ହିରୋଇନ Koel Banerjee ଙ୍କ ଦ୍ଵିତୀୟ ବିବାହକୁ ନେଇ କିଛି ଏମିତି କହିଲେ Bobby Mishra, ଦେଖନ୍ତୁ…

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀରେ ଅନେକ ଅଭିନେତା ତଥା ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ଦେଖିବା ନିମନ୍ତେ ଦର୍ଶକେ ବହୁତ ଭଲ ପାଇଥାନ୍ତି । ଆଜି ଆମ୍ଭେ ଅଭିନେତା ବବିମିଶ୍ର ଏବଂ ଅଭିନେତ୍ରୀ କୋୟଲ ବାନାର୍ଜୀ ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ତେବେ ଦ୍ଵିତୀୟ ବିବାହ କରିଛନ୍ତି ଓଲିଉଡ ର ଲୋକପ୍ରିୟ ଅଭିନେତ୍ରୀ କୋୟଲ ବାନାର୍ଜୀ । ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି ଯେ କୋୟଲ ବାନାର୍ଜୀ ଏବଂ ବବି ମିଶ୍ର ଙ୍କ ଯୋଡି ଙ୍କୁ ଦେଖିବାକୁ ଲୋକେ ବହୁତ ପସନ୍ଦ କରିଛନ୍ତି ।

ଏବଂ ଦୁହେଁ ମଧ୍ୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ । ଭଲପାଇ ଉଭୟ ବିବାହ ମଧ୍ୟ କରିଥିଲେ ମାତ୍ର ଗତ ୨ ବର୍ଷ ତଳେ କୋୟଲ ବବି ମିଶ୍ର ଙ୍କ ଠାରୁ ଅଲଗା ହୋଇଯାଇଥିଲେ । ବର୍ତ୍ତମାନ ତାଙ୍କ ଡିଭୋର୍ସ ମଧ୍ୟ ସରିଛି । ଏବଂ କୋୟଲ ସବୁଦିନ ପାଇଁ ଓଡିଶା ସାରି କଲିକତା ରେ ରହୁଥିଲେ । ଏବଂ ସେ କଲିକତାରେ ହିଁ ବିବାହ କରିଛନ୍ତି ।

ସେ ବର୍ତ୍ତମାନ ସେଠାରେ ଚଳଚିତ୍ର ମଧ୍ୟ କରୁଛନ୍ତି । କଲିକତା ରେ ସେ ଦ୍ଵିତୀୟ ବିବାହ କରିଛନ୍ତି ଏବଂ ତାଙ୍କ ଦ୍ଵିତୀୟ ସ୍ଵାମୀ ଙ୍କ ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ଏହାକୁ ଦେଖିବା ପରେ ଓଡିଶା ବାସୀ ତଥା ଅଭିନେତ୍ରୀ କୋୟଲ ଏବଂ ଅଭିନେତା ବବିମିଶ୍ର କୁ ଦେଖୁଥିବା ଲୋକେ ଦୁଃଖ ଅନୁଭବ କରୁଛନ୍ତି । କାରଣ ସବୁବେଳେ କୋୟଲ ବାନାର୍ଜୀ କୁ ସବୁବେଳେ ବବିମିଶ୍ର ଙ୍କ ସହିତ ଦେଖିବାକୁ ପସନ୍ଦ କରନ୍ତି ଏବଂ ୨ ଜଣ ଙ୍କ ଯୋଡି ମଧ୍ୟ ଭଲ ଯୋଡି ଅଟେ ।

କିନ୍ତୁ ବର୍ତ୍ତମାନ ଦୁଇଜଣ ଅଲଗା ହୋଇଯାଇଛନ୍ତି । ଏହି ଖବର କୁ ସମସ୍ତେ ବର୍ତ୍ତମାନ ହଜମ କରିପାରୁ ନାହାନ୍ତି । କୋୟଲ ଙ୍କ ଦ୍ଵିତୀୟ ବିବାହକୁ ନେଇ ବବି ମିଶ୍ର ଙ୍କୁ ପ୍ରଶ୍ନ କରାଯାଇଥିଲା । ଏବଂ ବବିମିଶ୍ର ପ୍ରଶ୍ନ ପ୍ରତି ଉତ୍ତର ଦେଇଥିଲେ ଯେ କୋୟଲ ବାନାର୍ଜୀ ଯେଉଁଠାରେ ରହୁଛନ୍ତି ଖୁସିରେ ରୁହନ୍ତୁ ।

ସେ ଯାହାକୁ ବିବାହ କରିଛନ୍ତି ତାଙ୍କ ସହିତ ଆଗକୁ ସୁଖମୟ ଜୀବନଯାପନ କରନ୍ତୁ ବୋଲି ବବିମିଶ୍ର କହିଛନ୍ତି । ତେବେ ବବିମିଶ୍ର ଏବଂ କୋୟଲ କେଉଁ କାରଣ ନିମନ୍ତେ ଅଲଗା ହୋଇଥିଲେ ଏହା ତାଙ୍କର ବ୍ୟକ୍ତିଗତ କାରଣ ଅଟେ । ମାତ୍ର ଆପଣଙ୍କୁ ତାଙ୍କ ଯୋଡି କେମିତି ଲାଗେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *