କୁହ ତାହା କଣ ଯାହା ଜେଜେ ଅଟେ କିନ୍ତୁ ଜେଜେ ମା ନୁହେଁ ଭାଇ ଅଟେ କିନ୍ତୁ ଭଉଣୀ ନୁହେଁ ନୌକା ଅଟେ କିନ୍ତୁ ବସ ନୁହେଁ ରୋଜି କିନ୍ତୁ ରୋଟି ନୁହେଁ ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା । 1- କେଉଁ ରାଜା ନିଜ ମା ଙ୍କ ସହ ବିବାହ କରିଥିଲେ ?

ଉତ୍ତର- ଓଡିପସ ।

2- ଏମିତି କେଉଁ ପଶୁ ଅଛି ଯାହାର ମୁହଁ ରେ 14 ହଜାର ଦାନ୍ତ ଅଛି ?

ଉତ୍ତର- ବେଲୁଗା ୱ୍ହେଲ ।

3- ସୌରମଣ୍ଡଳ ର ଜନ୍ମଦାତା କାହାକୁ କୁହାଯାଏ ?

ଉତ୍ତର- ସୂର୍ଯ୍ୟ ।

4- ଆମ ମସ୍ତିକ କେତେ ପ୍ରତିଶତ ପାଣିରେ ତିଆରି ହୋଇଛି ?

ଉତ୍ତର- 75% ।

5- କେଉଁ ଦେଶରେ 10ଟି ଗଛ ଲଗାଇବା ଦ୍ଵାରା ଗ୍ରାଏଜ୍ୟୁସନ ର ଡିଗ୍ରୀ ମିଳିଥାଏ ?

ଉତ୍ତର- ଫିଲିପସ ।

6- ସୁନାର ବସ୍ତ୍ର କେଉଁ ଦେଶର ଲୋକ ପିନ୍ଧିଥାନ୍ତି ?

ଉତ୍ତର- ଭାରତ ।

7- ମୟୂର ର ଜୀବନ କଳା କେତେ ବର୍ଷ ହୋଇଥାଏ ?

ଉତ୍ତର- 20 ବର୍ଷ ।

8- କେଉଁ ପଶୁ କେବଳ କେରଳରେ ଦେଖାଯାଇଥାଏ ?

ଉତ୍ତର- ଘଡିୟାଲ ।

9- କେଉଁ ଦେଶର ଲୋକ ଭାରତ ବୁଲିପାରିବେ ନାହିଁ ?

ଉତ୍ତର- କୋରିୟା ।

10- ଡ୍ରୋନ ରୁ ଡେଲିଭେରୀ ଦେଇଥିବା ବିଶ୍ଵର ପ୍ରଥମ ଦେଶର ନାମ କଣ ?

ଉତ୍ତର- ଅଷ୍ଟ୍ରେଲିୟା ।

11- କେଉଁ ଦେଶରେ ମତଦାନ ନ କରିଲେ ଜୋରିମାନା ଲାଗିଥାଏ ?

ଉତ୍ତର- ଅଷ୍ଟ୍ରେଲିୟା ।

12- ଭାରତର ସବୁଠୁ ବଡ ଚିଡିୟାଘର କେଉଁଠି ଅଛି ?

ଉତ୍ତର- ଚେନ୍ନାଇ ।

13- କେଉଁ ପକ୍ଷୀ କଙ୍କର ପଥର ଖାଇଥାଏ ?

ଉତ୍ତର- ସୁତୁରମୁର୍ଗ ।

14- ଶରୀରରେ କେଉଁ ଅଙ୍ଗ ନିଆଁ ରେ ଜଳେ ନାହିଁ ?

ଉତ୍ତର- ନଖ ।

15- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର- ଡାକ୍ତର ରାଜେନ୍ଦ୍ର ପ୍ରସାଦ ।

16- ଭାରତର ରାଷ୍ଟ୍ରପତି ଙ୍କ ନାମ କଣ ?

ଉତ୍ତର- ଦ୍ରୌପଦୀ ମୁର୍ମୁ ।

17- ଏମିତି କେଉଁ ପକ୍ଷୀ ଅଛି ଯାହାର ଅଣ୍ଡା ସବୁଠୁ ବଡ ହୋଇଥାଏ ?

ଉତ୍ତର- ସୁତୁରମୁର୍ଗ ।

18- ନେତାଜୀ କେଉଁ ମହାପୁରୁଷ ଙ୍କୁ କୁହାଯାଏ ?

ଉତ୍ତର- ସୁବାସ ଚନ୍ଦ୍ର ବୋଷ ।

19- କୁହ ତାହା କଣ ଯାହା ଜେଜେ ଅଟେ କିନ୍ତୁ ଜେଜେ ମା ନୁହେଁ ଭାଇ ଅଟେ କିନ୍ତୁ ଭଉଣୀ ନୁହେଁ ନୌକା ଅଟେ କିନ୍ତୁ ବସ ନୁହେଁ ରୋଜି କିନ୍ତୁ ରୋଟି ନୁହେଁ ?

ଉତ୍ତର- ଦାଦା ଭାଇ ନୋରୋଜି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *