ଦେଖନ୍ତୁ ହିରୋଇନ Archita କେମିତି ପାଳିଲେ ସାବିତ୍ରୀ ବ୍ରତ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅର୍ଚ୍ଚିତା ସାହୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ଅର୍ଚ୍ଚିତା ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ବିବାହ କରିବା ପରେ ଅଧିକାଂଶ ସମୟ କିଛି ନା କିଛି କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି ।

ଉଭୟ ଅର୍ଚ୍ଚିତା ଓ ସବ୍ୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ତେବେ ବନ୍ଧୁଗଣ ଅର୍ଚ୍ଚିତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଅଛି ସେହି ଚ୍ୟାନେଲରେ ଅର୍ଚ୍ଚିତା ନିଜ ପର୍ଶନାଲ ଲାଇଫର ଅନେକ ଭିଡିଓ ସେୟାର କରନ୍ତି । ଗତ କିଛି ସମୟ ହେବ ଅର୍ଚ୍ଚିତାଙ୍କ ସାବିତ୍ରୀ ବ୍ରତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଅର୍ଚ୍ଚିତାଙ୍କ ସାବିତ୍ରୀ ବ୍ରତ ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାରେ ରହିଛି ଆଉ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହି ଭିଡିଓକୁ ବେସ ପସନ୍ଦ କରନ୍ତି । ସବୁ ଓଡିଆ ଘର ଭଳି ଅର୍ଚ୍ଚିତା ନିଜ ଶାଶୁ ଘରେ ପୂଜାର ଦୁଇ ଦିନ ପୂର୍ବରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ଏହି ଭିଡିଓରେ ଅର୍ଚ୍ଚିତା ସଜ ହେଉଥିବାର ମଧ୍ୟ ନଜର ଆସୁଛନ୍ତି । ଅର୍ଚ୍ଚିତା ନିଜ ଶାଶୁଙ୍କ ସହ ମିଶି ନିଜ ଶାଶୁ ଘର ପୂଜାର ସମସ୍ତ ପ୍ରସ୍ତୁତି କରିଛନ୍ତି । ନୂଆ ଶାଢୀ ଓ ଗହଣା ପିନ୍ଧି ଅର୍ଚ୍ଚିତା ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଅର୍ଚ୍ଚିତାଙ୍କ ସହ ସବ୍ୟ ମଧ୍ୟ ଏହି ପୂଜାରେ ନଜର ଆସିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତାଙ୍କ ସାବିତ୍ରୀ ପୂଜା ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *