ଫେମସ ହେବା ପାଇଁ କେବେ ବି ଛୋଟ ଡ୍ରେସର ସାହାରା ନିଅନ୍ତି ନାହିଁ TV ର ଏହି 4 ଜଣ Actress, ଛୋଟ ଡ୍ରେସ ପିନ୍ଧିବା ପାଇଁ କରନ୍ତି ବହୁତ ଘୃଣା

ବନ୍ଧୁଗଣ ବର୍ତ୍ତମାନର ସମୟରେ ଯେପରି ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନେ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି ଠିକ ସେହିପରି ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ମଧ୍ୟ ବହୁତ ଚର୍ଚାରେ ରହୁଛନ୍ତି । ଅଧିକ ଚର୍ଚା ବା ପପୁଲାରିଟୀରେ ରହିବା ପାଇଁ ଉଭୟ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନେ ବୋଲ୍ଟ ଲୁକ୍ ତଥା ଛୋଟ ଡ୍ରେସର ସାହାରା ନେଇଥାନ୍ତି ।

ହେଲେ ବନ୍ଧୁଗଣ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପପୁଲାରୀରୀ ବା ଚର୍ଚାରେ ରହିବା ପାଇଁ କୌଣସି ଛୋଟ ଡ୍ରେସର ସାହାରା ନେଇନଥାନ୍ତି । ଏମାନଙ୍କ ଫ୍ୟାନ୍ସ ଫାଲୋଇଙ୍ଗ ବହୁତ ଅଧିକ ରହିଛି । ଏମାନେ ଛୋଟ ଡ୍ରେସ ପିନ୍ଧିବା ପାଇଁ ଘୃଣା କରନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଟିଭି ଇଣ୍ଡଷ୍ଟ୍ରିର ଏହି ସମସ୍ତ ଫେମସ ଅଭିନେତ୍ରୀଙ୍କ ବିଷୟରେ ।

ଦୀପିକା କକ୍କଡ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଦୀପିକା କକ୍କଡ । ଦୀପିକା ସୋସିଆଲ ମିଡିଆରେ ଅଧିକାଂଶ ସମୟ ଚର୍ଚାରେ ରୁହନ୍ତି । ଟିଭି ଇଣ୍ଡଷ୍ଟ୍ରିରେ ଦୀପିକା ବହୁତ ସିରିଏଲରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହା ବ୍ଯତୀତ ଦୀପିକା ହିନ୍ଦୀ ରିଆଲିଟି ସୋ ‘ବିଗବସ ୧୨’ର ବିଜେତା ମଧ୍ୟ ରହିଛନ୍ତି । ହେଲେ ବନ୍ଧୁଗଣ ଦୀପିକା କେବେହେଲେ ନିଜର ଅଙ୍ଗ ପଦର୍ଶନ କରିବାକୁ ପସନ୍ଦ କରନ୍ତି ନାହିଁ । ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ ସେ କହିଥିଲେ ଯେ, ବୋଲ୍ଟ ସିନ୍ସ ଓ ଛୋଟ ଡ୍ରେସ ପାଇଁ କେତେକ ସିରିଏଲକୁ ରିଜେକ୍ଟ କରିଛନ୍ତି ।

ଦିବ୍ୟଙ୍କା ତ୍ରିପାଠୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ । ଦିବ୍ୟଙ୍କା ନିଜର ସୁନ୍ଦରତ ପାଇଁ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚାରେ ରହିଥାନ୍ତି । ‘ୟେ ହେ ମହବତେ’ ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରୁଥିବା ଦିବ୍ୟଙ୍କା ଆଜି ପର୍ଯ୍ୟନ୍ତ କୌଣସି ଛୋଟ ଡ୍ରେସରେ ନଜର ଆସିନାହାନ୍ତି । ସେ ସବୁବେଳେ ଟ୍ରେଡିସ୍ନାଲ ଡ୍ରେସରେ ନଜର ଆସନ୍ତି ।


ପରିଧି ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ପରିଧି ଶର୍ମା । ସିରିଏଲ ‘ଯୋଦ୍ଧା ଆକବର’ରେ ଯୋଦ୍ଧାର ଭୂମିକା ପଦର୍ଶନ କରିଥିବା ପରିଧି ସବୁବେଳେ ଏକ ସାଧାରଣ ଜୀବନ ଅତିବାହିତ କରିବା ପାଇଁ ଇଛା କରନ୍ତି,  ପରିଧି ଆଜି ପର୍ଯ୍ୟନ୍ତ କେବେହେଲେ ଛୋଟ ଡ୍ରେସରେ ନଜର ଆସିନାହାନ୍ତି । ସେ ଟ୍ରେଡିସ୍ନାଲ ଡ୍ରେସର ହି ବହୁତ ସୁନ୍ଦର ନଜର ଆସନ୍ତି ।


ଆଲିସା ପନୱାର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଆଲିସା ପନୱାର । ସେ ‘ଇସକ ମେ ମରଜାବା’ ପରି ସିରିଏଲରେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଆଲିସା ମଧ୍ୟ ଆଜି ପର୍ଯ୍ୟନ୍ତ କେବେହେଲେ କୌଣସି ଛୋଟ ଡ୍ରେସରେ ନଜର ଆସିନାହାନ୍ତି । ଆଲିସାଙ୍କର ଟ୍ରେଡିସ୍ନାଲ ଲୁକ୍ କୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *