କେବଳ ୨ ମିନିଟରେ ଗ୍ୟାସ ଓ କବ୍ଜରୁ ପାଆନ୍ତୁ ମୁକ୍ତି, ସାରା ଜୀବନ ପେଟରେ ଆଉ ଗ୍ୟାସ ହେବ ନାହିଁ

ବର୍ତ୍ତମାନ ସମୟରେ ସମସ୍ତ ଲୋକ ଟଙ୍କା ରୋଜଗାର କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଏହାଦ୍ବାରା ସେମାନେ ନିଜ ଶରୀରର ଧ୍ୟାନ ରଖିପାରୁ ନାହାନ୍ତି । ଖରାପ ଖାଦ୍ଯର ସେବନ ଓ ଶରୀରର ଧ୍ୟାନ ନରିଖିବାରୁ ପେଟରେ ଗ୍ଯାସ ଓ ଅନ୍ୟାନ୍ୟ ପେଟ ସମସ୍ଯା ଦେଖାଯାଇଥାଏ । ପେଟ ଫୁଲିବା, ପେଟ କାଟିବା, ଶରୀରର ଓଜନ ଅଧିକ ହେବା ଆଦି ବିଭିନ୍ନ ସମସ୍ଯା ଦେଖାଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାକୁ ବ୍ୟବହାର କରିଲେ ଆପଣ ନିଜ ସମସ୍ଯାକୁ ବହୁତ ଶୀଘ୍ର ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯଦି ଆପଣଙ୍କ ପେଟ ଗ୍ଯାସ ହେଇଯାଇଛି, ଫୁଲିଯାଇଛି ବା ଆପଣଙ୍କୁ ଭାରି ଭାରି ଲାଗୁଛି, ତାହାଲେ ଆପଣ ନିଜ ବାମ ପଟ ହାତ ପାପୁଲିର ମଝି ଗାରରେ ଧୀରେ ଧୀରେ ପ୍ରେସ କରନ୍ତୁ । କମ ସେ କମ ୨ ମିନିଟ ପର୍ଯ୍ୟନ୍ତ ଏହାକୁ ପ୍ରେସ କରନ୍ତୁ । ଏହା ସହିତ ଆପଣ ଫାଇବାରଯୁକ୍ତ ଖାଦ୍ଯର ସେବନ କରନ୍ତୁ । ଗାଜର, କାକୁଡି ଓ ଅମୃତଭଣ୍ଡା ଆଦି ଖାଦ୍ଯର ସେବନ କରନ୍ତୁ ।ଏହି ଉପାୟ ଦ୍ଵାରା ବହୁତ ଶୀଘ୍ର ଆପଣଙ୍କର ସମସ୍ଯା ଦୂର ହୋଇଯିବ ।


ପେଟରେ ଗ୍ଯାସ ହେବା ଦ୍ଵାରା ଛାତିରେ କଷ୍ଟ ହୋଇଥାଏ । ଏହା ସହିତ ଆମ ପେଟ ଟାଣ ହୋଇ ରହିଥାଏ ।ଏହି ସମସ୍ଯା ପାଇଁ ଆପଣ ନିଜ ଡାହାଣ ହାତର ମଝି ଆଙ୍ଗୁଳି ଓ ଶେଷ ଆଙ୍ଗୁଳି ମଝିରେ ଥିବା ଆଙ୍ଗୁଳିକୁ ଆପଣ ଧୀରେ ଧୀରେ ଟ୍ଵିଷ୍ଟ କରନ୍ତୁ । ଏହା ଆପଣଙ୍କ ଡାଇଜେସନ ପାଇଁ ସହାୟକ ହୋଇଥାଏ ଓ ଏହା କରିବା ଦ୍ଵାରା ଆପଣଙ୍କ ଛାତିରେ ହେଉଥିବା କଷ୍ଟ ବହୁତ ଶୀଘ୍ର ଦୂର ହୋଇଥାଏ । ଯଦି ଆପଣଙ୍କୁ ଗ୍ଯାସ ପାଇଁ ଆମ୍ବିଳା ହାକୁଡି, ପେଟ କଷ୍ଟ ବା ଭାରି ଭାରି ଲାଗୁଥାଏ, ତାହାଲେ ଆପଣ ନିଜ ଡାହାଣ ହାତରେ ବୁଢା ଆଙ୍ଗୁଳି ସାଇଡରେ ଥିବା ଅଙ୍ଗୁଳିକୁ ଧୀରେ ଧୀରେ ଟ୍ଵିଷ୍ଟ କରନ୍ତୁ ।

ଏହା କରିବା ଦ୍ଵାରା ବହୁତ କମ ସମୟରେ ଆପଣଙ୍କ ଏହି ସମସ୍ଯା ଦୂର ହୋଇଯିବ । ଏହି ସବୁ ଉପାୟ କରିବା ସହ ଆପଣଙ୍କୁ ଏକ ଯୋଗ କରିବାକୁ ହେବ । ସେହି ଯୋଗର ନାମ ହେଉଛି ପବନଗୁପ୍ତ ଆସନ । ଏହି ଆସନ ପାଇଁ ପ୍ରଥମେ ଆପଣ ସିଧା ହୋଇ ଶୋଇ ପଡନ୍ତୁ । ଶୋଇବା ପରେ ଆପଣ ନିଜ ଆଣ୍ଠୁକୁ ଧୀରେ ଧୀରେ ଉପରକୁ ନିଜ ଛାତି ପାଖକୁ ନିଅନ୍ତୁ, ନିଜ ମୁଣ୍ଡକୁ ଆଣ୍ଠୁରେ ଲଗାଇବା ପାଇଁ ଚେଷ୍ଟା କରନ୍ତୁ ।

ଆପଣ ଏହି ଯୋଗକୁ ୨ ରୁ ୪ ଥର ଦିନକୁ କରିପାରିବେ । ଏହି ଯୋଗ କରିବା ପରେ ଆପଣଙ୍କ ପେଟରେ ହୋଇଥିବା ପରିବର୍ତ୍ତନକୁ ଆପଣ ଅନୁଭବ କରିପାରିବେ ।ଏହି ସବୁ ଉପାୟକୁ ଅବଲମ୍ବନ କରି ସବୁ ଦିନ ପାଇଁ ଗ୍ଯାସ ସମସ୍ଯାକୁ ଦୂର କରନୁ ଏବଂ ଏକ ସୁସ୍ଥ ଜୀବନ ବଞ୍ଚନ୍ତୁ ।

ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆମର ଏହି ଟିପ୍ସ ଆପଣାଇ ଦେଖନ୍ତୁ, ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେଆର କରି ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *