ବନ୍ଧୁଗଣ, ଓଡିଆ ଫିଲ୍ମ ଜଗତରେ ଅନେକ ତାରକା ମାନେ ରହିଛନ୍ତି ଯେଉଁମାନେ ନିଜର ଅଭିନୟ ଜରିଆରେ ଲକ୍ଷାଧିକ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଅଭିନେତ୍ରୀ ଏଲିନା ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ଏଲିନା ସାମନ୍ତରାୟ ନିଜ ମା’ ଙ୍କ ଜନ୍ମ ଦିନ କୁ ବହୁତ ଭଲ ଭାବରେ ପାଳନ କରିଛନ୍ତି । “ଏଲିନା ସାମନ୍ତରାୟ” ଙ୍କ ଜନ୍ମ ୧୯୯୬ ମସିହା ଜୁଲାଇ ୨୨ ତାରିଖରେ ତାଙ୍କ ଗ୍ରାମ ଭଦ୍ରକ ଜିଲ୍ଲା ରେ ହୋଇଥିଲା ।
ଏଲିନା ଙ୍କ ମା ଙ୍କ ନାମ “ଅନୁରାଧା ସାମନ୍ତରାୟ” ଏବଂ ବାପା ଜ୍ୟୋତି ରଞ୍ଜନ ସାମନ୍ତରାୟ ଅଟନ୍ତି । ଏଲିନା ଙ୍କର ଜଣେ ସାନ ଭାଇ ମଧ୍ୟ ଅଛନ୍ତି । ଏଲିନା ରେଭେନ୍ସା ବିଶ୍ଵ ବିଦ୍ୟାଳୟରେ ପାଠ ପଢୁଥିଲେ । ଓଡିଆ ଇଣ୍ଡଷ୍ଟ୍ରୀର ରିୟାଲିଟି ସୋ “କିଏ ହେବ ମୋ ହିରୋଇନ” ରେ ବିଜେତା ହୋଇ ସେ ଓଡିଆ ଫିଲ୍ମୀ ଜଗତରେ ପାଦ ଦେଇଥଲେ । ସେ ୨୦୧୫ ମସିହାରେ ଅରିନ୍ଦମ ଙ୍କ ସହିତ ପ୍ରଥମ ଚଳଚ୍ଚିତ୍ର “ଇସ୍କ ତୁ ହି ତୁ” ରେ ଅଭିନୟ କରିଥିଲେ ।
ଏଲିନା ୧୦ ରୁ ଅଧିକ ଚଳଚ୍ଚିତ୍ର ରେ ଅଭିନୟ କରି ସାରିଛନ୍ତି । ତାଙ୍କ ଅଭିନୟ କୁ ବର୍ତ୍ତମାନ ବହୁତ ଲୋକ ପସନ୍ଦ କରୁଛନ୍ତି । ନିକଟରେ ତାଙ୍କ ମା’ ଙ୍କ ଜନ୍ମ ଦିନ କୁ ଏଲିନା ନିଜ ଭାଇ ଙ୍କ ସହିତ ବହୁତ ଧୂମ ଧାମରେ ପାଳନ କରିଛନ୍ତି । ମା’ ଙ୍କ ପାଇଁ ଏଲିନା କେକ ଆଣିଥିଲେ । ଏଲିନା ତାଙ୍କ ମା’ ଙ୍କୁ ବହୁତ ଭଲ ପାଉଥିବାର ଦୃଶ୍ୟ ର ଝଲକ ଦେଖିବାକୁ ମିଳିଥିଲା । ସେ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ ରେ ଏହି ଆନନ୍ଦର ବିଷୟ କୁ ସେ-ୟା-ର କରିଥିଲେ ।
ଏଲିନା ନିଜ ଭାଇ ଏବଂ ମା ଙ୍କ ସହିତ ବେସ ଖୁସି ନଜର ଆସୁଛନ୍ତି । ଜଣେ ଭଲ ଅଭିନେତ୍ରୀ ହେବା ସହିତ ସେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ବର୍ତ୍ତମାନ ଏହି ମହାମାରୀ ସମୟରେ ଏଲିନା କୌଣସି ଶୁ-ଟି-ଙ୍ଗ କରି ନଥିବା ସମୟରେ ନିଜର ୟୁଟ୍ୟୁବ ଚ୍ୟାନେଲରେ ସବୁବେଳେ ଆକ୍ଟିଭ ରହିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।