‘ଲରେନ୍ସ ହେଉଛନ୍ତି ମୋର ପ୍ରଥମ ହିରୋ, ସେ ମତେ…’ ଦେଖନ୍ତୁ ଯାତ୍ରା ହୀରୋ ଲରେନ୍ସଙ୍କୁ ନେଇ ଏ କଣ କହିଦେଲେ ଯାତ୍ରା ଅଭିନେତ୍ରୀ Sony, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ସୋନିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୋନି ହେଉଛନ୍ତି ଜଣେ ଲୋକପ୍ରିୟ ଯାତ୍ରା ଡ୍ୟାନ୍ସର । ସେ ନିଜ ଜବରଦସ୍ତ ଡ୍ୟାନ୍ସ ଓ ନିଜ ସୁନ୍ଦରତା ପଦର୍ଶନ କରି ଯାତ୍ରା ଜଗତରେ ସୁନାମ ଅର୍ଜନ କରିଛନ୍ତି । ସୋନିଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋନିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓରେ ସୋନି ନିଜ ପର୍ଶନାଲ ଲାଇଫ ବିଷୟରେ କହିଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ସୋନିଙ୍କର ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ସୋନିଙ୍କ ଏହି ଭିଡିଓ ବିଷୟରେ । ସୋନି ଏହି ଭିଡିଓରେ କହିଛନ୍ତି-‘ଯାତ୍ରା ଜଗତରେ ଥିବା ବେଳେ ମୋତେ ପ୍ରପୋଜାଲ ବହୁତ ଆସିଛି ।

ବହୁତ ଯୁବକ ମୋତେ ପ୍ରପୋଜ କରିଛନ୍ତି । କାରଣ ଗୋଟେ ଝିଅ ଯଦି ଏଠି ଅଛି ତା ହେଲେ ଗୋଟେ ପୁଅ ତାକୁ ଭଲ ପାଇବ ଆଉ ଯଦି ଗୋଟେ ପୁଅ ଅଛି ତା ହେଲେ ଗୋଟେ ଝିଅ ତାକୁ ଭଲ ପାଇବ । ମୁଁ ଏ ଲାଇନରେ ଥିଲି ମୁଁ ଯେଉଁଠି ଗଲି ମୋତେ 10-15 ପ୍ରପୋଜ କରିଲେ ମୁଁ କଣ ସମସ୍ତଙ୍କୁ ହଁ କହିବି । ମୁଁ ସେସବୁକୁ ଅଧିକ ଧ୍ୟାନ ଦେଇ ନଥିଲି ।

ବାପା ମା ଯେଉଁଠି ବାହା କରିବେ ମୁଁ ସେଇଠି ଖୁସି । ଆଗରୁ ମୋର ଗୋଟେ ବୟଫ୍ରେଣ୍ଡ ଥିଲା ବ୍ରେକ ଅପ୍ ହେଇଯାଇଛି । ମୁଁ ଚାହୁଁଛି ଗୋଟେ ବିଜନେସ ମ୍ୟାନ ସହ ବାହା ହେବା ପାଇଁ । କାରଣ ମୁଁ 10 ବର୍ଷ ଏ ଲାଇନରେ ରହିଲି ଆଉ ମୁଁ ମୋ ପରିବାରକୁ ଅଧିକ ସମୟ ଦେଇପାରିଲିନି । ମୁଁ ଯାହା ସହ ବିବାହ କରିବି ସେ ତ କମ ସେ କମ ମୋ ପାଖରେ ରହିବ ।

ମୋର ଡ୍ୟାନ୍ସ ପାର୍ଟନର ଯେଉଁ ମାନେ ଥିଲେ ସେମାନେ ବହୁତ ଦିନ ରହିଲେ ଯାତ୍ରାରେ ସେମାନେ ମୋ ସହ ଡ୍ୟାନ୍ସ କରନ୍ତି ହେଲେ ସେମିତି କେବେ କିଛି ଫିଲ ହେଇନି । ଲରେନ୍ସ ହେଉଛନ୍ତି ମୋର ପ୍ରଥମ ହିରୋ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯାତ୍ରା ଅଭିନେତ୍ରୀ ସୋନି କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *