କେଉଁ ଦେଶରେ ବାପା ଝିଅ ସହ ବିବାହ କରନ୍ତି ? ଏହା ସହ 10+ GK With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଏହି ସବୁ ପ୍ରଶ୍ନ ର ଉତ୍ତର ଅନେକ ସମୟରେ ଅନେକ ଲୋକ ଜାଣି ମଧ୍ୟ ଉତ୍ତର ଦେଇ ପାରନ୍ତି ନାହିଁ । ଏହାକୁ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜାଣି ପାରିଲେ ନିଶ୍ଚୟ ଉପକୃତ ହେବେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ବିଶ୍ଵ ର ସବୁଠାରୁ ବଡ ଫଳର ନାମ କଣ ?

ଉତ୍ତର- ପଣସ ।

2- କେଉଁ ପଶୁ ଆକାଶ ଆଡକୁ ଦେଖିପାରେ ନାହିଁ ?

ଉତ୍ତର- ଘୁଷୁରି ।

3- statue of unity କୁ କେତେ କିଲୋ ମିଟର ଦୂର ରୁ ଦେଖି ପାରିବା ?

ଉତ୍ତର- 7 କିମି ।

4- କାହାର ରକ୍ତ ର ରଙ୍ଗ ନୀଳ ହୋଇଥାଏ ?

ଉତ୍ତର- ଅକ୍ଟୋପସ ।

5- ଭାରତ ବ୍ଯତୀତ ଅନ୍ୟ କେଉଁ ଦେଶରେ ତାଜମହଲ ରହିଛି ?

ଉତ୍ତର- ବାଙ୍ଗଲାଦେଶ ।

6- ଭାରତରେ ସର୍ବାଧିକ ସିନେମା କେଉଁ ଦିନ ରିଲିଜ ହୋଇଥାଏ ?

ଉତ୍ତର- ଶୁକ୍ରବାର ।

7- ଭାରତର କେଉଁ ରାଜ୍ୟରେ ପାକିସ୍ତାନ ନାମ ଥିବା ଗ୍ରାମ ରହିଛି ?

ଉତ୍ତର- ବିହାର ।

8- ଭାରତର କେଉଁ ରାଜ୍ୟ ରେ ଗଧ ମେଳା ଆୟୋଜିତ ହୁଏ ?

ଉତ୍ତର- ରାଜସ୍ଥାନ ।

9- କେଉଁ ଦେଶରେ ବାପା ଝିଅ ସହ ବିବାହ କରନ୍ତି ?

ଉତ୍ତର- ବାଙ୍ଗାଲଦେଶ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ଅମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *