ଆଗ ଅପେକ୍ଷା ଏବେ ଅଧିକ ସୁନ୍ଦର ଆଉ ଗ୍ଲାମରସ ଦେଖା ଯାଉଛନ୍ତି TV ସିରିଏଲ ‘ସୁହାନି ସି ଏକ ଲଡକି’ ର ସୁହାନି, ଦେଖିବା ମାତ୍ରେ ନଜର ହଟେଇ ପାରିବେନି

ଫ୍ରେଣ୍ଡ୍ସ ଆପଣ ମାନେ ଷ୍ଟାର ପ୍ଲସ ର ଲୋକପ୍ରିୟ ସୋ ‘ସୁହାନି ସି ଏକ ଲଡକି’ ତ ନିଶ୍ଚୟ ଦେଖିଥିବେ । ଯାହାର କାହାଣୀ ଏକ ପ୍ରେମ କାହାଣୀ ଉପରେ ଆଧାରିତ । ଏହି ସିରିଏଲ ର କଳାକାର ମାନେ ନିଜ ଚରିତ୍ରକୁ ବହୁତ ଭଲ ଭାବେ ପ୍ରଦର୍ଶନ କରିଥିଲେ ଓ ଘରେ ଘରେ ଲୋକପ୍ରିୟ ହୋଇ ଯାଇଥିଲେ । ସେହି ସବୁ ଚରିତ୍ର ମଧ୍ୟରେ ଗୋଟିଏ ଚରିତ୍ର ଥିଲା ସୁହାନି, ଯେଉଁଥିରେ ଅଭିନୟ କରିଥିବା ଅଭିନେତ୍ରୀ ବହୁତ ସୁନ୍ଦର ଭାବରେ ଏହାକୁ ପରଦାକୁ ଆଣିଥିଲେ । ଯାହା ପାଇଁ ସେ ଘରେ ଘରେ ଫେମସ ହୋଇ ଯାଇଥିଲେ । କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଅଭିନେତ୍ରୀ ଆଜି କେଉଁଠି ଅଛନ୍ତି କଣ କରୁଛନ୍ତି ଓ କେମିତି ଦିଶୁଛନ୍ତି । ତେବେ ଚାଲନ୍ତୁ ଜାଣିବା ।

ଏହି ସିରିଏଲ ରେ ସୁହାନି ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀଙ୍କ ଅସଲ ନାମ ରାଜଶ୍ରୀ ରାନୀ ଅଟେ । ତାଙ୍କର ଜନ୍ମ 1 ଡିସେମ୍ବର 1987 ରେ ଫତେପୁର ରେ ହୋଇଥିଲା । ଯେଉଁ କାରଣରୁ ତାଙ୍କର ପାଠ ପଢା ମଧ୍ୟ ଏହି ଠାରେ ପୁରା ହୋଇଥିଲା । ଯଦି ଆମେ ତାଙ୍କ କ୍ୟାରିୟର ବିଷୟରେ କହିବା ତ ତାଙ୍କୁ ଟିଭି ଇଣ୍ଡଷ୍ଟ୍ରି କୁ ଆସିବା ପୂର୍ବରୁ ବହୁତ ଷ୍ଟ୍ରଗଲ କରିବାକୁ ପଡିଥିଲା ।

ତାଙ୍କର ରଙ୍ଗ କାରଣରୁ ତାଙ୍କୁ ସବୁ ଜାଗାରୁ ରିଜେକ୍ସନ ର ସାମ୍ନା କରିବାକୁ ପଡିଥିଲା । ବହୁତ କଷ୍ଟ ପରେ ତାଙ୍କୁ କଲର୍ସ ଟିଭି ର ସୋ ମଧୁବାଲା ରେ କାମ କରିବାକୁ ମଉକା ମିଳିଥିଲା । ଏହି ସିରିଏଲ ପରେ ସେ ସାବଧାନ ଇଣ୍ଡିଆ ଭଳି ସିରିଏଲ ରେ କାମ କଲେ ଓ ତାଙ୍କୁ ଏସବୁ ସିରିଏଲ ରେ କୌଣସି ପରିଚୟ ମିଳିଲା ନାହିଁ । କାରଣ ଏସବୁ ଥିରେ ସେ ସପୋର୍ଟିଂ ରୋଲ କରିଥିଲେ । ଏହା ପରେ ସେ କଠିନ ପରିଶ୍ରମ କଲେ । ଏହା ପରେ ତାଙ୍କୁ ଷ୍ଟାର ପ୍ଲସ ର ସୋ ‘ସୁହାନି ସି ଏକ ଲଡକି’ ରେ ମୁଖ୍ୟ ଚରିତ୍ର କରିବାକୁ ମଉକା ମିଳିଲା ।

ଏହି ସିରିଏଲ ଏକ ପ୍ରେମ କାହାଣୀ ଉପରେ ଆଧାରିତ ଥିଲା । ଯେଉଁଥିରେ ସେ ଏକ ସାଧାରଣ ଝିଅର ଚରିତ୍ର ରେ ନଜର ଆସିଥିଲେ । ଯାହାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ସିରିଏଲ ରେ ତାଙ୍କ ଅପୋଜିଟ ରେ ସାହିଲ ମେହତା ନଜର ଆସିଥିଲେ । ଦର୍ଶକ ସିରିଏଲ ରେ ଏହି ଦୁଇ ଜଣଙ୍କ ପ୍ରେମ କାହାଣୀ କୁ ବହୁତ ପସନ୍ଦ କରିଥିଲେ । ଯାହା ପରେ ତାଙ୍କୁ ଟିଭି ର ଅନେକ ସୋ ରେ କାମ କରିବାକୁ ମଉକା ମିଳିଲା ।

ଆଜି ବି ଦର୍ଶକ ତାଙ୍କୁ ତାଙ୍କର ରିଅଲ ନାମରେ ନୁହେଁ ବରଂ ସୁହାନି ନାମରେ ଜାଣନ୍ତି । ନିଜ କ୍ଯାରିୟର ରେ ଏତେ ପପୁଲାରିଟୀ ହାସିଲ କରିବା ପରେ ସେ ନିଜ କ୍ଯାରିୟର କୁ ବିରାମ ଦେଇଦେଲେ । ତାଙ୍କୁ ଶେଷ ଥର ପାଇଁ ସୋ ଇକ୍ୟାବନ ରେ ଦେଖା ଯାଇଥିଲା । ଆଜି ସୁହାନି ମାନେ ରାଜଶ୍ରୀ ରାନୀ ବହୁତ ବଦଳି ଯାଇଛନ୍ତି ଓ ସେ ଆଜି 32 ବର୍ଷର ହୋଇ ଯାଇଛନ୍ତି ।

ଆଗ ପେକ୍ଷା ସେ ଅଧିକ ବୋଲ୍ଡ ଓ ଗ୍ଲାମରସ ଦେଖା ଯାଉଛନ୍ତି । ବର୍ତ୍ତମାନ ସେ ପୁଣି ଥରେ ନିଜ କ୍ଯାରିୟର କୁ ଆରମ୍ଭ କରିଛନ୍ତି ଷ୍ଟାର ପ୍ଲସ ର ସୋ ‘ୟେ ଜାଦୁ ହେ ଜିନ କା’ ରୁ । ଯଦି ଆମେ ତାଙ୍କର ରିଅଲ ଲାଇଫ ବିଷୟରେ କହିବା ତ ସେ 2008 ରେ ବିନୀତ ପାଣ୍ଡେ ଙ୍କ ସହିତ ଲଭ ମ୍ୟାରେଜ କରିଥିଲେ ଓ ଆଜି ବି ଏହି ଦୁଇ ଜଣଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି । ଆପଣଙ୍କୁ କହି ଦେଉଛୁ କି ତାଙ୍କ ସ୍ଵାମୀ ପେଷାରେ ଜଣେ କାଷ୍ଟିଙ୍ଗ ଡାଇରେକ୍ଟର ଅଟନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ରାଜଶ୍ରୀ ରାନୀ ଙ୍କ ବିଷୟରେ ଜାଣି କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *