‘ବାହା ତ ହେଲେ ଗଲା ରାତିରେ ଶୋଇଲେ ଗଲା, ପୁଅର ସାଙ୍ଗକୁ ହେଲେ ହଉ, କିନ୍ତୁ ବାହା ହେଲା ପରେ ଆଉ ଯେମିତି…’: Sura Routray

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାହା ହୋଇକି ଆଉ ନଟରପଟରରେ ନପଶିଲେ ଗଲା । ତେବେ ଏପରି କିଛି ରୋଚକପୂର୍ଣ୍ଣକଥା ବିଧାୟକ ସୁର ରାଉତଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ସୁର ରାଉତଙ୍କ କହିବା ଅନୁଯାଇ କ୍ଯାପଟେନ ଦିବ୍ୟଶଙ୍କରର କେତେ ଆଡେ କେତେ ସବୁ ନାଟ ରହିଥିଲା ତାହା ତ କହି ହେବ ନାହିଁ । ହେଲେ ବାହା ଏବେ ହୋଇ ସାରିଲା ପରେ ଆଉ ନଟରପଟର କାହା ସହିତ ନହୋଇ ନିଜ ବିବାହିତ ସ୍ତ୍ରୀ ସହ ମିଶିକି ରହିଲେ ହେଲା ।

ବାହାଘରର ବୈବାହିକ ଜୀବନ କ୍ଯାପଟେନ ଦିବ୍ୟଶଙ୍କରଙ୍କର ଭଲରେ ଭଲରେ ବିତୁ । ନବ ବିବାହିତ ସ୍ଵାମୀ ଓ ସ୍ତ୍ରୀଙ୍କର ଦାଂପତ୍ଯ ଜୀବନ ମଧୁରମୟ ରହୁ । ତେବେ ବିଧାୟକ ସୁର ରାଉତଙ୍କର କହିବା ଆଧାରରେ ମୁଁ କୁଆଡେ ଶୁଣିବାକୁ ପାଇଛି । କ୍ଯାପଟେନ ଦିବ୍ୟଶଙ୍କର ତା’ ର ପୁଅ ବୟସର ଝିଅ ଅର୍ଥାତ ପୁଅର ସାଙ୍ଗକୁ ବାହା ହେଉଛି ।

ତେବେ ଦିବ୍ୟଶଙ୍କରର ପୁଅକୁ ୨୨ ବର୍ଷ ଭଳି ହେବ । ଦିବ୍ୟଶଙ୍କର ବାହା ହେଉଥିବା ଝିଅର ବୟସ ୧୯ ବର୍ଷ ହେବ । ତେବେ କ୍ଯାପଟେନ ଦିବ୍ୟଶଙ୍କର ନିଜ ଠାରୁ ପାଖାପାଖି ୨୦ ବର୍ଷ ବୟସ ସାନ ଝିଅକୁ ବିବାହ କରିଛନ୍ତି ବୋଲି ସବୁଆଡେ ଏବେ କ୍ଯାପଟେନ ଦିବ୍ୟଶଙ୍କରର ହିଁ ବାହାଘର ବିଷୟରେ ଚର୍ଚା ଚାଲିଛି ।

ତେବେ ଏହି କଥାକୁ ଆଖି ଆଗରେ ରଖି ସୁର ରାଉତ ମନ୍ତବ୍ୟ ଦେଇଛନ୍ତି । ବୟସ ଯାହା ବି ହେଉ ଉଭୟ କ୍ୟାପେଟେନ ଦିବ୍ୟଶଙ୍କର ଓ ସେ ଯାହାକୁ ବାହା ହୋଇଛନ୍ତି । ତାଙ୍କର ବାହାଘର ପରେ ବୈବାହିକ ଜୀବନ ଭଲରେ ରହିଲେ ସବୁ କିଛି ଭଲ ରହିବ । ଯଦି ଜଣେ ଅନ୍ୟ ଜଣଙ୍କ ପ୍ରତି ମନ ପାଇଛି ଉଭୟ ଉଭୟଙ୍କୁ ଭଲ ପାଇଛନ୍ତି ।

ସେଠି ବାହା ହୋଇଯିବା ହିଁ ଉଚିତ ଅଟେ । ମନ୍ଦିର, ଘର, ଅଗଣା, ଜଙ୍ଗଲ ହେଉ କି ପୋଖରୀ ଯେଉଁଠି ବି ହେଉ ବାହା ହୋଇଗଲେ ଗଲା । ତେବେ ଏପରି କିଛି କ୍ଯାପଟେନ ଦିବ୍ୟଶଙ୍କର ମିଶ୍ର ଉପରେ ମନ୍ତବ୍ୟ ଦେଇ ଚର୍ଚାରେ ରହିଛନ୍ତି ବିଧାୟକ ସୁର ରାଉତ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *