Jyotish Shastra- କୁମ୍ଭ ସଂକ୍ରାନ୍ତି (12 feb ) ପର ଠାରୁ ୩ ଟି ରାଶିରେ ଲାଗିବ ଲଟେରୀ, ଚମକି ଉଠିବ ଭାଗ୍ୟ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ରଶିଚକ୍ର ର ବହୁତ ମହତ୍ୱ ରହିଛି । ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ରେ ମନୁଷ୍ୟ ରାଶିରୁ ତାର ସମସ୍ତ ସ୍ଵଭାଵ ସମ୍ପର୍କରେ ଜାଣିବାକୁ ମିଳିଥାଏ । ବନ୍ଧୁଗଣ ଏପରି କିଛି ସମୟ ଆସିଥାଏ ଯେତେବେଳେ କିଛି ରାଶିର ବ୍ୟକ୍ତି ବିଶେଷ ଙ୍କ ର ଭାଗ୍ୟ ବଦଳି ଯାଇଥାଏ । ତାଙ୍କର ସମସ୍ତ ଦୁଖଃ କଷ୍ଟ ଦୁର ହୋଇଥାଏ ।

ଏହି ପରି ସମୟ ବହୁତ ବର୍ଷ ବ୍ୟବଧାନ ରେ ଆସିଥାଏ ଓ ବହୁତ କମ ଆସିଥାଏ । ଶାସ୍ତ୍ର ରେ ମଧ୍ୟ ଏହା ଲେଖା ଅଛି । ତେବେ ବନ୍ଧୁ ଗଣ ଠିକ ଏହି ପରି ସମୟ ବର୍ତ୍ତମାନ ସମୟରେ ଆସିଯାଇଛି ଏହି କେତୋଟି ରାଶିର । ଏହି କୁମ୍ଭ ସଂକ୍ରାନ୍ତି ରେ ଏହି ରାଶି ର ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାହା କେଉଁ ରାଶି ଅଟନ୍ତି ଯାହାର ଭାଗ୍ୟ ଏହି କୁମ୍ଭ ସଂକ୍ରାନ୍ତି ରେ ବଦଳିବାକୁ ଯାଉଛି ।

mesha rashi

ମେଷ ରାଶି-ବନ୍ଧୁଗଣ ଏହି କୁମ୍ଭ ସଂକ୍ରାନ୍ତି ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରୁଥିବା ରୁ ମେଷ ରାଶିର ବ୍ୟକ୍ତି ବିଶେଷ ଙ୍କୁ ବହୁତ ଲାଭ ମିଳିବ । ଏହି ରାଶିର ବ୍ୟକ୍ତି ମାନେ ସମସ୍ତ କାର୍ଯ୍ୟ ରେ ସଫଳ ହେବେ । ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ଆପଣଂକୁ ସଫଳତା ମିଳିବ । ଯଦି ଆପଣ ଚାକିରୀ କରୁଛନ୍ତି ତେବେ ଆପଣଂକୁ ଉପରସ୍ଥ ଅଧିକାରୀ ମାନଙ୍କ ଠାରୁ ସାହାଯ୍ୟ ମିଳିବ । ଚାକିରୀ କ୍ଷେତ୍ର ରେ ପଦୋନ୍ନତି ମିଳିବା ର ବହୁତ ସମ୍ଭାବନା ରହିଛି । ଆପଣଙ୍କ ର ଶତ୍ରୁ ମାନେ ଆପଣଙ୍କ ଠାରୁ ପରାଜିତ ହେବେ ।

brusha rashi
ବୃଷ ରାଶି-ଏହି ସମୟ ରେ ମେଷ ରାଶି ର ବ୍ୟକ୍ତି ବିଶେଷ ଙ୍କୁ ପ୍ରଚୁର ଲାଭ ମିଳିବ । ଆକସ୍ମିକ ଧନ ବୃଦ୍ଧି ହେବ । ଦୈନନ୍ଦିନ ଆୟ ବୃଦ୍ଧି ହେବ । ନୂତନ ଭୂମି ଓ ଯାନ ବାହାନ କିଣିବା ର ସୁଯୋଗ ମିଳିବ । ସମାଜ ରେ ଆପଣଙ୍କ ର ମାନ ସମ୍ମାନ ବୃଦ୍ଧି ହେବ । ଘରେ ସୁଖ ଶାନ୍ତି ର ପରିବେଶ ଦେଖା ଦେବ । ମହିଳା ମାନେ ସନ୍ତାନ ସୁଖ ପାଇବେ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସମୟ ଟି ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଏହି ସମୟ ରେ ଛାତ୍ରଛାତ୍ରୀ ମାନେ ସମସ୍ତ ପରୀକ୍ଷା ରେ କୃତକାର୍ଯ୍ୟ ହେବେ । ଆପଣଙ୍କ ର ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣଙ୍କ ର ଜୀବନ ବହୁତ ଖୁସି ରେ କଟିବ ।

mithuna rashi

ମିଥୁନ ରାଶି-ଏହି ସମୟ ରେ ମିଥୁନ ରାଶି ର ବ୍ୟକ୍ତି ବିଶେଷ ଙ୍କ ର ବ୍ୟବସାୟ ରେ ଲାଭ ହେବ । ବିଶିଷ୍ଟ ବ୍ୟକ୍ତି ଙ୍କ ର ସହଯୋଗ ମିଳିବ । କର୍ମ କ୍ଷେତ୍ର ରେ ପରିଶ୍ରମ କରିବା ଦ୍ୱାରା ସଫଳତା ମିଳିବ । ମହିଳା ମାନେ ସଂଯମ ଆଚରଣ କରିବା ଉଚିତ । ଏହି ସମୟ ରେ ଆପଣଙ୍କ ର ପାରିବାରିକ ଅଶାନ୍ତି ବୃଦ୍ଧି ପାଇପାରେ । ବିଭିନ୍ନ କଥା କୁ ନେଇ ପରସ୍ପର ମଧ୍ୟରେ କଳହ ର ସୂତ୍ର ପାତ ହୋଇପାରେ ।

ଛାତ୍ରଛାତ୍ରୀ ମାନେ ସମସ୍ତ ପ୍ରକାର ପରୀକ୍ଷା ରେ ଅତି ସହଜ ରେ ଉତ୍ତୀର୍ଣ୍ଣ ହେବେ । ଆପଣଙ୍କ ପରିବାର ର ଲାଗି ରହିଥିବା ପୁରୁଣା ସମସ୍ୟା ସବୁ ଦୁର ହେବ । ଆପଣଙ୍କ ର ବନ୍ଧୁ ମିଳନ ର ଯୋଗ ଅଛି । ରହି ସମୟ ରେ ଆପଣ ନିଜର ଅନେକ ବନ୍ଧୁ ଙ୍କ ସହିତ ସାକ୍ଷାତ କରି ପାରନ୍ତି । ଏହି ସମୟ ଟି ଆପଣଙ୍କ ପାଇଁ ବହୁତ ଖୁସି ନେଇ ଆସିବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *