ଓଡିଶାର ଫେମସ କମେଡିଆନ Jayiram Samal ଙ୍କ ଫ୍ୟାମିଲି ଆଲବମ ଆଗରୁ କେବେ ବି ଦେଖି ନଥିବେ

ନମସ୍କାର ବନ୍ଧୁଗଣ , ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣ ମାନେ ତ ଓଡିଶାର ଲୋକପ୍ରିୟ କମେଡିଆନ ଜୟୀଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଦମଦାର କମେଡି ମଧ୍ୟ ବେଶ ଭଲ ଭାବରେ ଦେଖିଥିବେ । ଆଜି ଆମେ ଜୟୀଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କିଛି ଅଜଣା କଥା ଜାଣିବା । ଜୟୀ ଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲେଖାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।

ତେବେ ଫ୍ରେଣ୍ଡ୍ସ ଆପଣମାନେ କାମେଡିଆନ ଜୟୀ ଙ୍କର କମେଡି ତ ବେଶ ଭଲ ଭାବରେ ଦେଖିଥିବେ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣେ ବହୁତ ଭଲ କମେଡିଆନ ଅଟନ୍ତି । ତାଙ୍କ କମେଡି ଦ୍ଵାରା ସେ ଲୋକମାନଙ୍କୁ ବହୁତ ହସାଇ ଥାଆନ୍ତି । କମେଡିଆନ ଜୟୀରାମ ସାମଲଙ୍କର ଜନ୍ମ 1948 ମସିହା ରେ ହୋଇଥିଲା

ଓ ବର୍ତ୍ତମାନ ତାଙ୍କର ବୟସ 72 ବର୍ଷ । ତାଙ୍କ ଜନ୍ମ ସ୍ଥାନ ଅଟେ କୁମୁଦା, ଜୟପୁର । ସେ ବର୍ତ୍ତମାନ ନିଜ ପରିବାର ଲୋକଙ୍କ ସହ କଟକ ରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଓ ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ଜୟୀରାମ ସାମଲ ପିଲାଦିନରୁ ହିଁ ଅଭିନୟ ପ୍ରତି ରୁଚି ରଖୁଥିଲେ ।

ସେଥିପାଇଁ ସେ ଖୁବ ଶୀଘ୍ର କମେଡିଆନ ଭାବେ ପରିଚିତ ହୋଇ ପାରିଲେ । 1970 ମସିହାରେ ସେ ଅଲିଉଡ ଇଣ୍ଡଷ୍ଟ୍ରି ରେ ପ୍ରବେଶ କରିଥିଲେ । ମାନେ ସେ 1970 ମସିହା ରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ବହୁତ ସାରା ଫିଲ୍ମ ରେ କମେଡିଆନ ଚରିତ୍ରରେ ଅଭିନୟ କରିଥିଲେ ।

ତାଙ୍କ କମେଡି ମଧ୍ୟ ଲୋକମାନଙ୍କୁ ବହୁତ ପସନ୍ଦ ଅଟେ । ତାଙ୍କ କମେଡି ମାଧ୍ୟମରେ ସେ ଦର୍ଶକ ମାନଙ୍କୁ ଖୁବ ହସାଉଥିଲେ । ଜୟୀରାମ ସାମଲ 200 ରୁ ଅଧିକ ଓଡିଆ ଫିଲ୍ମ ରେ ଅଭିନୟ କରିଛନ୍ତି । ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ରେ ମଧ୍ୟ ସମ୍ମାନିତ ହୋଇ ସାରିଛନ୍ତି ।

ତାଙ୍କ ଅଭିନୟ ଗୁଡିକ ମଧ୍ୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଜୟୀରାମ ସାମଲଙ୍କ ଆକଟିଂ ଆପଣଙ୍କୁ କେମିତି ଲାଗେ ଆମକୁ ନିଶ୍ଚିତ ଭାବେ କମେନ୍ଟ କରନ୍ତୁ । ଆଗକୁ ଅଲିଉଡ ବିଷୟରେ ନୂଆ ନୂଆ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *