ଓଡ଼ିଆ ସିରିଏଲ ହିରୋଇନ ଶ୍ରଦ୍ଧା (Priyanka Rath) ରିଅଲ ଲାଇଫ ରେ ଦେଖା ଯାଆନ୍ତି ବହୁତ ହଟ ଆଉ ଷ୍ଟାଇଲିସ, ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଗୁଡିକୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ‘କୁଆଁରୀ ବୋହୁ’ ଧାରାବାହିକ ବିଷୟରେ କହିବାକୁ ଯାଉଛୁ । ଏହି ଧାରାବାହିକଟି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛି କାରଣ ଏହି ଧାରାବାହିକରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି ।

ଏହି ସିରିଏଲର କଳାକାର ମାନେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ଏହି ସିରିଏଲର କଳାକାର ମାନେ ରିଅଲ ଲାଇଫରେ କିପରି ଦେଖା ଯାନ୍ତି ଆପଣ ମାନେ ଜାଣି ଛନ୍ତି କି । ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କ ରିଅଲ ଲାଇଫ ଲୁକ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସବିତା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସବିତା । ସବିତାଙ୍କ ଜବରଦସ୍ତ ଅଭିନୟକୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରି ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସବିତା ରିଅଲ ଲାଇଫରେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।

ଦେବିକା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଦେବିକା । ଦେବିକାଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଏହି ସିରିଏଲରେ ସେ ନେଗେଟିଭ ଚରିତ୍ରରେ ନଜର ଆସୁଛନ୍ତି ହେଲେ ଅସଲ ଜୀବନରେ ସେ ବହୁତ ସାଧାରଣ ନଜର ଜୀବନ ଜାପନ କରନ୍ତି ।

ବର୍ଷା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବର୍ଷା । ବର୍ଷାଙ୍କ ଅଭିନୟ ଓ ସୁନ୍ଦରତାକୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ବର୍ଷା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବର୍ଷା ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫରେ ଅଧିକ ଷ୍ଟାଇଲିସ ନଜର ଆସନ୍ତି ।

ଶ୍ରଦ୍ଧା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଶ୍ରଦ୍ଧା । ଶ୍ରଦ୍ଧାଙ୍କ ଜବରଦସ୍ତ ଅଭିନୟକୁ ଆପଣ ମାନେ ଏହି ସିରିଏଲରେ ନିଶ୍ଚୟ ଦେଖିଥିବେ । ଶ୍ରଦ୍ଧା ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫରେ ଅଧିକ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।

ବେଦିକା- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ବେଦିକା । ବେଦିକା ନିଜର ସୁନ୍ଦର ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବେଦିକା ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫରେ ଅଧିକ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି ।

ସାଇ- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ସାଇ । ଆପଣ ମାନେ ଏହି ସିରିଏଲରେ ସାଇଙ୍କ ଜବରଦସ୍ତ ଅଭିନୟକୁ ନିଶ୍ଚୟ ଦେଖିଥିବେ । ସାଇ ନିଜର ହ୍ୟାଣ୍ଡସମ ଲୁକ୍ ପାଇଁ ବହୁତ ଚର୍ଚାରେ ରୁହନ୍ତି । ସେ ରିଲ ଲାଇଫ ପରି ରିଅଲ ଲାଇଫରେ ମଧ୍ୟ ବହୁତ ଷ୍ଟାଇଲିସ ନଜର ଆସନ୍ତି ।

କବିତା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି କବିତା । କବିତା ନିଜର ସୁନ୍ଦର ଅଭିନୟ ପାଇଁ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ସେ ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫରେ ଅଧିକ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *