କେବଳ ଏହାର ଗୋଟିଏ ଖଣ୍ଡ ପାଣିରେ ଫୁଟାଇ ପିଇ ନିଅନ୍ତୁ, 100 ବର୍ଷ ପର୍ଯ୍ୟନ୍ତ ସୁଗାର କୋଲେଷ୍ଟ୍ରୋଲ, ମୋଟାପା ଓ ହାର୍ଟ ରୋଗ ଗାୟବ ହୋଇଯିବ- Baba Ramdev Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ଡାଇବେଟିସ, ମୋଟାପଣ, ହାର୍ଟ ଆଟାକ ଓ କଲେଷ୍ଟ୍ରୋଲ ଆଦି ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଖାଦ୍ୟ ପେୟରର ଅଭାବ ଓ ଭୁଲ ଜୀବନ ଶୈଳୀ । ବନ୍ଧୁଗଣ ଏହି ସବୁ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନେ ହଜାର ହଜାର ଟଙ୍କାର ଔଷଧକୁ ସେବନ କରିଥାନ୍ତି  । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାର ସେବନ କରି ଆପଣ ଆଜୀବନ ନିରୋଗ ରହିବେ ଓ ସବୁବେଳେ ସୁସ୍ଥ ଅନୁଭବ କରିବେ ।

ବନ୍ଧୁଗଣ ଏହି ଉପାୟଟି ହେଉଛି ଏକ ଘରୋଇ ଉପାୟ ତେଣୁ ଆପଣ ଏହି ଉପାୟକୁ ବହୁତ ସହଜରେ ନିଜ ଘର ମଧ୍ୟରେ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ପ୍ରଥମେ ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପାୟ ବା କାଢାକୁ ବନେଇବା ପାଇଁ ଆପଣଙ୍କୁ ଅଜ୍ଜୂନ ଛାଲର ଆବଶ୍ୟକତା ରହିଛି । ଏହି ଛାଲରୁ କେତେକ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରାଯାଇଥାଏ । ବନ୍ଧୁଗଣ ଏହି ଉପାୟ ପାଇଁ ଆପଣ ନିଜ ଗ୍ଯାସ ଚୁଲାରେ ପ୍ରଥମେ ଏକ ପାତ୍ର ରଖନ୍ତୁ ଓ ଏଥିରେ ଦୁଇ ଗ୍ଳାସ ପାଣି ରଖିଦିଅନ୍ତୁ । ଏହାପରେ ଆପଣ ଗୋଟେ ଅଜ୍ଜୂନ ଛାଲ (କରମଙ୍ଗା ଗଛର ଛାଲ) କୁ ଏହି ପାଣିରେ ପକାଇ ଦିଅନ୍ତୁ । କିଛି ସମୟ ପରେ ଆପଣ ଏଥିରେ ୧ ଚାମଚ ଡାଲଚିନି ଗୁଣ୍ଡ ପକାଇ ଦିଅନ୍ତୁ ।


ଏହା ପରେ ବନ୍ଧୁଗଣ ଆପଣ ଏହାକୁ ସେତେବେଳ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେବେଳ ପର୍ଯ୍ୟନ୍ତ ଏହା ଦୁଇ ଗ୍ଳାସରୁ ଗୋଟେ ଗ୍ଳାସ ହୋଇଯିବ । ଆପଣ ପ୍ରତ୍ୟକ ଦିନ ସଖାଳ ସମୟରେ ଖାଲ ପେଟରେ ଏହି କାଢାର ସେବନ ନିଶ୍ଚୟ କରନ୍ତୁ ।

ଡାଇବେଟିସ- ଯଦି ବନ୍ଧୁଗଣ ଆପଣଙ୍କୁ ଡାଇବେଟିସର ସମସ୍ଯା ଅଛି, ତା ହେଲେ ଆପଣ ନିଶ୍ଚୟ ଏହି କାଢାର ସେବନ କରନ୍ତୁ । ଦେଖିବେ ଆପଣଙ୍କୁ ୧ ମାସ ମଧ୍ୟରେ ଏହାର ଫରକ ଜଣାପଡିଯିବ ।

ପେଟ ସମସ୍ଯା- ବନ୍ଧୁଗଣ ଯଦି ଆପଣଙ୍କୁ ପେଟ ଜନିତ କୌଣସି ସମସ୍ଯା ଅଛି, ତେବେ ଆପଣ ଏହି କାଢାର ସେବନ ନିଶ୍ଚୟ କରନ୍ତୁ । କାରଣ ଏହା ଆପଣଙ୍କ ପଚନ ପ୍ରକ୍ରିୟାକୁ ମଝବୁତ କରିବା ସହ ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ଯାକୁ ଦୂର କରିଥାଏ ।

ହାର୍ଟ ସମସ୍ଯା- ଯଦି ବନ୍ଧୁଗଣ ଆପଣଙ୍କୁ ହାର୍ଟ ଜନିତ କୌଣସି ସମସ୍ଯା ଅଛି, ତା ହେଲେ ଆପଣ ନିଶ୍ଚୟ ଏହି କାଢାର ସେବନ କରନ୍ତୁ କାରଣ ଏଥିରେ ଥିବା ତତ୍ଵ ଆପଣଙ୍କ ହାର୍ଟ ଜନିତ ସମସ୍ତ ସମସ୍ଯାକୁ ଦୂର କରିଦେବ ।

କୋଲେଷ୍ଟ୍ରୋଲ- ବନ୍ଧୁଗଣ ଯେଉଁ ମାନଙ୍କର କୋଲେଷ୍ଟ୍ରୋଲ ଆଦି ସମସ୍ଯା ଥାଏ ସେମାନଙ୍କର ହାର୍ଟ ସମସ୍ଯା ହୋଇଥାଏ । ତେଣୁ ଯଦି ଆପଣ ଏହି କାଢାର ସେବନ କରିବେ ତା ହେଲେ ମୂଳରୁ ଆପଣଙ୍କ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇଯିବ । ଯାହାଫଳରେ ଆପଣଙ୍କୁ ହାର୍ଟ ଜନିତ କୌଣସି ସମସ୍ଯା ହେବ ନାହିଁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *