ତେବେ ସେମାନେ ହେଉଛନ୍ତି ।

ପ୍ରତ୍ୟୁଷା ବାନାର୍ଜୀ ପ୍ରତ୍ୟୁଷା ବାଳିକା ବଧୂର ଆନନ୍ଦି ଭୂମିକାରେ ନଜର ଆସିଥିଲେ ତେବେ ସେ ମାତ୍ର ୨୫ ବର୍ଷ ବୟସରେ ଏହି ଦୁନିଆ ରୁ ବିଦାୟ ନେଇଗଲେ ତେବେ ମୃତ୍ୟୁ ଆ-ତ୍ମ-ହ-ତ୍ୟା ଯୋଗୁଁ ହୋଇଥିଲା । ଦ୍ଵିତୀୟ ରେ ହେଉଛନ୍ତି ସୁରେଖା ସିକରି ଯିଏ କି ଏହି ଧାରାବାହିକ ରେ ଦାଦି ଭୂମିକାରେ ନଜର ଆସିଥିଲେ । ସେ ମଧ୍ୟ ଆଉ ନାହାନ୍ତି ତାଙ୍କର ଦେହ ବହୁତ ଦିନ ଧରି ଅସୁସ୍ଥ ରହୁଥିଲା ଏବଂ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା ।

ତେବେ ବାକିକା ବଧୂ ର ଏହି ତିନି ମୁଖ୍ୟ କଳାକାର ଙ୍କ ନି-ଧ-ନ ସମସ୍ତଙ୍କୁ ବହୁତ ଦୁଃଖିତ କରିଦେଇଛି । ଫ୍ୟାନ ମାନେ ଏହି କଳାକାର ମାନଂକୁ ବହୁତ ମନ ମଧ୍ୟ ପକାଉଛନ୍ତି । ଏହା ଛଡା ଏହା ଆମ ଇଣ୍ଡଷ୍ଟ୍ରୀ ପାଇଁ ଏକ ଅପୁରଣୀୟ କ୍ଷତି ମଧ୍ୟ ଯାହା କେବେ ପୂର୍ଣ୍ଣ ହୋଇ ପାରିବ ନାହିଁ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *