କାରୋନା ଭାଇରସ ସଂକ୍ରମଣ ବାଢୁଥିବାରୁ ମାର୍ଚ୍ଚ ମାସରୁ ସ୍କୁଲ ବନ୍ଦ ଅଛି ଓ ଅନ୍ଲାଇନ ପାଠ ପଢା ଜାରି ଅଛି । ବର୍ତ୍ତମାନ ସ୍କୁଲ ଗୁଡିକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆ ଯାଉଛି । ଖବର ଅନୁସାରେ ସେପ୍ଟେମ୍ବର ମାସ ସୁଧା ସ୍କୁଲ ଗୁଡିକ ଖୋଳିପାରେ ହେଲେ ପ୍ରଥମେ ଦଶମ ଓ ଦ୍ଵାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ଓ ସଂକ୍ରମଣ କମିଳା ପରେ ଅନ୍ୟ ପିଲାମାନେ ସ୍କୁଲ ଯିବେ । କିନ୍ତୁ ବର୍ତ୍ତମାନ ଦଶମ ଓ ଦ୍ଵାଦଶ ପିଲାଙ୍କ କ୍ଳାସ ସପ୍ତାହରେ 2-3 ଦିନ ହେବ । ସୂଚନା ଯୋଗ୍ୟ ଯେ ସେପ୍ଟେମ୍ବର ମାସ ପୂର୍ବରୁ ସ୍କୁଲ ଖୋଲିବାର ଘୋଷଣା କରି ପାରନ୍ତି ସରକାର ।
ସ୍କୁଲ ଖୋଲିବା ପାଇଁ ପଡୁଛି ପ୍ରେସର

ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଘରୋଇ ସ୍କୁଲ ମାଲିକ ମାନଙ୍କର ପ୍ରେସର ପଡୁଛି । ଅଧିକାଂଶ ଘରୋଇ ସ୍କୁଲ ମାଲିକଙ୍କର କହିବା ଅଟେ କି ସଂପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଅନ୍ଲାଇନ ହେଇ ପାରିବ ନାହିଁ । ଯେଉଁ ଷ୍ଟୁଡେଣ୍ଟ ମାନଙ୍କର କିଛି ମାସ ପରେ ବୋର୍ଡ ପରୀକ୍ଷା ଅଛି ସେମାନଙ୍କୁ ଶ୍ରେଣୀକୁ ଓ ଲ୍ୟାବ କୁ ନ ଆସିଲେ ପାଠ୍ୟକ୍ରମ ଶେଷ ହୋଇ ପାରିବ ନାହିଁ । ତେଣୁ ଜେମୁଟି କାରୋନା ସାମାଜିକ ଦୂରତା ନିୟମ ମାନି ସାଧାରଣ ଜନତାଙ୍କ ପାଇଁ ବଜାର, ମନ୍ଦିର, ବସ ଚାଲି ପାରୁଛି ସେହିପରି ସାମାଜିକ ଦୂରତା ନିଯମରେ ସ୍କୁଲ ଖୋଲିବା ଦରକାର ।

NCERT ନିର୍ଦେଶାବଳୀ ପ୍ରସ୍ତୁତ କରିଛି
ସୂଚନା ଅନୁଯାଇ ଏହି ଦାବୀକୁ ଆଖି ଆଗରେ ରଖି ବର୍ତମାନ କେନ୍ଦ୍ରସରକାର ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି । ଏବେ ବିଦ୍ୟାଳୟ ଗୁଡିକ ସୁରକ୍ଷା ନିର୍ଦେଶାବଳୀ ସହିତ ଆରମ୍ଭ ହୋଇପାରେ । ସୂଚନା ଅନୁଯାଇ ବିଦ୍ୟାଳୟ ଗୁଡିକ ପାଇଁ ସୁରକ୍ଷା ନିର୍ଦେଶାବଳି ପ୍ରସ୍ତୁତ କରୁଛି NCERT । ଏହି ନିୟମାବଳୀ ରାଜ୍ୟ ଓ ଦେଶରେ କାର୍ଯ୍ୟକାରୀ ହେବ ।

ଏହି ନିୟମ ଅନୁସାରେ ପିଲାମାନଙ୍କ ମଧ୍ୟରେ ଦୂରତା ରଖିବା, ସାବୁନରେ ହାତ ସଫା କରିବା, ମାସ୍କ ପିନ୍ଧିବା, ମାସ୍କ ପିନ୍ଧିବା, ଆସେମ୍ବଲି ର ଆୟୋଜନ ନକରିବା, ପ୍ରତିଦିନ ଶ୍ରେଣୀକୁ ପରିଷ୍କାର ରଖିବା ନିୟମ ସାମିଲ ଅଛି । ଯେମିତି ସୁରକ୍ଷା ନିର୍ଦେଶାବଳୀର ଉଲଂଘନ ନ ହୁଏ ତାହାର ଦାୟିତ୍ଵ ସ୍କୁଲ ଗୁଡିକ ନେବେ ।

ଆପଣଙ୍କୁ ଏହି ସୂଚନା ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହିତ ଶେୟାର କରନ୍ତୁ । ଦୈନଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ , ଧନ୍ୟବାଦ

