20 Interesting Gk Questions: କିଣିବା ବେଳେ କଳା, ଜଳେଇଲେ ଲାଲ ଓ ଫିଙ୍ଗିବା ବେଳେ ଧଳା ! କୁହନ୍ତୁ ତାହା କଣ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ରୋଗ ନଥିଲେ ମଧ୍ୟ ମୁ ବଟିକା ଖାଇଥାଏ ମୋ କଥା ଶୁଣି ଛୁଆ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସବୁ ଡଋ ଯାନ୍ତି ?

ଉତ୍ତର- ବନ୍ଧୁକ

୨. ବନେଇ ଥିବା ଲୋକ ତାର ଉପଯୋଗ କରି ନଥାଏ ଉପଯୋଗ କରିଥିବା ଲୋକ ତାକୁ ଦେଖି ନଥାଏ ଆଉ ଦେଖିବା ବାଲା ଲୋକ ତାକୁ ପସନ୍ଦ କରି ନଥାଏ କୁହନ୍ତି ତାହା କଣ ?

ଉତ୍ତର- କଫନ

୩. ପଢିବା ଲେଖିବାରେ ମୁ କାମକୁ ଆସିଥାଏ ପେନ ନୁହେଁ କି କାଗଜ ନୁହେଁ ବୁଝ ମୋର ନାମ, ତାହା କଣ ?

ଉତ୍ତର- ଚଷମା

୪. ଏମିତି କେଉଁ ଜିନିଷ ଅଛି ଯାହାକୁ ଯେତେ ଅଧିକ ଟାଣିବ ସେ ସେତେ ଅଧିକ କମି ଯାଇଥାଏ ?

ଉତ୍ତର- ସିଗାରେଟ ବା ବିଡି

୫. ଯେତେ ଅଧିକ ସେବା କରିଥାଉ ସେତେ ଅଧିକ କମି ଥାଏ ସବୁ ରଙ୍ଗ ନୀଳ ହଳଦିଆ ପାଣି ସହ ମିସିଥାଏ, କୁହନ୍ତି କଣ ?

ଉତ୍ତର- ସାବୁନ

୬. ଗୋଟେ ଗୁମ୍ଫାର ଦୁଇଟି ଚୌକିଦାର ଗୋଟେ ଧଳା ଓ ଆଉ ଗୋଟେ କଳା କୁହନ୍ତି କଣ ?

ଉତ୍ତର- ନିଶ


୭. ସାରା ଦୁନିଆ ବୁଲିଥାଏ ହେଲେ ମାଟିରେ ପାଦ ଦେଇ ନଥାଏ, ଦିନ ସାରା ସୋଇଥାଏ ରାତିରେ ଉଠିଥାଏ କୁହନ୍ତି କଣ ?

ଉତ୍ତର- ଜହ୍ନ ଓ ତାରା

୮. ନାଲି ଘୋଡା ରାହିଜାଏ କଳା ଘୋଡା ଦଉଡି ଥାଏ କୁହନ୍ତି କଣ ?

ଉତ୍ତର- ନିଆଁ ଓ ଧୂଆଁ

୯. ଗୋଟିଏ ରାଜାର ଅଦ୍ଭୁଦ ରାଣୀ ଲାଞ୍ଜ ସାହାରାରେ ପିଏ ପାଣି, କୁହନ୍ତି ଏହା କଣ ?

ଉତ୍ତର- ଦୀପ

 

୧୦. ବାପା ନିଜ ଛୁଆକୁ ଗିଫ୍ଟ ଦେଇ କହିଲା, ଯେତେବେଳେ ତମକୁ ଭୋକ ଲାଗିବ ଖାଇଦେବ, ଯେତେବେଳେ ଶୋସୋ ଲାଗିବ ପିଇଦେବ ଓ ଥଣ୍ଡା ଲାଗିଲେ ଜଳେଇ ଦେବ, କୁହନ୍ତି ଗିଫ୍ଟ କଣ ?

ଉତ୍ତର- ନଡିଆ

୧୧. ୮କୁ ଲେଖନ୍ତୁ ୮ ଥର ଉତ୍ତର ଆସିବ ୧୦୦୦ ?

ଉତ୍ତର- ୮୮୮+୮୮+୮+୮+୮=୧୦୦୦

୧୨. କିଣିଲେ କଳା, ଜାଳିଲେ ନାଲି ଓ ଫିଙ୍ଗିଲେ ଧଳା କୁହନ୍ତି କଣ ?

ଉତ୍ତର- କୋଇଲା

Leave a Reply

Your email address will not be published. Required fields are marked *