ମୃତ୍ୟୁ ପରେ Bollywood Singer KK ନିଜ ପରିବାର ପାଇଁ ଛାଡି ଯାଇଛନ୍ତି କେତେ ସମ୍ପତ୍ତି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଗତ କାଲି ସାରା ଭାରତରେ ଏକ ଦୁଃଖର ଖବର ଛାଇ ଯାଇଥିଲା । ବଲିଉଡର ଲୋକପ୍ରିୟ ଗାୟକ କେକେ ଆମ ମାନଙ୍କୁ ଛାଡି ଗତ କାଲି ଚାଲି ଯାଇଛନ୍ତି । ଡିଆ ରିପୋର୍ଟସ ଅନୁସାରେ ଗତ କାଲି ରାତିରେ କେକେ କଲିକତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ଗୀତ ଗାଉଥିବା ସମୟରେ ହଠାତ ଅସୁସ୍ଥ ହୋଇ ଯାଇଥିଲେ । ଏହା ପରେ ତାଙ୍କୁ ସିଏମଆରଆଇ ହସ୍ପିଟାଲ ନିଆଯାଇଥିଲା ହେଲେ ବନ୍ଧୁଗଣ ହସ୍ପିଟାଲରେ ତାଙ୍କୁ ମୃତ୍ୟୁ ଘୋଷିତ କରଯାଇଥିଲା ।

କେକେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । କେକେ ବଲିଉଡର ଜଣେ ପ୍ରସିଦ୍ଧ ଗାୟକ ଥିଲେ । କେକେଙ୍କ ଅକାଳ ବିୟୋଗ ପରେ କେବଳ ବଲିଉଡ ଇଣ୍ଡଷ୍ଟ୍ରି ନୁହେଁ ସାରା ଭାରତରେ ଶୋକର ଛାୟା ଖେଳି ଯାଇଛି ।

ତେବେ ବର୍ତ୍ତମାନ କେକେଙ୍କ ଫ୍ୟାନ୍ସ ମାନେ ନିଜ ନିଜର ଦୁଃଖ ପ୍ରକାଶ କରିଛନ୍ତି ଆଉ ସୋସିଆଲ ମିଡିଆରେ କେବଳ କେକେଙ୍କ ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି ।ବନ୍ଧୁଗଣ କେକେ କେତେ ଟଙ୍କା ସମ୍ପତ୍ତିର ମାଲିକ ଥିଲେ ଆପଣ ମାନେ କଣ ଜାଣିଛନ୍ତି ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ କେକେ ପିଲା ଦିନରୁ ଗୀତ ଗାଇବା ଆରମ୍ଭ କରିଥିଲେ । ତାଙ୍କ କଣ୍ଠ ଶୁଣି ସମସ୍ତେ ଖୁସି ହୋଇଯାଉଥିଲେ । ସେ ଗ୍ରାଜୁସେଅନ କରିବା ପରେ ନିଜ ସାଙ୍ଗ ମାନଙ୍କ ସହ ଏକ ରକ୍ ବ୍ୟାଣ୍ଡ ଖୋଲିଥିଲେ । ଏହା ପରେ କେକେ ମୁମ୍ବାଇ ଆସି ନିଜ କାରିୟରର ଆରମ୍ଭ କରିଥିଲେ । କେକେ ମାଲାୟଲମ, ବଙ୍ଗାଳୀ, ହିନ୍ଦୀ, ତେଲୁଗୁ ଓ ତାମିଲ ଆଦି ଅନେକ ଭାଷାରେ ଗୀତ ଗାଇଛନ୍ତି । କେକେ ଗୋଟିଏ ଗୀତ ଗାଇବା ପାଇଁ 5-6 ଲକ୍ଷ ଟଙ୍କା ନିଅନ୍ତି ।


କେକେ ଲାଇବ କନସେପ୍ଟ କରିଲେ 10-15 ଲକ୍ଷ ଟଙ୍କା ନେଉଥିଲେ । ମିଡିଆ ରିପୋର୍ଟସ ଅନୁସାରେ କେକେଙ୍କ ପାଖରେ 60 କୋଟି ଟଙ୍କାର ସମ୍ପତ୍ତି ଥିଲା । ଏହା ସହିତ କେକେଙ୍କ ପାଖରେ ଗୋଟେ ଆଲିଶାନ ଘର ଓ କେତେକ ଲକ୍ସରି କାର ମଧ୍ୟ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଗାୟକ କେକେ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *