କେଉଁ ଜୀବ ର ଗୋଟିଏ ମାତ୍ର ସିଂହ ଥାଏ ? 15+ GK With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଏହି ସବୁ ପ୍ରଶ୍ନ ଗୁଡିକ ପଢୁଥିବା ଛାତ୍ର ଛାତ୍ରୀ ମାନେ ଆହରଣ କରି ପାରିଲେ ନିଶ୍ଚୟ ଉପକୃତ ହେବେ ।  ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ବିଜୟ ସ୍ତମ୍ବ କେଉଁ ରାଜ୍ୟରେ ଅବସ୍ଥିତ ଅଟେ ?

ଉତ୍ତର- ରାଜସ୍ଥାନ । 

2- କଳା ସୁନା କାହାକୁ କୁହାଯାଏ ?

ଉତ୍ତର- କୋଇଲା । 

3- ଅଙ୍ଗୁର ଚାଷ ପାଇଁ କେଉଁ ସହର ପ୍ରସିଦ୍ଧ ?

ଉତ୍ତର- ନାସିକ । 

4- କେଉଁ ଜୀବ ପାଟି ରେ ଚାଲିଥାଏ ?

ଉତ୍ତର- ଗେଣ୍ଡା । 

5- ବିଶ୍ଵ ର ବୃହତ୍ତମ ସାପ ର ନାମ କଣ ?

ଉତ୍ତର- ଆନାକୋଣ୍ଡା । 

6- କେଉଁ ଜୀବ ର ରକ୍ତ ନୀଳ ରଙ୍ଗର ଅଟେ ?

ଉତ୍ତର- ଝିଣ୍ଟିକା । 

7- କେଉଁ ପକ୍ଷୀ ର ଦାନ୍ତ ନ ଥାଏ ?

ଉତ୍ତର- ବାଦୁଡି । 

8- କେଉଁ ଫୁଲକୁ କେହି ଦେଖି ପାରନ୍ତି ନାହିଁ ?

ଉତ୍ତର- ଡିମିରି । 

9- କେଉଁ ଗଛରେ 50 ବର୍ଷ ରେ ଫୁଲ ଫୁଟେ ?

ଉତ୍ତର- ପୁୟା । 

10- କାହାର 8ଟି ଆଖି ଅଛି ?

ଉତ୍ତର- ମାଙ୍କଡସା । 

11- କାହାର ଆଖି ନାହିଁ ?

ଉତ୍ତର- ଜିଆ । 

12- କେଉଁ ଜୀବ ସବୁଠାରୁ ଅଧିକ ଦିନ ବଞ୍ଚିଥାଏ ?

ଉତ୍ତର- କଇଁଛ । 

13- କାହାର 10ଟି ଗୋଡ ଅଛି ?

ଉତ୍ତର- କଙ୍କଡା । 

14- ଚୁଲି ର ତିନି ମୁଣ୍ଡକୁ କଣ କୁହାଯାଏ ?

ଉତ୍ତର- ଝିଙ୍କା । 

15- କେଉଁ ପକ୍ଷୀ ତଳ ମୁହାଁ କରି ବସା ବାନ୍ଧେ ?

ଉତ୍ତର- ବାୟାଚଢେଇ । 

16- କେଉଁ ଦେଶରେ ବିଲେଇକୁ ପୂଜା କରାଯାଏ ?

ଉତ୍ତର- ମିସର । 

17- ତିମି ଛୁଆ ଦିଏ ନା ଅଣ୍ଡା ଦିଏ ?

ଉତ୍ତର- ଛୁଆ । 

18- କେଉଁ ଗଛରେ ଫୁଲ ହୁଏ ନାହିଁ ?

ଉତ୍ତର- ପଣସ । 

19- କେଉଁ ଜୀବ ର ଗୋଟିଏ ମାତ୍ର ଶିଙ୍ଗ ଥାଏ ?

ଉତ୍ତର- ଗଣ୍ଡା । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *