Interesting Gk Questions- ଏମିତି କେଉଁ ଫଳ ଅଛି ଯାହାକୁ ଓଲଟା ଲେଖିଲେ ଗୋଟିଏ ଝିଅର ନାମ ଆସିଥାଏ ? କୁହନ୍ତୁ ତାହା କଣ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ।ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ।ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ।ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ।ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା।

୧.ଭାରତ ରେ ଏମିତି କେଉଁ ଗଛ ଅଛି ଯାହା ପ୍ରାୟତଃ ୬ ଏକର ଜମି ରେ ବ୍ୟାପି କରି ରହିଛି?
ଉତ୍ତର-ବର ଗଛ (ଚଣ୍ଡୀଗଡ଼)।

୨.ହସିବା ପାଇଁ ଶରୀର ର କେତେ ମାଂସ ପେଶୀର ଆବଶ୍ୟକ ହୋଇଥାଏ?
ଉତ୍ତର-୧୭ ମାଂସ ପେଶୀକୁ।

୩.କ୍ରିକେଟ ର ମୂଳ ନାମ କଣ ଅଟେ?
ଉତ୍ତର-କ୍ଳବ ବଲ।

୪.ପ୍ରଥମ ରୁ କୋକା କୋଲା ର ରଙ୍ଗ କିପରି ଥିଲା?
ଉତ୍ତର-ସବୁଜ ରଙ୍ଗ।

୫.ତାସ ରେ ରଜା ପତ୍ର ରେ କେଉଁ ରାଜା ଙ୍କର ଫୋଟୋ ରହି ଅଛି?
ଉତ୍ତର-କିଙ୍ଗ ଡ଼ାଭିଡ ଙ୍କର।

୬.କେଉଁ ସହର ରେ ଛାତ ଉପରୁ ଡେଇଁଲେ ମୃତ୍ୟୁ ଦଣ୍ଡ ଦିଆ ଯାଇଥାଏ?
ଉତ୍ତର-ନ୍ୟୁୟର୍କ ସହର ରେ।

୭.ତାହା କେଉଁ ମନୁଷ୍ୟ ଅଟେ ଯିଏ ୨୫୬ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିଲା?
ଉତ୍ତର-ଚୀନ ର ଲି କୁଙ୍ଗୀୟନ।

୮.ଭାରତ ରେ କେଉଁ ରାଜ୍ୟ ରେ ସବୁଠାରୁ ଅଧିକ ଶିବ ମନ୍ଦିର ଦେଖିବାକୁ ମିଳିଥାଏ?
ଉତ୍ତର-ବିହାର ରେ।

୯.ମୋଟୁ ପତଲୁ ପ୍ରସିଦ୍ଧ କାର୍ଟୁନ ଧାରାବାହିକ ଭାରତ କୁ କେବେ ଆସିଥିଲା?
ଉତ୍ତର-୧୬ ଅକ୍ଟୋବର ୨୦୧୨ ରେ।

୧୦.ବାଳିକା ଦିବସ କେବେ ପାଳନ କରାଯାଇଥାଏ?
ଉତ୍ତର-ଜାନୁଆରୀ ୨୪।

୧୧.କେଉଁ ଦେଶ ରେ ନିଜ ଇଛା ଅନୁସାରେ ନିଜର ଚୁଟି ମଧ୍ୟ କାଟିବା ମନା ହୋଇଥାଏ?
ଉତ୍ତର-ଉତ୍ତର କୋରିଆ।

୧୨.ସୂର୍ଯ୍ୟ ପୃଥିବୀ ଠାରୁ ପ୍ରାୟତଃ କେତେ ଗୁଣ ବଡ଼ ହୋଇଥାଏ?
ଉତ୍ତର-୧୦୯ ଗୁଣ।

୧୩.କେଉଁ ଦେଶ ରେ ଛାତ୍ର ଛାତ୍ରୀ ମାନେ ନକଲ କଲେ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡ ଦିଆ ଯାଇଥାଏ?
ଉତ୍ତର-ଘନା ଦେଶ ରେ।

୧୪.କେଉଁ ଦେଶ ରେ ଗାଡିର ଲାଇଟ ଅଫ କରି ଗାଡି ଚଳାଇବା ଦ୍ୱାରା ୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ?
ଉତ୍ତର-ଡେନମାର୍କ ଦେଶ ରେ।

୧୫.ଦୁନିଆ ର ସବୁଠାରୁ ଲମ୍ବା ପେନ୍ସିଲ ର ଉଚ୍ଚତା କେତେ ଅଟେ?
ଉତ୍ତର-୮ ଫୁଟ ୩ ଇଞ୍ଚ।

୧୬.ଉଡାଯାହାଜ ର ସିଟ ଗୁଡିକ ର ରଙ୍ଗ ସବୁବେଳେ ନୀଳ କଣ ପାଇଁ ହୋଇଥାଏ?
ଉତ୍ତର-ଧୂଳି ଓ ମଇଳା କମ ଦେଖାଯାଇଥାଏ ସେଥିପାଇଁ।

୧୭.ଦୁନିଆ ରେ ସବୁଠାରୁ ଅଧିକ ପୁସ୍ତକାଳୟ କେଉଁଠାରେ ଅଛି?
ଉତ୍ତର-ଭାରତ ରେ।

୧୮.ବିଶ୍ୱ ରେ ସବୁଠାରୁ ପ୍ରଥମେ ଗାଡି ରେ ନମ୍ବର ପ୍ଲେଟ ଲଗାଇବା କିଏ ଆରମ୍ଭ କରିଥିଲା?
ଉତ୍ତର-ଫ୍ରାନ୍ସ।

୧୯.କେଉଁ ଦେଶ ର ଲୋକ ମାନେ ସବୁଠାରୁ ଅଧିକ ଶିକ୍ଷିତ ହୋଇଥାନ୍ତି?
ଉତ୍ତର-କାନାଡ଼ା ଦେଶ ରେ।

୨୦.ଭାରତ ରେ ସବୁଠାରୁ ଅଧିକ ଗହମ ର ଉତ୍ପାଦନ କେଉଁ ଠାରେ ହୋଇଥାଏ?
ଉତ୍ତର-ପଞ୍ଜାବ।

୨୧.ବିଶ୍ଵ ର ପ୍ରଥମ ସାଇକେଲ କେଉଁ ମସିହା ରେ ନିର୍ମାଣ କରାଯାଇଥିଲା?
ଉତ୍ତର-୧୮୫୭ ମସିହା ରେ।

୨୨.ଦୁନିଆ ର ସବୁଠାରୁ ଛୋଟ ମାଛ ର ନାମ କଣ?
ଉତ୍ତର-ଆର୍ଥୱାର୍କ ଗୋଭି।

୨୩.କେଉଁ ଦେଶ ର କୁକୁଡ଼ା ନୀଳ ରଙ୍ଗ ର ଅଣ୍ଡା ଦେଇଥାଏ?
ଉତ୍ତର-ଚିଲି ଦେଶ ର।

୨୪.ଦୁନିଆ ର ସର୍ବ ପ୍ରଥମ କାର କେଉଁ ମସିହାରେ ନିର୍ମାଣ କରାଯାଇଥିଲା?
ଉତ୍ତର-୧୯୮୫ ମସିହାରେ।

୨୫.ଏମିତି କେଉଁ ଫଳ ଅଛି ଯାହାର ନାମ କୁ ଓଲଟା ଲେଖିଲେ ଗୋଟିଏ ଝିଅ ର ନାମ ସୃଷ୍ଟି ହୋଇଥାଏ?
ଉତ୍ତର-ଖିରା (ବା କାକୁଡି ) ଓଲଟାଇଲେ (ରାଖୀ)

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *