କେବଳ ଥରେ ଲଗେଇ ଦିଅନ୍ତୁ ଏହାକୁ ଅର୍ଶ ଶୁଖିକି ଝଡ଼ିଯିବ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଅର୍ସ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଅର୍ସ ହେବାର ଅନେକ ଗୁଡ଼ିଏ କାରଣ ରହିଛି ।

କିନ୍ତୁ ଏହାର ପ୍ରମୁଖ କାରଣ ହେଉଛି ଗ୍ୟାସ ରେ ପୀଡ଼ିତ ହେବା, ଖାଦ୍ୟ ସଠିକ ଭାବରେ ପାଚନ ନହେବା ଏବଂ ସକାଳୁ ଠିକ ଭାବରେ ପେଟ ଖାଲି ନହେବା ଦ୍ଵାରା ଏହି ସମସ୍ୟା ଦେଖିବାକୁ ମିଳିଥାଏ । ଯେଉଁ ବ୍ୟକ୍ତି ମାନେ ସର୍ବଦା ବସିକରି କାର୍ଯ୍ୟ କରିଥାନ୍ତି ସେହି ବ୍ୟକ୍ତି ମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଯାଇଥାଏ । ଅର୍ସ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ବ୍ୟକ୍ତି ଅନେକ ପ୍ରକାର ର ଔଷଧ ର ସେବନ କରିଥାନ୍ତି ଏବଂ ଏହାର ସାଇଡ଼ ଇଫେକ୍ଟ ମଧ୍ୟ ଭୋଗ କରିବାକୁ ପଡ଼ିଥାଏ ।

କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହା ବହୁ ପୁରାତନ ଏବଂ ପରୀକ୍ଷିତ । ଏହି ଘରୋଇ ଉପଚାର କୁ ଥରେ ପ୍ରାୟୋଗ କରିବା ଦ୍ୱାରା ଆପଣ ଅର୍ସ ଭଳି ଭୟଙ୍କର ରୋଗରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ସେହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଉପାୟ ଟି ହେଉଛି, ଅର୍ସ ଭଳି ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ପେଟ ସଫା ହେବା ନିହାତି ଆବଶ୍ୟକ । ତେଣୁ ପେଟ ସଫା କରିବା ନିମନ୍ତେ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ କ୍ଷୀର ନିଅନ୍ତୁ । ଏହି ଉଷୁମ କ୍ଷୀର ରେ ଏକ ଚାମଚ କ୍ୟାଷ୍ଟର ଅଏଲ ବା ଜଡ଼ା ତେଲ ମିଶାଇ ଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣ କୁ ପିଅନ୍ତୁ ଏବଂ ଶୋଇ ପଡ଼ନ୍ତୁ । ବନ୍ଧୁଗଣ ଆପଣ ଦେଖିବେ ଯେ, ଠିକ ରାତି ୩ଟା ରେ ଆପଣଙ୍କୁ ପ୍ରେସର ଆସିବ ଏବଂ ଆପଣଙ୍କ ପେଟ ସଫା ହୋଇଯିବ ।

ଏହି ଉପାୟ କୁ ଆପଣ ୧୪ ରୁ ୧୫ ଦିନ ପର୍ଯ୍ୟନ୍ତ ପ୍ରାୟୋଗ କରନ୍ତୁ । ଏହାଦ୍ବାରା ଆପଣଙ୍କୁ ଅର୍ସ ଭଳି ସମସ୍ୟା ର ସାମ୍ନା କରିବାକୁ ପଡ଼ିବ ନାହିଁ । ଏହା ସହିତ ସକାଳୁ ଯେଉଁ ମାନଙ୍କ ପେଟ ସଫା ହେଉନାହିଁ ଏକ ଗ୍ଲାସ ଉଷୁମ ପାଣି ର ସେବନ କରନ୍ତୁ ଏବଂ ନିଜର ଖାଦ୍ୟପେୟ ରେ ସବୁଜ ପନିପରିବା ବ୍ୟବହାର କରନ୍ତୁ ଏବଂ ସେବନ କରନ୍ତୁ । ଏହା ସହିତ ଅଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟ ରୁ ଦୂରରେ ରୁହନ୍ତୁ ।

୨. ବନ୍ଧୁଗଣ ଦ୍ଵିତୀୟ ଉପାୟ ଟି ହେଉଛି, ଯଦି ଆପଣଙ୍କ ଅର୍ସ ହୋଇଛି ତେବେ ତାହାକୁ ଦୂର କରିବା ନିମନ୍ତେ ଆପଣଙ୍କୁ ପ୍ରଥମେ ଆବଶ୍ୟକ ଧଳା ପିଆଜ । ଆପଣଙ୍କୁ ଧଳା ପିଆଜ ମାର୍କେଟ ରୁ ସହଜରେ ମିଳିଯିବ । ଆପଣ ଏହି ଧଳା ପିଆଜର ରସ କୁ ବାହାର କରି ଦିଅନ୍ତୁ ଏବଂ ୧୦ମି.ଲି ରସ କୁ ଏକ ପାତ୍ରରେ ରଖନ୍ତୁ । ଏହା ପରେ ଏଥିରେ ଅଦା ରସ ମିଶାଇ ଦିଅନ୍ତୁ । ଏହି ଦୁଇଟି ସାମଗ୍ରୀ ଅର୍ସ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଆପଣ ଏକ ତୁଳା ସାହାଯ୍ୟ ରେ ଏହି ରସ ର ମିଶ୍ରଣ କୁ ନିଜର ଅର୍ସ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ । କିଛି ଦିନ ପ୍ରୟୋଗ କରିବା ପରେ ଦେଖିବେ ଯେ ଆପଣଙ୍କ ଅର୍ସ ଧୀରେ ଧୀରେ ଭଲ ହେବାକୁ ଲାଗିବ । ଏହି ଉପାୟ ଅତ୍ୟନ୍ତ ଲାଭକାରୀ ଅଟେ । ତେଣୁ ବନ୍ଧୁଗଣ ଏହାକୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *