ବନ୍ଧୁଗଣ ଆମେ ମାନେ ଦିନ ରାତି ବାହାରେ ନିଜ କାମ ପାଇଁ ବୁଲିଥାଉ । ବାହାରେ ବୁଲିବା ଦ୍ଵାରା ଆମ କାନରେ ଅନେଲ ମଇଳା ଓ ଧୁଳି ଜମା ହୋଇ ଯାଇଥାଏ ।
ବନ୍ଧୁଗଣ କଣରେ ଅଧିକ ସମୟ ପର୍ଯ୍ୟନ୍ତ ମଇଳା ଜମା ହେଲେ କାନ ଜନିତ ଅନେକ ସମସ୍ୟା ହୋଇଥାଏ । ଏହା ସହିତ କଣରେ ଯଦି ମଇଳା ଥିବ ତା ହେଲେ ଅନ୍ୟ ଲୋକମାନଙ୍କୁ ଏହା ଦେଖି ଆପଣଙ୍କ ଉପରେ ଘୃଣା ଆସିବ । ତେଣୁ ବନ୍ଧୁଗଣ କାନକୁ ସଫା କରିବା ପାଇଁ ଲୋକମାନେ ଅନେକ ପ୍ରକାରର ଉପାୟ କରିଥାନ୍ତି ହେଲେ ଯଦି ଉପାୟ ସଠିକ ନଥିବ ତା ହେଲେ କାନ ଜନିତ ସମସ୍ୟା ହେବାର ବହୁତ ସମ୍ଭାବନା ରହିଥାଏ ।

ଏହା ସହିତ କାନ ପାଇଁ ମଣିଷକୁ ବହୁତ ଯନ୍ତ୍ରଣା ମଧ୍ୟ ସହିବାକୁ ପଡିବ । ବନ୍ଧୁଗଣ କାନ ହେଉଛି ଆମ ଶରୀରର ଏକ ସୁଖ୍ମ ଅଙ୍ଗ ତେଣୁ କାନ ସଫା କରିବା ପାଇଁ କୌଣସି ମଣିଷକୁ ଜୋର ଜବରଦସ୍ତ କରିବା ଉଚିତ ନୁହେଁ ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କାନ ସଫା କରିବାର କିଛି ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ମାନେ ବହୁତ ସହଜରେ ନିଜ କାନକୁ ସଫା କରିପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ମାନଙ୍କୁ ଏହାର କୌଣସି ସାଇଡ ଇଫେକ୍ଟ ହେବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

୧. ବନ୍ଧୁଗଣ କାନକୁ ସଫା କରିବା ପାଇଁ ଆପଣ ମାନେ ନିଜ କାନରେ ଦୁଇ ବୁନ୍ଦା ବାଦାମ ତେଲ ପକାଇ ଦିଅନ୍ତୁ ଓ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ବାଦାମ ତେଲ ପକାଇବା ପରେ ଆପଣ ନିଜ ମୁଣ୍ଡକୁ ଅନ୍ୟ ଦିଗରେ ନୂଆଇ ରଖନ୍ତୁ । ପାଞ୍ଚ ମିନିଟ ରଖିବା ଦ୍ଵାରା ଆପଣଙ୍କ କାନରେ ଥିବା ମଇଳା ତରଳ ହୋଇ ବାହାରିଯିବ ।

୨. ବନ୍ଧୁଗଣ ଆମ ଦୁତୀୟ ଉପଚାର ପାଇଁ ଆମକୁ ହାଇଡ୍ରୋଜେନ ପାରାଅକସାଇଡର ଆବଶ୍ୟକତା ରହିଛି । ଏହି ଉପଚାରକୁ ବନେଇବା ପାଇଁ ଆପଣ ଏକ ଚାମଚ ପାଣିରେ ଦୁଇ ବୁନ୍ଦା ହାଇଡ୍ରୋଜେନ ପାରାଅକସାଇଡ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏକ ତୁଳା ସାହାର୍ଯ୍ୟରେ ଏହି ମିଶ୍ରଣକୁ ନେଇ ନିଜ କାନ ମଧ୍ୟରେ ରଖିଦିଅନ୍ତୁ । ହାଇଡ୍ରୋଜେନ ପାରାଅକସାଇଡ ଆପଣଙ୍କ କଣରେ ଥିବା ମଇଳାକୁ ଫୁଲାଇ ବାହାର କରିଦେବ ।

ହାଇଡ୍ରୋଜେନ ପାରାଅକସାଇଡ ଆପଣ ମାନଙ୍କୁ ଔଷଧ ଦୋକାନରେ ବହୁତ ସହଜରେ ମିଳିଯିବ । ବନ୍ଧୁଗଣ ଏହା ଏକ ସରଳ ଉପାୟ ଅଟେ ହେଲେ ଏଥିରେ ବହୁତ ରିସ୍କ ମଧ୍ୟ ଅଛି କାରଣ ଅଧିକ ହାଇଡ୍ରୋଜେନ ପେରକ୍ସାଇଡ କାନରେ ପଶିଲେ କାନ ଜନିତ ଅନେକ ସମସ୍ୟା ମଧ୍ୟ ହୋଇପାରେ ।

୩. ବନ୍ଧୁଗଣ କାନ ସଫା କରିବାର ସବୁଠାରୁ ସହଜ ଉପାୟ ହେଉଛି ଆପଣ ମାନେ ଏକ ଚାମଚ ସୋରିଷ ତେଲକୁ ହାଲ୍କା ଉଷୁମ କରିଦିଅନ୍ତୁ । ଉଷୁମ କରିବା ପରେ ଆପଣ ଏକ ତୁଳା ସାହାର୍ଯ୍ୟରେ କଣରେ ସୋରିଷ ତେଲ ପକାଇ ଦିଅନ୍ତୁ । କିଛି ସମୟ ପରେ ଆପଣ ଏକ ତୁଳା କାଠି ଦ୍ଵାରା ନିଜ କାନକୁ ସଫା କରିଦିଅନ୍ତୁ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

