ଏମାନେ ହେଉଛନ୍ତି South ର 4 ଜଣ ଫେମସ ଅଭିନେତା ମାନଙ୍କର ରିଅଲ ଲାଇଫ ସ୍ତ୍ରୀ, Allu Arjun ଙ୍କ ସ୍ତ୍ରୀ ଲାଗନ୍ତି ବିଲକୁଲ ସ୍ଵର୍ଗର ପରି

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ ।  ବନ୍ଧୁଗଣ ସାଉଥରେ ଅଭିନୟ କରୁଥିବା ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହି ଅଭିନେତା ମାନେ ଅଭିନୟ ଓ ଲୁକ୍ସ ମାମଲାରେ ବଲିଉଡ ଷ୍ଟାର ମାନଙ୍କୁ ଟକ୍କର ଦେଇଦେବେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ସାଉଥ ଅଭିନେତା ମାନଙ୍କର ରିଅଲ ଲାଇଫ ପତ୍ନୀ ମାନଙ୍କୁ ଦେଖିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସାଉଥ ଅଭିନେତା ମାନଙ୍କର ରିଅଲ ଲାଇଫ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ପତ୍ନୀଙ୍କ ବିଷୟରେ ।

ଅଲୁ ଅର୍ଜୁନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନଏ ଅଛନ୍ତି ସାଉଥର ଦିଗଜ ଅଭିନେତା ଅଲୁ ଅର୍ଜୁନ । ବନ୍ଧୁଗଣ ଅଲୁ ଅର୍ଜୁନ ସାଉଥର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେ ସ୍ନେହା ରେଡିଙ୍କ ସହ ୬ ମାର୍ଚ ୨୦୧୧ ମସିହାରେ ବିବାହ କରିଥିଲେ ଓ ଏହି ଦୁଇଜଣଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି । ବନ୍ଧୁଗଣ ସ୍ନେହା ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ।

 

ମହେଶ ବାବୁ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାଉଥର ହ୍ୟାଣ୍ଡସମ ଷ୍ଟାର ମହେଶ ବାବୁ । ମହେଶ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ମହେଶ ୧୦ ଫେବୃୟାରି ୨୦୦୫ ମସିହାରେ ନମ୍ରତା ଶିରୋଦକରଙ୍କ ସହ ବିବାହ କରିଥିଲେ । ବନ୍ଧୁଗଣ ନମ୍ରତା ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି ଯିଏ ଉଭୟ ସାଉଥ ଓ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି । ବନ୍ଧୁଗଣ ଏହି ଦୁଇଜଣଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି


ଜୁନିୟର ଏନଟିଆର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ସାଉଥର ଦିଗଜ ଅଭିନେତା ଜୁନିୟର ଏନଟିଆର । ଆପଣ ମାନେ ସମସ୍ତେ ଏନଟିଆରଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ବନ୍ଧୁଗଣ ଏନଟିଆର ୫ ମେ ୨୦୧୧ ମସିହାରେ ଲକ୍ଷ୍ମୀ ପ୍ରଣାଥିଙ୍କ ସହ ବିବାହ କରିଥିଲେ ଓ ଏହି ଦୁଇଜଣଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି ।


ୟଶ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥର ଫେମସ ଅଭିନତା ୟଶ । ଏହି କିଛି ଦିନ ହେବ ୟଶ ନିଜ ଫିଲ୍ମ ‘KGF CHAPTER 2’ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ୟଶ 9 ଡିସେମ୍ବର ୨୦୧୬ ମସିହାରେ ରାଧିକା ପଣ୍ଡିତଙ୍କ ସହ ବିବାହ କରିଥିଲେ ଓ ଏହି ଦୁଇଜଣଙ୍କର ଗୋଟେ ଝିଅ ଅଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *