କରୋନାରେ କେବେ ବି ଯିବ ନାହିଁ ଜୀବନ, ନିଶ୍ଚୟ କରନ୍ତୁ ଏହି କାମ- Dr Jyoti Ranjan Parida

ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଏକ ଭୟଙ୍କର ରୂପ ନେଇ ଆସିଛି । ସରକାର ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି ।

ତେବେ ଏହି ମହାମାରୀ ରୁ ବଞ୍ଚିବା ପାଇଁ କଥା କଥାରେ ଡାକ୍ତର ଚିକିତ୍ସା ସମ୍ବନ୍ଧରେ କହିଛନ୍ତି । ଯାହା ଆପଣ ଘରେ ବସି କରି ପାରିବେ । ଯଦି ଆପଣ ଡାକ୍ତର ଙ୍କ କହିବାନୁସାରେ ସେହି ସବୁ ନିୟମ ଗୁଡ଼ିକ ର ପାଳନ କରିବେ ତାହେଲେ ଏହି ଭୟଙ୍କର କୋରୋନା ମହାମାରୀ ରୁ ଆପଣ ଅଵଶ୍ୟ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

କିନ୍ତୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଉପାୟ କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ଫୁସଫୁସ ମଝବୁତ ହୋଇଯିବ ଓ ଆପଣ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇବେ ନାହିଁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ନିଜ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆପଣ ପ୍ରତିଦିନ କମ ସେ କମ ୩୦ ମିନିଟ ପାଇଁ ଯୋଗ ଓ ବାୟାମ ଆଦି ନିଶ୍ଚୟ କରନ୍ତୁ ।

ବନ୍ଧୁଗଣ ବୟାମ ଓ ଯୋଗ ଆଦି କରିବା ଦ୍ଵାରା ଆମ ଶରୀରର ଆକ୍ସିଜେନ ସ୍ତର ବୃଦ୍ଧି ହୋଇଥାଏ ଯାହାଫଳରେ ଫୁସଫୁସ ଅତି ସହଜରେ ଆକ୍ରାନ୍ତ ହୋଇପାରେ ନାହିଁ । ତେଣୁ ବନ୍ଧୁଗଣ ଆପଣ ମାନେ ପ୍ରତି ଦିନ 30 ମିନିଟ ପର୍ଯ୍ୟନ୍ତ ବାୟମ ଓ ଯୋଗ ଆଦି କରନ୍ତୁ । ଏହା ବ୍ୟତୀତ ଆପଣ ମାନେ ଚାହିଁଲେ ଏକ ସପ୍ତାହରେ ୧୫୦ ମିନିଟ ବାୟାମ ମଧ୍ୟ କରିପାରିବେ । ବନ୍ଧୁଗଣ ଯଦି ଆପଣ ଧୂ-ମ୍ର-ପା-ନ କରୁଛନ୍ତି ତା ହେଲେ ଆପଣ ନିଜର ଏହି ଅଭ୍ୟାସକୁ ତୁରନ୍ତ ଛାଡନ୍ତୁ ।

ଧୂମ୍ରପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେବା ସହିତ ଏହା ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ । WHO ରିପୋର୍ଟ ଅନୁଯାୟୀ, ଯଦି ଆପଣ ଫୁସଫୁସକୁ କରୋନା ସଂକ୍ରମଣରୁ ରକ୍ଷା କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଧୂ-ମ୍ର-ପା-ନ ଛାଡିବାକୁ ପଡିବ | ଏହା ମୃ-ତ୍ୟୁ ଆଶଙ୍କା ବଢାଇଥାଏ |ବନ୍ଧୁଗଣ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆପଣ ଧୂମ୍ରପାନକୁ ତ୍ୟାଗ କରିବା ସହିତ ଅଧିକ ପ୍ରଦୂଷଣ ଥିବା ସ୍ଥାନକୁ ଯାନ୍ତୁ ନାହିଁ ।

ପ୍ରଦୂଷଣ ଆମ ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଆପଣ ଧୁଳି ଓ ଧୂଆଁ ଠାରୁ ଦୂରେଇ ରୁହନ୍ତୁ । ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆପଣ ମାନେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ | ଏଥିପାଇଁ ଆପଣ ଫଳ, ସବୁଜ ପନିପରିବା, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଉତ୍ପାଦ ଏବଂ ଦୁଗ୍ଧଜାତ ଦ୍ରବ୍ୟକୁ ମଧ୍ୟ ବହୁ ପରିମାଣରେ ଖାଇବା ଉଚିତ୍ | ତା ହେଲେ ବନ୍ଧୁଗଣ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଓ ନିଜ ଫୁସଫୁସକୁ ସୁସ୍ଥ ରଖନ୍ତୁ .

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *