ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ ।
ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।
ପ୍ରଶ୍ନ- ୧
ସବୁଠୁ ଅଧିକ ପ୍ରୋଟିନ କେଉଁଥିରେ ମିଳିଥାଏ ?
ଉତ୍ତର- ସୋୟାବିନ
ପ୍ରଶ୍ନ- ୨
ଦୁନିଆର ଦ୍ୱିତୀୟ ତାଜମହଲ କେଉଁଠାରେ ଅଛି ?
ଉତ୍ତର- ବଙ୍ଗଳାଦେଶରେ ଅଛି
ପ୍ରଶ୍ନ- ୩
ମନ୍ଦିରର ସହର କାହାକୁ କହନ୍ତି ?
ଉତ୍ତର- ବନାରସ
ପ୍ରଶ୍ନ- ୪
ମସଲାର ରାଣୀ କାହାକୁ କୁହାଯାଏ ?
ଉତ୍ତର- ଅଳେଇଚ
ପ୍ରଶ୍ନ- ୫
ମେଘର ଘର ଭାରତର କେଉଁ ରାଜ୍ୟ କୁ କୁହାଯାଏ ?
ଉତ୍ତର- ମେଘାଳୟକୁ
ପ୍ରଶ୍ନ- ୬
କେଉଁ ଗ୍ରହକୁ ଲାଲ ଗ୍ରହ କହିଥାନ୍ତି ?
ଉତ୍ତର- ମଙ୍ଗଳ ଗ୍ରହ
ପ୍ରଶ୍ନ- ୭
ଚୌରି ଚୌରା କାଣ୍ଡ କେଉଁଠାରେ ହୋଇଥିଲା ?
ଉତ୍ତର- ଗୋରଖପୁର
ପ୍ରଶ୍ନ- ୮
ଅମରନାଥ ଗୁମ୍ଫା କେଉଁଠାରେ ଅବସ୍ଥିତ ?
ଉତ୍ତର- କାଶ୍ମୀର ରେ ଅବସ୍ଥିତ
ପ୍ରଶ୍ନ- ୯
ବିଶ୍ବରେ କେଉଁ ଦେଶରେ ଅଧିକ ମାଛ ଧରନ୍ତି ?
ଉତ୍ତର- ଚୀନ
ପ୍ରଶ୍ନ- ୧୦
ସ୍ୱର୍ଣ୍ଣ ମନ୍ଦିର କେଉଁଠାରେ ଅବସ୍ଥିତ ?
ଉତ୍ତର- ଅମୃତସର
ପ୍ରଶ୍ନ- ୧୧
ଘୁଷୁରିର କେତୋଟି ଦାନ୍ତ ଅଛି ?
ଉତ୍ତର- ୪୪
ପ୍ରଶ୍ନ- ୧୨
ରେଡକ୍ରସର ମୁଖ୍ୟାଳୟ କେଉଁଠି ଅଛି ?
ଉତ୍ତର- ଜେନେବା
ପ୍ରଶ୍ନ- ୧୩
ବିଶ୍ୱର ସବୁଠୁ ଲମ୍ବା ଗଛ କେଉଁଠାରେ ଅଛି ?
ଉତ୍ତର- କାଲିଫୋର୍ନିୟା
ପ୍ରଶ୍ନ- ୧୪
ରକ୍ତ ଭଳି ଲାଲ ରଙ୍ଗର ନଦୀ କେଉଁ ଦେଶରେ ଅଛି ?
ଉତ୍ତର- ସ୍ପେନ ଦେଶରେ
ପ୍ରଶ୍ନ- ୧୫
ଭାରତରେ କେଉଁ ନଦୀରେ ସୁନା ବହୁଥାଏ ?
ଉତ୍ତର- ସୁବର୍ଣ ନଦୀ
ପ୍ରଶ୍ନ- ୧୬
କେଉଁ ପ୍ରାଣିର କ୍ଷୀର ପିଇଲେ ମଣିଷ ମରିଯାଏ ?
ଉତ୍ତର – ସିଂହୀ
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ