ଲୋକଙ୍କୁ ହସାଇ ହସାଇ କୋଟି କୋଟି ଟଙ୍କା କମାନ୍ତି ‘ ଦ କପିଲ ଶର୍ମା ଶାେ’ ର କଳାକାର, ଜାଣନ୍ତୁ ଏମାନଙ୍କ ମୋଟ ସମ୍ପତ୍ତି କେତେ

କପିଲ ଶର୍ମା ଆଜି ଭାରତର ନମ୍ବର ୧ କମେଡିୟାନ ଅଟନ୍ତି , ତାଙ୍କର ସୋ ଦି କପିଲ ଶର୍ମା ଶାେ ଟିଭିରେ ବହୁତ ଟି ଆର ପି ଆଣୁଛି । ଏହା ଗୋଟେ ଫାମିଲି କମେଡି ସୋ ଅଟେ , ଏଠି ବଲିଉଡର କଳାକାର ମାନେ ତାଙ୍କ ଫିଲ୍ମର ପ୍ରୋମୋସନ କରିବା ପାଇଁ ଆସନ୍ତି , ଏହା ମାଧ୍ୟମରେ କପିଲ ଏହି କଳାକାର ସହିତ କଥାବାର୍ତ୍ତା କରିଥାଆନ୍ତି ଓ ମଝିରେ ମଝିରେ କମେଡି କରି ଲୋକଙ୍କର ମନୋରଞ୍ଜନ କରିଥାଆନ୍ତି , କପିଲ ଶର୍ମା ଶାେରେ ତାଙ୍କ ବ୍ୟତୀତ ଅନ୍ୟ କେତେକ କଳାକାର ମଧ୍ୟ ଆସିଥାନ୍ତି ଯାହାଙ୍କୁ ଆଜି ଘରେ ଘରେ ଲୋକେ ଜାଣି ସାରିଲେଣି , ଆଜି ଆମେ ଆପଣଙ୍କୁ ଏହି ଶାେରେ କାମ କରୁଥିବା କଳାକାର ମାନଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ , ଏହି କଳାକାର ମାନେ ଲୋକ ମାନଙ୍କୁ ହସାଇ ହସାଇ ବହୁତ ଟଙ୍କା ପଇସା ବଢାଇ ସାରିଲେଣି ।

କପିଲ ଶର୍ମା

କପିଲ ନିଜ ଶାେ ‘ଦ କପିଲ ଶର୍ମା ସୋ’ ର ମୁଖ୍ୟ କଳାକାର ଅଛନ୍ତି , ସେ ଏହି ସୋରୁ ବହୁତ ପଇସା କମାଉଛନ୍ତି , ଏହା ବ୍ୟତୀତ ତାଙ୍କର ‘ K9 ପ୍ରଡକ୍ସନ ‘ ତାଙ୍କର ଗୋଟେ ପ୍ରଡକ୍ସନ ହାଉସ ମଧ୍ୟ ଅଛି ଯେଉଁଥିରେ ସେ ପଞ୍ଜାବୀ ଫିଲ୍ମ ପ୍ରଡ୍ୟୁସ କରନ୍ତି , ୨୦୧୯ ରେ କପିଲଙ୍କ ନାମରେ ଫୋର୍ବସ ସବୁଠୁ ଅଧିକ ପଇସା କମାଉଥିବା ସେଲିବ୍ରିଟିଜଙ୍କ ଲିଷ୍ଟରେ ମଧ୍ୟ ଆସିଥିଲା , ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତିର ଦାମ କମ ସେ କମ ୧୯୯.୩୪୨ କୋଟି ଟଙ୍କା ।

ଅର୍ଚ୍ଚନା ପୁରନ ସିଂହ

ଅର୍ଚ୍ଚନା ପୁରନ ସିଂହ ଜଣେ ଅଭିନେତ୍ରୀ ହେବା ସହିତ ଟିଭିର ପ୍ରସ୍ତୁତ କର୍ତା ମଧ୍ୟ ଅଟନ୍ତି , ସେ କିଛିଦିନ ହେବ ‘ଦ କପିଲ ଶର୍ମା ସୋ’ ରେ ଜଜ ର ଭୁମିକାରେ ଅଛନ୍ତି, ଏହା ପୂର୍ବରୁ ବି କପିଲଙ୍କ ଅନ୍ୟ ଏକ ଶାେ ‘ କମେଡି ସର୍କସ’ ରେ ଜଜ ରହି ସାରିଛନ୍ତି , ତାଙ୍କର ସମ୍ପୂର୍ଣ୍ଣ ସମ୍ପତିର ଦାମ କମ ସେ କମ ୨୨୨.୩୪୩ କୋଟି ଟଙ୍କା ।

କିକୁ ସାରଦା

କିକୁ ଗତ କିଛି ବର୍ଷ ହେବ ଅଭିନୟ କରୁଛନ୍ତି , ସେ ମନୋରଞ୍ଜନ ଦୁନିଆର ଜଣେ ଚିହ୍ନାଜଣା ଚେହେରା ଅଟନ୍ତି , ସେ ଏବେ ଯାଏ ୧୮ ଟି ଟିଭି ସୋ ଏବଂ ସିରିୟଲରେ ନଜର ଆସି ସାରିଛନ୍ତି , ଏହା ଛଡା ସେ ୧୦ ଟି ବଲିଉଡ ଫିଲ୍ମରେ ନଜର ଆସି ସାରିଛନ୍ତି , ତାଙ୍କର ପ୍ରକୃତ ପରିଚୟ ଛୁଆଙ୍କ ସୋ ‘ ହାତିମ’ ରେ ‘ହୋବୋ ‘ ର କ୍ୟାରେକ୍ଟର ପ୍ଲେ କରିବାରୁ ମିଳିଥିଲା , ଏହାପରେ ସେ କପିଲ ଶାେରେ ଯାଇ ଆହୁରି ଚର୍ଚ୍ଚିତ ହୋଇଗଲେ , ତାଙ୍କର ସମ୍ପୂର୍ଣ୍ଣ ସମ୍ପତି ୭ କୋଟିରୁ ୩୨ କୋଟି ଟଙ୍କା ମଧ୍ୟରେ ହେବ ।

ସୁମୋନା ଚକ୍ରବର୍ତୀ

ସୁମାେନା ଚାଇଲ୍ଡ ଆକ୍ଟର ରୁପରେ ଅଭିନୟ ଆରମ୍ଭ କରିଥିଲେ , ତାଙ୍କୁ ପ୍ରଥମ ଥର ଆମିର ଖାନ ଓ ମନିଷା କୋଇରାଲାଙ୍କ ଫିଲ୍ମ ‘ମନ’ ରେ ଦେଖିବାକୁ ମିଳିଥିଲା, ଏହାପରେ ସେ କେତେକ ବିଜ୍ଞାପନରେ ନଜର ଆସିଛନ୍ତି , ସେ ଟିଭି ସିରିୟଲ ‘ ବଡେ ଅଛେ ଲଗତେ ହେ ‘ ରେ ନତାଷା ରୋଲକରି ଫେମଶ ହୋଇଥିଲେ , ଏହା ପରେ ସେ କପିଲ ଶର୍ମାଙ୍କ ସହିତ ‘ କାହାନୀ କମେଡି ସର୍କର୍ଶ କି ‘ ଶୋରେ ଭାଗ ନେଇଥିଲେ , ଏହା ପରେ ସେ କପିଲଙ୍କ ସହିତ ବିଜେତା ମଧ୍ୟ ହୋଇଥିଲେ , ସେବେ ଠାରୁ ସୁମୋନା ଓ କପିଲଙ୍କ ଯୋଡି ଫେମଶ ହୋଇଗଲା , ବର୍ତ୍ତମାନ ସୁମାେନାଙ୍କ ପାଖରେ କମ ସେ କମ ୩୦ କୋଟିର ସମ୍ପତ୍ତି ଅଛି ।

ଚନ୍ଦନ ପ୍ରଭାକର

ଚନ୍ଦନ ‘ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଚ ୩’ ର ଫାଷ୍ଟ ରନରଅପ ଥିଲେ , ବର୍ତ୍ତମାନସେ କପିଲଙ୍କ ଶୋରେ ଲୋକଙ୍କୁ ହସେଇ ବେଦମ କରୁଛନ୍ତି , ଚନ୍ଦନଙ୍କୁ ଗୋଟେ ଶୋ କରିବା ପାଇଁ କମ ସେ କମ 5 ରୁ 7 ଲକ୍ଷ ମିଳିଥାଏ, କିନ୍ତୁ ଏବେ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି କେତେ ମୁଲ୍ୟର ଜଣା ପଡିନାହିଁ ।

କ୍ରିଷ୍ଣା ଅଭିଷେକ

କ୍ରିଷ୍ଣା ଅଭିଷେକ ପ୍ରଥମେ କପିଲଙ୍କ ବିପକ୍ଷରେ ହେଉଥିଲେ କିନ୍ତୁ ଏହି କିଛିଦିନ ହେବ ସେ କପିଲଙ୍କ ସହିତ ହିଁ କାମ କରୁଛନ୍ତି , ଖବର ଅନୁଯାୟୀ କ୍ରୀଷ୍ଣା ଗୋଟେ ଏପିସୋଡ ପାଇଁ 40 ରୁ 50 ଲକ୍ଷ ଟଙ୍କା ଯାଏ ଚାର୍ଜ କରିଥାନ୍ତି , ତାଙ୍କର ସମ୍ପୂର୍ଣ୍ଣ ସମ୍ପତି କମ ସେ କମ 7 ରୁ 38 କୋଟି ଟଙ୍କା ମଧ୍ୟରେ ଅଟେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ମନୋରଞ୍ଜନ ଦୁନିଆର ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *