ତିନି ଜଣ ମିଶିଗଲେ ଭାଙ୍ଗିବ ବିଜେଡି ସରକାର, ଜାଣନ୍ତୁ କିଏ ସେହି 3 ଜଣ, ସତରେ କଣ ଏମାନେ ହେବେ ଏକାଠି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତେ  ନଦୀ ନବୀନ ହେଉଛନ୍ତି ମହା ସାଗର । ତେବେ ଓଡିଶା ରାଜନୀତିରେ ଚାଲିଛି ଏପରି କିଛି ରାଜନୈତିକ ଚର୍ଚା । ତେବେ ଓଡିଶାରେ ବିଜେଡି ଦଳ ଏବେ ପାୱାରରେ ରହିଛି । କାରଣ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀଙ୍କର ସ୍ଥାନ ଆଉ କିଏ ଆଗାମୀ ସମୟରେ ନେଇ ପାରିବ କି ନାହିଁ ଚର୍ଚା ଚାଲିଛି । ତେବେ ଏପଟେ ବିଜେପିରେ ଜଣଙ୍କ ଠୁ ବଳି ଆଉ ଜଣେ ଯୋଦ୍ଧା ଅଛନ୍ତି ।

ଯେପରି ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ । ହେଲେ ୩ ଜଣ ଗୋଟିଏ ଦଳରେ ରହି ମଧ୍ୟ ସମସ୍ତଙ୍କ ମଧ୍ୟରେ ସେପରି ଏକତା ରହି ନାହିଁ । ତେବେ ଅପରାଜିତା ଷଡଙ୍ଗୀ IAS ର ଢଙ୍ଗୀଙ୍କୁ ଛାଡି ବିଜେପିରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନାଇପାରିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ଦଳ ବିଜେପରି ପାଇଁ ବହୁ ପରିଶ୍ରମ କରିଛନ୍ତି । ଯେଉଁ କାରଣରୁ ବିଜେପିରେ ଆଗାମୀ ସମୟରେ ଶାଶନ ଫେରି ପାଇବାର ଆଶା ରହୁଛି ।

ତେବେ ବୈଜନ୍ତ ପଣ୍ଡା ମଧ୍ୟ ଦଳର ଏ ସୁଦୃଢ ନେତା ଭାବରେ ପରିଚିତ ଅଟନ୍ତି । ତେବେ ୩ ଜଣ ଟାଣୁଆ ତଥା ପ୍ରଭାବସାଳୀ ନେତୃବୃନ୍ଦ ହୋଇ ମଧ୍ୟ ଏପଟେ ଜଣେ ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହିତ ସହିତ ସମାନ । ତେବେ ଯଦି ବୈଜନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ୩ ଜଣ ମିଶିକି ନିଜ ନିଜ ମଧ୍ୟରେ ଏକତା ରକ୍ଷା କରିକି ନିଜ ଦଳକୁ ପୁଣି ଥରେ ଶାସନ କ୍ଷମତା ଫେରାଇବାକୁ ଚାହିଁବେ ।

ତେବେ ହୁଏତ ଆଗାମୀ ସମୟରେ ବିଜେପି ଦଳ ଓଡିଶାରେ ଶାସନ କ୍ଷମତାକୁ ଆସିପାରିବେ । ହେଲେ ସେପରି କିଛି ଦଳରେ ଦ୍ରୁଷ୍ଟିଗୋଚର ହେଉନହିଁ । ବୈଜନ୍ତ ପଣ୍ଡା , ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀ ୩ ଜଣ ବିଜେପି ଦଳରେ ରହିଥିଲେ ମଧ୍ୟ ପଦ୍ମ ତୋଳିଲା ବେଳକୁ ଜଣଙ୍କର ମୁହଁ ଏପଟକୁ ହେଲା ବେଳେ ଅନ୍ୟ ଜଣଙ୍କର ମୁହଁ ସେପଟକୁ ହୋଇ ରହୁଛି ।

ତେବେ ଏପରି ଏକତା ନଥିବା ସ୍ଥାନରେ ବିଜେପି ଦଳ ଓଡିଶାରେ ଆଗାମୀ ନିର୍ବାଚନରେ ଶାସନ ଗାଦୀରେ ବସିପାରିବ କି ନାହିଁ ତାହାକୁ ନେରି ଆଲୋଚନା ଚାଲିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *