15 Gk Questions & Answers: କେଉଁ ଜୀବର ଆୟୁଷ କେବଳ 5 ମିନିଟ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. କେଉଁ ବେଙ୍ଗ କାମୁଡିଲେ ମଣିଷ ଶୀଘ୍ର ମରି ଥାଏ ?

ଉତ୍ତର- ଡାର୍ଟଫ୍ରଗ କାମୁଡିଲେ ମଣିଷ ଶୀଘ୍ର ମରି ଥାଏ ।

୨. କେଉଁ ପକ୍ଷୀ ଅଧିକ ଉଚ୍ଚରେ ଉଡିଥାଏ ?

ଉତ୍ତର- ଶାଗୁଣା ପକ୍ଷୀ ଅଧିକ ଉଚ୍ଚରେ ଉଡିଥାଏ ।

୩. କେଉଁ ଜୀବର ଆୟୁଷ ମାତ୍ର କେବଳ ୫ ମିନିଟ ଅଟେ ?

ଉତ୍ତର- ମେଫ୍ଲାଏ ଜୀବର ଆୟୁଷ ମାତ୍ର କେବଳ ୫ ମିନିଟ ଅଟେ ।

୪. କେଉଁଠି ସୂର୍ଯ୍ୟ ପଶ୍ଚିମ ପଟୁ ଉଦୟ ହୁଅନ୍ତି ?

ଉତ୍ତର- ୟୂରେନ୍ସ ଗ୍ରହରେ ସୂର୍ଯ୍ୟ ପଶ୍ଚିମ ପଟୁ ଉଦୟ ହୁଅନ୍ତି ।


୫. କେଉଁ ଜୀବ ଜନ୍ମ ହେଲା ପରେ ୨ ମାସ ପର୍ଯ୍ୟନ୍ତ ଶୋଇଥାଏ ?

ଉତ୍ତର- ଭାଲୁ ଜୀବ ଜନ୍ମ ହେଲା ପରେ ୨ ମାସ ପର୍ଯ୍ୟନ୍ତ ଶୋଇଥାଏ ।

୬. କେଉଁ ଦେଶରେ ରାତି କେବଳ ୪୦ ମିନିଟ ହୋଇଥାଏ ?

ଉତ୍ତର- ନୋରୱେ ଦେଶରେ ରାତି କେବଳ ୪୦ ମିନିଟ ହୋଇଥାଏ ।

୭. କେଉଁ ଜୀବକୁ ସବୁ ଜିନିଷ ଦୁଇଗୁଣ ଦେଖା ଯାଇଥାଏ ?

ଉତ୍ତର- ହାତୀକୁ ସବୁ ଜିନିଷ ଦୁଇଗୁଣ ଦେଖା ଯାଇଥାଏ ।

୮. କେଉଁ ପକ୍ଷୀର ସ୍ଵର ସବୁଠାରୁ ମଧୁର ହୋଇଥାଏ ?

ଉତ୍ତର-ନାଇଟିଙ୍ଗଏଲ କ୍ଷୀର ସ୍ଵର ସବୁଠାରୁ ମଧୁର ହୋଇଥାଏ ।

୯. କେଉଁ ଜୀବର ଆଖିକୁ ତାଡି କାଢି ଦେଲେ ମଧ୍ୟ ତୁରନ୍ତ ନୂଆ ଆଖି ଆସିଥାଏ ?

ଉତ୍ତର- ଗେଣ୍ଡାର ଆଖିକୁ ତାଡି କାଢି ଦେଲେ ମଧ୍ୟ ତୁରନ୍ତ ନୂଆ ଆଖି ଆସିଥାଏ ।

୧୦. କେଉଁ ଜୀବର ବେକ ନାହିଁ ?

ଉତ୍ତର- ବେଙ୍ଗର ବେକ ନାହିଁ ।

୧୧. କେଉଁ ନଦୀର ପାଣି ମିଠା ଲାଗେ ?

ଉତ୍ତର- ସୁଇଟ ନଦୀର ପାଣି ମିଠା ଲାଗେ ଏହି ନଦୀ ମାଲେସିଆରେ ଅଛି ।

୧୨. କେଉଁ ଦେଶରେ ଚମଡା ଡଙ୍ଗା ବ୍ୟବହାର କରାଯାଏ ?

ଉତ୍ତର- ଗ୍ରୀନ ଲ୍ୟାଣ୍ଡରେ ଚମଡା ଡଙ୍ଗା ବ୍ୟବହାର କରାଯାଏ ।

୧୩. ଦୁଗ୍ଧ ଉତ୍ପାଦନରେ କେଉଁ ଦେଶ ପ୍ରଥମ ?

ଉତ୍ତର- ଦୁଗ୍ଧ ଉତ୍ପାଦନରେ ଭାରତ ହେଉଛି ପ୍ରଥମ ।

୧୪. ପାକିସ୍ତାନ ଜାତୀୟ ପତାକାର ଦୁଇଟି ରଙ୍ଗ କଣ ?

ଉତ୍ତର- ସବୁଜ ଓ ଧଳା ହେଉଛି ପାକିସ୍ତାନ ଜାତୀୟ ପତାକାର ଦୁଇଟି ରଙ୍ଗ ।

୧୫. ଭାରତର କେଉଁ ରାଜ୍ୟରେ ଉପଜାତି ନାହିଁ ?

ଉତ୍ତର- ଭାରତର ହରିୟଣା ରାଜ୍ୟରେ ଉପଜାତି ନାହିଁ ।

Leave a Reply

Your email address will not be published. Required fields are marked *