ଦୁନିଆର ସବୁଠୁ ଶକ୍ତିଶାଳୀ 10 ଦେଶ ? ଦେଖନ୍ତୁ ଭାରତ ଅଛି କେତେ ନମ୍ବର ରେ ?

ବର୍ତ୍ତମାନ ସବୁ ଦେଶ ନିଜକୁ ଅନ୍ୟ ଦେଶ ଠାରୁ ଅଧିକ ଶକ୍ତିଶାଳୀ ଦେଖାଇବା ପାଇଁ ସମସ୍ତେ ପ୍ରକାରର ଚେଷ୍ଟା କରୁଛନ୍ତି । ଏଥିପାଇଁ ସେମାନେ ନିଜର ସମସ୍ତ ପ୍ରକାରର ସାମର୍ଥ୍ୟକୁ ବଢାଇବାରେ ଲାଗିଛନ୍ତି । ଆଜି ଆମେ ଆପଣଙ୍କୁ ବିଶ୍ଵର କିଛି ଦେଶମାନଙ୍କ ବିଷୟରେ କହିବୁ ଯେଉଁମାନେ କି ନିଜକୁ ଅନ୍ୟ ଦେଶ ଅପେକ୍ଷା ସବୁଠୁ ଅଧିକ ଶକ୍ତିଶାଳୀ ବୋଲି କହିଥାନ୍ତି । ଆଜି ଆମେ ଆପଣଙ୍କୁ ୪ ଟି ଶକ୍ତିଶାଳୀ ଦେଶ ବିଷୟରେ କହିବୁ ।

୧୦- TURKEY, ଯୋଗ୍ରାଫି ହିସାବରେ ଏହାର ଅନେକ ମହତ୍ଵ ରହିଅଛି । ଏହା ୟୁରୋପ ଏବଂ ଏସିଆ ର ଗେଟୱେ ଅଟେ । ଏଥିପାଇଁ ଆମେରିକା ଏବଂ ରଷିଆ ଚାହୁଁଛନ୍ତି ଯେ ତର୍କୀ ତାଙ୍କ ଘେରାରେ ରହୁ । ସୈନ୍ୟ ତାକତ ହିସାବରେ ତର୍କୀ ଙ୍କ ପାଖରେ ଦୁନିଆର ୮ମ ସବୁଠାରୁ ମଜବୁତ ସେନା ଅଛି ।

୯- GERMANY, ଏହା ଦୁନିଆରା ବିକଶିତ ଦେଶ ମଧ୍ୟରୁ ଏକ ଦେଶ ଅଟେ । ଜର୍ମାନୀ ୯ ଦେଶ ସହିତ ନିଜର ବର୍ଡର ସେୟାର କରିଥାଏ । ଏହା ବ୍ୟତୀତ ଏଠାରେ ଅନେକ କେତୋଟି ଇମ୍ପୋର୍ଟାନ୍ତ ରିଭର ଅଛି, ଯାହା ଦ୍ଵାରା ଦେଶର ଆର୍ଥିକ ସ୍ଥିତି ଉପରେ ଏହାର ପ୍ରଭାବ ପଡିଥାଏ । ୮- UNITED KINGDOM, ମର୍ଡନ ଟେକ୍ନୋଲୋଜି ହିସାବରେ ୟୁକେ ର ସାମ୍ନା କେହି ମଧ୍ୟ କରି ପାରିବେ ନାହିଁ । ଏହି ଦେଶର ସବୁଠାରୁ ଶକ୍ତି ଏହାର ରୋୟାଲ navy ଅଟେ ।

୭- FRANCE, ଏହି ଦେଶ ଜର୍ମାନୀ, ଇଟାଲୀ, ଏବଂ ସ୍ପେନ ଭଳି ଦେଶ ସହିତ ନିଜର ବର୍ଡର ସେୟାର କରିଥାଏ । ଦୁନିଆରା କେତେକ ଜାଗାରେ ବର୍ତ୍ତମାନ ମଧ୍ୟ ଫ୍ରାନ୍ସ ର କବଜା ଅଛି ଯାହା ଫ୍ରାନ୍ସ ଟେରୀଟୋରି ନାମରେ ପ୍ରସିଦ୍ଧ ଅଟେ । ୬- SOUTH KOREA, ଏହା ଏସିଆ ର ଧନୀ ଦେଶ ମାନଙ୍କ ମଧ୍ୟରୁ ଏକ ଅଟେ । ଏହା ନିଜ ମର୍ଡନ ଏବଂ ମିଲେଟ୍ରି ପାଇଁ ଜଣାଶୁଣା ଅଟେ । ଏହା ପାଖରେ ବିଶ୍ଵର ସବୁଠାରୁ ବଡ ୬ ଟି ବିଶାଳ AIR FORCE ରହିଅଛି । ୫- JAPAN, ଲୋକେ ଏହି ଦେଶ କୁ ୨ ଟି ଜିନିଷ ପାଇଁ ଜାଣିଛନ୍ତି ତାହା ହେଉଛି ପ୍ରଥମ ପରମାଣୁ ବୋମା ପାଇଁ ଏବଂ ଅନ୍ୟଟି ଟେକ୍ନୋଲୋଜି ନିମନ୍ତେ ।

୪-ଭାରତ- ଦୁନିଆର ଶକ୍ତିଶାଳୀ ଦେଶମାନଙ୍କ ବିଷୟରେ କହିବୁ ତେବେ ଭାରତ ଏହି ଲିସ୍ଟରେ ଚତୁର୍ଥ ସ୍ଥାନରେ ଆସିଥାଏ । ଜନସଂଖ୍ୟା ହିସାବରେ ଭାରତ ଦୁନିଆର ଦ୍ଵିତୀୟ ସବୁଠୁ ବଡ ଦେଶ ଅଟେ । ଗତ ୪ ଦଶକ ମଧ୍ୟରେ ଭାରତ ଏକ ଶକ୍ତିଶାଳୀ ଦେଶ ରୂପରେ ସାମ୍ନାକୁ ଆସିଛି । ଦୁନିଆର ରାଜନୀତି ମଧ୍ୟରେ ଭାରତର ବଢୁଥିବା ଭୂମିକା କାରଣରୁ ଆର୍ଥିକ କ୍ଷେତ୍ରରେ ତାର ସଫଳତା ଅଟେ । ଏକ ରିସର୍ଚ ଅନୁସାରେ ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତର ଅର୍ଥ ବ୍ୟବସ୍ଥା ଦେଶର ଦ୍ଵିତୀୟ ସବୁଠୁ ବଡ ଅର୍ଥ ବ୍ୟବସ୍ଥା ହୋଇଯିବ । ୨୦୩୦ ମଧ୍ୟରେ ଭାରତ ୨୦୩୦ ମଧ୍ୟରେ ବିଶ୍ଵର ତୃତୀୟ ସବୁଠୁ ଶକ୍ତିଶାଳୀ ସୈନ୍ୟବଳ ହୋଇଯିବ ।

୩-ଚୀନ- ଚୀନ ଟେକ୍ନୋଲଜି ଓ ସୈନ୍ୟବଳ ସହ ସବୁଠୁ ଅଧିକ ଜନସଂଖ୍ୟା ବାଲା ଦେଶ ରୂପରେ ବି ଜଣାଯାଏ । ଜିଡ଼ିପି ମାମଲାରେ ଆମେରିକା ପରେ ଚୀନ ଦ୍ଵିତୀୟ ଦେଶ ଅଟେ । ଯଦି ଚୀନର ଅର୍ଥ ବ୍ୟବସ୍ଥା ବିଷୟରେ କହିବା ତେବେ ଚୀନର ଅର୍ଥ ବ୍ୟବସ୍ଥା ଭାରତର ଅର୍ଥ ବ୍ୟବସ୍ଥା ଠାରୁ ଚାରି ଗୁଣା ଅଧିକ ଅଟେ ।

୨- ଋଷ- ଋଷ ଏକ ଏମିତି ଦେଶ ଅଟେ ଯିଏକି ଆମେରିକାକୁ ଟକ୍କର ଦେବାର କ୍ଷମତା ରଖିଥାଏ । ବର୍ତ୍ତମାନ ସମୟରେ ଋଷ ପାଖରେ ସବୁଠୁ ଶକ୍ତିଶାଳୀ ଓ ବିକଶିତ ହଥିୟାର ଅଛି । ଋଷ ଆଜି ଭାରତ ସହ ଦେଶର ୮୦ ଦେଶକୁ ହଥିୟାର ବିକ୍ରି କରିଥାଏ । ଏହା ସହିତ ଋଷ ତେଲ ଉତ୍ପାଦନ କ୍ଷେତ୍ରରେ ବି ନିଜକୁ ବିକଶିତ କରିଛି । ଟେକ୍ନୋଲୋଜି ମାମଲାରେ ବି ଋଷ କୌଣସି ଦେଶ ଠାରୁ କମ ନୁହେଁ । ଋଷ ପାଖରେ ଆମେରିକା ଠାରୁ ବି ବହୁତ ଅଧିକ ଟ୍ୟାଙ୍କ ଅଛି ।

୧-ଆମେରିକା- ଆମେରିକାକୁ ବର୍ତ୍ତମାନ ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ କୁହାଯାଏ । ଆମେରିକା ଦୁନିଆରେ ହଥିୟାର ସପ୍ଲାଏ କରିବାର ମାମଲାରେ ବହୁତ ଆଗରେ ଅଛି । ଋଷ ଓ ଚୀନ ଭଳି ଦେଶରେ ନିଜର ପ୍ରଭାବ ପକାଇବା ପାଇଁ ଆମେରିକା କୌଣସି ବି ସୀମା ପାର କରି ପାରେ । ଏହି କାରଣ ଅଟେ କି ଆମେରିକାର ସୈନ୍ୟବଳ ଆରମ୍ଭରୁ ହିଁ ମଜବୁତ ଥିଲା ।

ଯେଉଁ ଦେଶର ସୈନ୍ୟବଳ ଯେତିକି ମଜବୁତ ହୋଇଥାଏ ସେହି ଦେଶ ସେତିକି ଶକ୍ତିଶାଳୀ ହୋଇଥାଏ । ଆମେରିକା ନିଜର ସୈନ୍ୟବଳ ଉପରେ ବହୁତ ଟଙ୍କା ଖର୍ଚ କରିଥାଏ । ହଥିୟାର ବିକ୍ରି କରିବା ଆମେରିକାର ଆୟର ଏକ ବଡ ମାଧ୍ୟମ ଅଟେ । ଏହା ଛଡା ଏହି ଦେଶର କମ୍ପାନୀ ଦୁନିଆର ସବୁଠୁ ବଡ କମ୍ପାନୀ ଅଟନ୍ତି ।

Leave a Reply

Your email address will not be published.