ମାତ୍ର 7 ଦିନ ଖାଲି ପେଟରେ ଗୁଡ ଖାଇ ଗରମ ପାଣି ପିଇବା ଦ୍ଵାରା ମିଳିଥାଏ ଏହି ଚମତ୍କାରୀ ଫାଇଦା, ମୂଳରୁ ଶେଷ ହୋଇଯାଏ ଏହି 8 ଟି ଭୟଙ୍କର ରୋଗ- Health Tips

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ମନୁଷ୍ୟ ଶରୀର ସୁସ୍ଥ ରହିବା ପାଇଁ ବହୁତ ଜିନିଷ ର ଆବଶ୍ୟକ ହୋଇଥାଏ ।କିଛି ପୃଷ୍ଟିସାର ଖାଦ୍ୟ ଖାଇବା ଦ୍ଵାରା ଦେହ ବହୁତ ସୁସ୍ଥ ରହିଥାଏ ।ଯଦି ଆପଣଙ୍କୁ ସୁସ୍ଥ , ସବଳ ରହିବାର ଅଛି ଏବଂ ମିଠା ବି ଖାଇବାର ଅଛି । ତେବେ ଏହା ପାଇଁ ଗୁଡ଼ ଗୋଟିଏ ବହୁତ ଭଲ ଉପାୟ । ମନୁଷ୍ୟ କୁ ସୁସ୍ଥ ରହିବା ପାଇଁ ପ୍ରତିଦିନ ଏହାର ପ୍ରୟୋଗ କରିବା ଆବଶ୍ୟକ । ପୁରୁଣା ଆୟୁର୍ବେଦିକ ଗ୍ରନ୍ଥ ଷ୍ଟାଙ୍ଗରୁତ୍ୟା ରେ ମହାଋଷି ବାଗବଡ଼ ଲେଖିଥିଲେ ଯେ ଗୁଡ଼ ରେ ଥିବା ତତ୍ତ୍ୱ ଶରୀର ରେ ଥିବା ଏସିଡ କୁ ନଷ୍ଟ କରିଥାଏ । ଏବଂ ଏହାର ପୁରା ଓଲଟା ଚିନି ଖାଇବା ଦ୍ବାରା ଏସିଡ ବଢିଯାଇଥାଏ ।

ଯାହାଫଳରେ ଆମ ଶରୀର ରେ ବହୁତ ରୋଗ ହୋଇଥାଏ ଏବଂ ଚର୍ବି । ଖାଇବା ଖାଇବାର କିଛି ସମୟ ପରେ ୨୦ ଗ୍ରାମ ଗୁଡ଼ ଖାଇବା ନିହାତି ଜରୁରୀ । ପୁରୁଣା ସମୟରେ ଗୁଡ଼ କୁ ଖୁବ ଶୁଭ ବୋଲି ମନାଯାଇଥାଏ । ଯେତେବେଳେ କି ଚିନି କୁ ସଫା ବିଷ ମନାଯାଏ । ଯାହାର ରକ୍ତ ର ଅଭାବ , ଆଣ୍ଠୁଗଣ୍ଠି ଦରଜ , ମୋଟପଣ , ସିଡି ଚଢ଼ିବାରେ ଅସୁବିଧା , ଭିତରୁ କମଜୋର , ପୁରା ଦିନ ହାଲିଆ ଶରୀର ରେ ଶକ୍ତି ନଥାଏ , ପେଟ ଜନିତ ରୋଗ , କିଡନୀ ରେ ପଥର , ମୁଁହ ରେ ବ୍ରଣ ଆଦି ସମସ୍ତ ପ୍ରକାର ଅସୁବିଧା ଦୂର କରିବା ବିଷୟରେ ଜାଣନ୍ତୁ ।

ଯଦି ଆପଣ ସକାଳୁ ଉଠି କିଛି ମାତ୍ରାରେ ଗୁଡ଼ ଖାଇ ତାପରେ ଉଷୁମ ପାଣି ପିଇବା ଦ୍ୱାରା ଆପଣଙ୍କର ଶରୀର ର ପ୍ରାୟ ୮୦ ପ୍ରତିଶତ ରୋଗ ସମାପ୍ତ ହୋଇଯାଇଥାଏ । ଯଦି ଆପଣ ଏହାକୁ ପୁରା ସାତ ଦିନ କରିବେ ତେବେ ଆପଣଙ୍କର ଗ୍ୟାସ , ପେଟ ଦରଜ , କବଜ ଆଦି ସମସ୍ତ ପ୍ରକାର ପେଟ ରୋଗ ଭଲ ହୋଇଯାଇଥାଏ । ଗୁଡ଼ ଆପଣ ଖାଇବା ଦ୍ୱାରା ଆପଣଙ୍କର ଥଣ୍ଡା , କାଶ ଆଦି ଭଲ କରିଦେଇଥାଏ ।

ଗୁଡ଼ ହଜମ ଶକ୍ତି ପାଇଁ ଖୁବ ଉପଯୋଗୀ ହୋଇଥାଏ । ଏହାକୁ ଖାଇବା ଦ୍ଵାରା ଆପଣଙ୍କର ହଜମ ଶକ୍ତି ବଢିଥାଏ । ଖାସ କରି ମହିଳା ମାନଙ୍କ ପାଇଁ ଏହା ଖୁବ ଦରକାରୀ ହୋଇଥାଏ ।ଯଦି ଆପଣଙ୍କର ହଜମ ଶକ୍ତି ହେଉନାହିଁ କିମ୍ବା ଗ୍ୟାସ ହେଉଛି ତେବେ ସବୁବେଳେ ଖାଇସାରିବା ପରେ ଗୁଡ଼ କିଛି ଖାନ୍ତୁ। ସବୁଦିନ କିଛି ଗୁଡ଼ ସହ ପାଣି ପିଇବା ଦ୍ୱାରା ଆପଣଙ୍କର ଅନେକ ପ୍ରକାର ଫାଇଦା ହୋଇଥାଏ । ଯଦି ଆପଣଙ୍କୁ ରାତିରେ ନିଦ ହେଉନାହିଁ ତେବେ ଆପଣ ଗୋଟେ ଗ୍ଲାସ କ୍ଷୀର କୁ ଜାଇଫଳ ସହ ଫୁଟାଇ କିଛି ଗୁଡ଼ ମିଶାଇ ପିଇବେ ତେବେ ଆପଣଙ୍କୁ ଭଲଭାବରେ ନିଦ ହେବ ।

ଯଦି ଆପଣଙ୍କୁ ଆଣ୍ଠୁଗଣ୍ଠି ରୋଗ ହେଉଛି ତେବେ ସକାଳୁ ଗୋଟେ ଚାମଚ ସୁଣ୍ଠି ସହ ଗୋଟେ ଚାମଚ ଗୁଡ଼ ମିଶାଇ ତା ପରେ ଉଷୁମ ପାଣି ପିଇବା ଦ୍ୱାରା ଆପଣଙ୍କର କଷ୍ଟ ଦୂର ହୋଇଥାଏ । ସବୁ ପ୍ରକାର ଆଣ୍ଠୁଗଣ୍ଠି ରୋଗ ଦୂର ହୋଇଥାଏ । ଏହାଛଡା ଆପଣଙ୍କର ସବୁ ରୋଗ ପ୍ରାୟ ପେଟ ରୁ ହୋଇଥାଏ ତା ଭିତରୁ କବଜ ହେଉଛି ମୁଖ୍ୟ ଏହା କୁ ଭଲ କରିଲେ ଆପଣଙ୍କର ସବୁ ପ୍ରକାର ରୋଗ ଚୁଟି ଝଡ଼ିବା , ଉଚ୍ଚ ରକ୍ତଚାପ ଆଦି ଠିକ ହୋଇଯାଇଥାଏ ।

ଆପଣ ସକାଳୁ ବିନା ଦାନ୍ତ ଘଷି କିଛି ଗୁଡ଼ ଖାଇ ତାପରେ ଗୋଟେ ଦୁଇ ଗ୍ଲାସ ପାଣି ପିଇବା ଦ୍ୱାର ସାତ ଦିନ ମଧ୍ୟରେ ଏହା ଭଲ ହୋଇଯାଇଥାଏ । ଯାହାଦ୍ୱାରା ଆପଣଙ୍କୁ ଉତ୍ତମ ଫାଇଦା ମିଳିଥାଏ । ଗୁଡ଼ ଆପଣଙ୍କ ଶରୀର କୁ ଶକ୍ତ ରଖିଥାଏ । ଋତୁସ୍ରାବ ସମୟରେ ଗୁଡ଼ ଖାଇବା ଦ୍ବାରା ଏହା ଆପଣଙ୍କ ଶରୀର କୁ ଗରମ ରଖିଥାଏ ଏବଂ କଷ୍ଟ କମ ହୋଇଯାଇଥାଏ । ତେଣୁ ପ୍ରତିଦିନ ଗୁଡ଼ ର ବ୍ୟବହାର କରନ୍ତୁ ଯାହା ଦ୍ୱାରା ଆପଣଙ୍କୁ ବହୁତ ଉପକାର ହୋଇଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *